କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଙ୍କ ନାମରେ ଆସିଛି ଦୁଷ୍କର୍ମ ଅଭିଯୋଗ .ଜଣେ ମହିଳା ଶାରିରୀକ ସମ୍ପର୍କ ରଖିଥିବା ଆଣିଛନ୍ତି ସଙ୍ଗୀନ ଅଭିଯୋଗ

କ୍ରିକେଟ ଜଗତରେ ସେକ୍ସ ସ୍କାଣ୍ଡାଲ ର ଝଡ । କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଙ୍କ ସହ ବାଧ୍ୟବାଧକତା ରେ ଜଣେ ମହିଳା ଶାରିରୀକ ସମ୍ପର୍କ ରଖିଥିବା ଆଣିଛନ୍ତି ସଙ୍ଗୀନ ଅଭିଯୋଗ ।ହାର୍ଦ୍ଦିକ ପାଣ୍ଡ୍ୟା ନିଶା ସେବନ କରି ନିଜ ସାଙ୍ଗମାନଙ୍କ ସହ ମିଶି କରୁଥିଲେ ଅପ୍ରାକୃତିକ ଯୌନକ୍ରିୟା ଏବଂ ଗ୍ରୁପ୍ ସେକ୍ସ । ଲିଷ୍ଟରେ କ୍ରିକେଟର ମୁନାଫ ପଟେଲ୍ ଆଉ ପୂର୍ବତନ ବିସିସିଆଇ ଚେୟାରମ୍ୟାନ ରାଜୀବ ଶୁକ୍ଳାଙ୍କ ସହ ଅନେକ ବଡ ବଡ ହାଇ ପ୍ରଫାଇଲ୍ ରେ ଲୋକଙ୍କ ନାଁ ବି ଅଛି ।ମୁମ୍ବାଇର ସାନ୍ତାକ୍ରୁଜ ପୋଲିସ୍ ଷ୍ଟେସନ ରେ ରେହନୁମା ଭଟ୍ଟି ନାମକ ମହିଳା ଆଣିଲେ ସଙ୍ଗୀନ ଅଭିଯୋଗ ।ବିଭିନ୍ନ ଡିଲ୍ କରି ରେହନୁମା ଭଟ୍ଟି ଙ୍କ ସ୍ୱାମୀ ଗ୍ୟାଙ୍ଗଷ୍ଟାର ରିହାନ ଭଟ୍ଟି ।

ସ୍ତ୍ରୀଙ୍କୁ 15 ରୁ 20 ଜଣଙ୍କ ସହିତ ଶାରୀରକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି ଏବଂ ଏ ନେଇ ନିଜ ଅଭିଯୋଗ ବି ଦାଖଲ କରିଛନ୍ତି । ଆଉ ଏ ସବୁ ଘଟଣା ପରେ ପାଟିରେ ତୁଣ୍ଡି ବାନ୍ଧି ବସିଛନ୍ତି କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଙ୍କ ସମେତ ମୁନାଫ ପଟେଲ୍ ଆଉ ରାଜୀବ ଶୁକ୍ଳା ।

ପ୍ରଶ୍ନ ଉଠୁଛି କିଏ ଏହି ରିୟାସ ଭଟ୍ଟି । ରିୟାସ ଭଟ୍ଟି ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଏନସିପି ନେତା ନବାବ ମଲ୍ଲିକ ।ନବାବ ମଲିଲ୍କ ଙ୍କ କହିବା କଥା ମହାରାଷ୍ଟ୍ର ର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଙ୍କ ଛତ୍ରଛାୟା ତଳେ ରିୟାସ ଭଟ୍ଟି ଟଙ୍କା ଆଦାୟ କରନ୍ତି ।ଏଭଳିକି ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର ପରମବୀର ସିଂ ଙ୍କ ପାଇଁ ସେ ବଟି ଆଦାୟ କରୁଥିଲେ ।

 ତା ସହିତ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ ମଧ୍ୟ ତାଙ୍କ ସମ୍ପର୍କୀୟ ରହିଛି ।57 ବର୍ଷୀୟ ରିୟାସ ଭଟ୍ଟି ନିଜ ସ୍ତ୍ରୀ ଙ୍କୁ 15 ରୁ 20 ଜଣଙ୍କ ସହିତ ଶାରିରୀକ ସମ୍ପର୍କ ରଖି ତାଙ୍କର ବ୍ୟବସାୟିକ ସାମ୍ରାଜ୍ୟ ଚଳାଇଥିବା ନିଜ ପତ୍ନୀ ଅଭିଯୋଗ କରିଛନ୍ତି । ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ ଙ୍କ ସହଯୋଗୀ ରିୟାସ ଭଟ୍ଟି ଙ୍କ ପତ୍ନୀ ରେହନୁମା ଭଟ୍ଟି ,ହାର୍ଦ୍ଦିକ ପାଣ୍ଡ୍ୟା ,ମୁନାଫ ପଟେଲ୍ , ରାଜୀବ ଶୁକ୍ଳା ଙ୍କ ନାଁ ରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ।

ରିୟାସ ଭଟ୍ଟି ଙ୍କ ନାଁ ରେ ଯୌନ ନିର୍ଯାତନା , ସେକ୍ସ ରାକେଟ ଚଳାଉଥିବା ମୁମ୍ବାଇ ପୋଲିସ୍ ରେ ଅଭିଯୋଗ କରିଛନ୍ତି ରେହନୁମା ବଟ୍ଟି । ନିଜ ଏଫଆଇଆର ରେ ସ୍ଥାନ ଓ ତାରିଖ ଉଲ୍ଲେଖ କରିନ ଥିଲେ ମଧ୍ୟ ଏକ ହଟେଲ ରେ ତାଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା , ମୁନାଫ ପଟେଲ୍ ,ରାଜୀବ ଶୁକ୍ଳା ,ଦୁଷ୍କର୍ମ କରିଥିବାର ଅଭିଯୋଗ କରିଛନ୍ତି ।

ରିୟାସ ଭଟ୍ଟି ତା୍କ ସହଯୋଗୀଙ୍କ ସହିତ ରାତି ବିତେଇବା ପାଇଁ ବାଧ୍ୟ କରିବା ସହିତ ଦୁଇ ପୁଅଙ୍କୁ ହତ୍ୟା ଧମକ ଦେବା ନେଇ ମଧ୍ୟ ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ।ପୋଲିସ୍ ର ଦ୍ୱାରସ୍ଥ ହେବା ପରେ ବି ତାଙ୍କ ମାମଲାକୁ ଚାପି ଦିଆ ଯିବା ପାଇଁ ଚେଷ୍ଟା କରାଯାଉଥିବା କହିଛନ୍ତି ଭଟ୍ଟିଙ୍କ ପତ୍ନୀ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।