ମାଳିକା ର ବଡ ଭବିଷ୍ୟବାଣୀ ! ଗୁଣି ଗାରେଡି ଆଦୌ କାମ କରିବନି ମାତ୍ର ଘରେ ରଖନ୍ତୁ ଏହି ଜିନିଷ….

ଆଜକୁ ପ୍ରାୟ 600 ଵର୍ଷ ପୂର୍ବେ ଅଚ୍ୟୁତାନନ୍ଦ ଦାସ ମାଳିକା କୁ ରଚନା କରିଥିଲେ l ଯାହା ଦ୍ୱାରା ସେ ଭବିଷ୍ୟତ ବାଣୀ କରିଥିଲେ l ସେ ସୂଚନା ଦେଇ ଥିଲେ ଯେ ଆଗକୁ ଦେଶରେ ସବୁ କଣ ହେବ l ସେହି ପାଞ୍ଚ ସଖା ଯୁଗର ମହାନ କବି ମାଲିକଲର ରଚୟିତା ଯେତେ ବେଳେ ସଂକଟରେ ପଡ଼ିଥିଲେ l ଅର୍ଥାତ ଯେତେ ବେଳେ ଅଚ୍ୟୁତାନନ୍ଦ ଅନନ୍ତ ଙ୍କୁ ମହିଳା କି ନୁହେଁ ସନ୍ଦେହ କରି ତାଙ୍କର ପରୀକ୍ଷା କରାଯାଇ ଥିଲେ ସେତେ ବେଳେ ପ୍ରମାଣ ଦେବାକୁ ଯାଇ ସେ ନିଜର ଭକ୍ତି ର ପରୀକ୍ଷା ଦେଇ ଥିଲେ l

ଯେତେ ବେଳେ ତାଙ୍କର ପରୀକ୍ଷା କରା ଗଲା ସେତେବେଳେ ସେ ନିଜର ବକ୍ଷରୁ ବସ୍ତ୍ର କାଢି ଦେଇଥିଲେ l

ଆଉ ସେତିକି ବେଳେ ତାଙ୍କ ବକ୍ଷରୁ ଏତେ କ୍ଷୀର ବହିଗଲା ଯେ ସେହି ଠାରେ ଗୋଟିଏ ନଇ ହୋଇ ଯାଇ ଥାନ୍ତା l କିନ୍ତୁ ଭଗବାନ ଶିଶୁ ଅନନ୍ତ ତାଙ୍କର ବକ୍ଷରୁ କ୍ଷୀର ପାନ କରିଥିଲେ l ଏହି ଜାଗା ଟି ଥିଲା ଖୋର୍ଦ୍ଧା ଜିଲ୍ଲା ବାଲିକପାଟଣା ଯେଉଁଠାରେ ଭଗବାନ ଙ୍କର ଶିଶୁ ଅନନ୍ତଙ୍କର ଜନ୍ମ ସ୍ଥାନ l ଆଉ ଏହିଠାରୁ ଶିଶୁ ଅନନ୍ତଙ୍କର ସମାଧି ମିଳିଛି ଏହି ଠାରେ ତାଙ୍କର ପବିତ୍ର ପୀଠ ରହିଛି l

ଏହି ସ୍ଥାନର ପ୍ରସିଦ୍ଧି ବିଷୟରେ ଶିଶୁ ଅନନ୍ତ ପ୍ରଥମେ ଜଣେ ବାବା ଙ୍କୁ ସ୍ବପ୍ନରେ ଜଣେଇ ଥିଲେ l ଏହି ବାବା ଜଣଙ୍କ ହେଉଛି ପ୍ରଭାକର ଆଚାର୍ଯ୍ୟ ଭଗବତେସ୍ୱର ଙ୍କୁ ଜଣେଇ ଥିଲେ l ତାପରେ ସେ ଏହି ସ୍ଥାନଙ୍କୁ ପବିତ୍ର ସ୍ଥାନରେ ପରିଣତ କରିଥିଲେ l ଏହି ବାଲିକପାଟଣା ସ୍ଥାନଟି ଏତେ ପବିତ୍ର ଯେ ଆପଣ ବିଶ୍ୱାସ କରି ପାରିବେ ନାହିଁ l ଚାଲନ୍ତୁ ଜାଣିବା ଏହି ବାଲିକପାଟଣା ର ମହିମା ବିଷୟରେ l

1-ଯଦି କେହି ଏହି ବାଲିକପାଟଣା ସ୍ଥାନରୁ ବାଲି ଆଣି ନିଜର ଘରେ ରଖେ ତାହାଲେ ଆପଣଙ୍କ ଘରେ କୌଣସି ଅଶୁଭ ଶକ୍ତି ଆସିବା ନାହିଁ l ଯଦି ଆପଣଙ୍କ ଘରେ ଅଶୁବ ଶକ୍ତି ଥାଏ ତାହାଲେ ସେ ସବୁ ଦୂର ହୋଇଯିବ l

2- ଏହି ପୀଠରୁ ଯଦି ଜଣେ ବାଲି ଆଣି ନିଜର ପାଖରେ ରଖେ ତାହାଲେ ସେ ଯାହା ବି କୌଣସି କାର୍ଯ୍ୟ କରନ୍ତି ତାହାଲେ ସେ ସବୁବେଳେ ପୁରଣ ହୋଇ ଥାଏ l

3-ଯଦି ଆପଣଙ୍କ ଗୃହ ନିର୍ମାଣ ହେଉ ଥାଏ ତାହାଲେ ସେହି ବାଲିକପାଟଣା ସ୍ଥାନରୁ ମୁଠାଏ ବାଲି ଆଣି ସେହି ଘର ନିର୍ମାଣ କଲେ ଆପଣଙ୍କ ଘରେ କୌଣସି ପ୍ରକାର ବାସ୍ତୁ ଦୋଷ ରହିବ ନାହିଁ l

4- ଯଦି ଏହି ସ୍ଥାନର ବାଲି ଥାଏ ଆପଣଙ୍କ ପାଖରେ ତାହାଲେ ଆପଣଙ୍କ ଉପରେ କୌଣସି ପ୍ରକର ଯାଦୁ ବିଦ୍ୟା କାମ କରିବ ନାହିଁ l ଆପଣ ସବୁ ପ୍ରକାର ଅଶୁଵଶକ୍ତି ରୁ ମୁକ୍ତ ରହିବେ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।