ସମ୍ପୂର୍ଣ୍ଣ ଲକ୍ଷ୍ମୀ ” ଷ୍ଟେଜ ରେ ” .Trupti“ଭାଉଜଙ୍କ south heroineଙ୍କ ଭଳି ଡ୍ୟାନ୍ସ ଦେଖି judges ହସି ହସି ଗଡିଗଲେ…ମାତ୍ର 4 ଘଣ୍ଟାରେ 161k ଲୋକ ଦେଖି ସାରିଲେଣି…
ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଓଡ଼ିଶାର ସବୁଠାରୁ ବଡ଼ ରିୟାଲିଟି ଶୋ “ସମ୍ପୂର୍ଣ୍ଣ ଲକ୍ଷ୍ମୀ ର ମହାମଞ୍ଚ ରେ ସୁନ୍ଦର ଭାବରେ ନିଜର ଡାନ୍ସ ର କମାଲ ଦେଖାଇ ଜୋଜେସ ମାନଙ୍କର ମନରେ ଏକ ନିଆରା ସ୍ଥାନ ବନେଇ ପାରିଛନ୍ତି ପ୍ରିୟଙ୍କା ମାଡାମ | ଆଉ ଏହି ଶୋ ଟି ସମସ୍ତଙ୍କର ବେଶ ପସନ୍ଦ ହେବା ସହିତ ମହିଳା ମାନେ ମଧ୍ୟ ଏହି ଶୋ ମାଧ୍ୟମରେ ନିଜ ଭିତରେ ଥିବା କଳା କୁ ପ୍ରଦର୍ଶନ କରିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଉପରେ ଟିକିଏ ନଜର ପକାଇବା |
ତେବେ କୁହାଯାଏ କି “ସମ୍ପୂର୍ଣ୍ଣ ଲକ୍ଷ୍ମୀ ର ମଞ୍ଚ ଏକ ଏମିତି ମଞ୍ଚ ଯେଉଁଠାରେ ଓଡ଼ିଶାର କୋଣ ଅନୁକୋଣ ରେ ଥିବା ଭିନ୍ନ ଭିନ୍ନ ପ୍ରତିଭା ମାନଙ୍କୁ ଏକ ନୂଆ ଆଶା ଆଉ ଭରସା ଦେବାର ଶୋ |
ଆଉ ମହିଳା ମାନଙ୍କ ପାଇଁ ଏକ ନିଆରା ପ୍ରୟାସ ବୋଲି କୁହାଯାଇଛି ଏଇ ଶୋ କୁ ଆଉ ଯାହା ମାଧ୍ୟମରେ ମହିଳା ମାନେ ଆଗକୁ ଯିବାକୁ ସାହସ ମଧ୍ୟ ପାଉଛନ୍ତି ବୋଲି କୁହାଯାଉଛି |ଆଉ ଯାହା କେବଳ ସମ୍ଭବ ହେଇଛି ସିଦ୍ଧାର୍ଥ ଟିଭି ରେ ପ୍ରଚଳିତ ଥିଲା ସମ୍ପୂର୍ଣ୍ଣ ଲକ୍ଷ୍ମୀ ର କାର୍ଯ୍ୟକ୍ରମ ମାଧ୍ୟମରେ | ଆଉ ଏହି ଶୋ ରେ ନିଜର ଅଭିନୟ ର ଯାଦୁ ରେ ସମସ୍ତଙ୍କର ମନକୁ ହରଣ କରିବାକୁ ଲାଗିଛନ୍ତି ତୃପ୍ତି ମାଡାମ |
“ସମ୍ପୂର୍ଣ୍ଣ ଲକ୍ଷ୍ମୀ ” ର ମଞ୍ଚ ଗୋଟିଏ ଏମିତି ମଞ୍ଚ ଯେଉଁଠି ଆମେ ଜାଣିଛୁ କି କିଛି ନୂଆ ନୂଆ ପ୍ରତିଭା ଆଉ ଟେଲେଣ୍ଟ କୁ ଖୋଜି ଆଣି ସେମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭା କୁ ସମସ୍ତ ଙ୍କ ସାମ୍ନା ଆଣିବାର ପ୍ରଚେଷ୍ଟା ସିଦ୍ଧାର୍ଥ ଟିଭି ର |
ଆଉ ଯେଉଁଠି ଦେଖିବାକୁ ମିଳିଛି କି ନିଜ ଭିତରେ ଥିବା ଡାନ୍ସ ର ଜଲୱା ଦେଖାଇବାକୁ ଲାଗିଛନ୍ତି ତୃପ୍ତି ମାଡାମ | ଖାଲି ପ୍ରଶ୍ନ ସହିତ ନିଜ ଭିତରେ ଥିବା ଡାନ୍ସ ର କମାଲ ରେ ଉପସ୍ଥିତ ଥିବା ଜୋଜେସ ମାନଙ୍କର ମନ ମଧ୍ୟ କିଣି ନେଇଛନ୍ତି ସେ |
ତେବେ ତୃପ୍ତି ମାଡାମ ଆଗରୁ ମଧ୍ୟ ଜି ସାର୍ଥକରେ ଆସିଛନ୍ତି ରଜ ସୁନ୍ଦରୀ ଶୋ୍ ରେ କିନ୍ତୁ ସେତେବେଳେ ସେ ବିବାହ କରିନଥିଲେ ଆଉ ଗତ ମାର୍ଚ୍ଚ ମାସରେ ବିବାହ ହେବା ପରେ ସେ ପୁଣି ସଂମୂର୍ଣ୍ଣାଲକ୍ଷ୍ମୀ ର ଶୋରେ ଅଡିସନ୍ ଦେଇ ସିଲେକ୍ଟ ହୋଇଛନ୍ତି । ଯେଉଁଥି ପାଇଁ ଜର୍ଜମାନେ ତାଙ୍କର ନାଁ ଆଗରୁ ଏକ ଟାଗ୍ ଲଗେଇଛନ୍ତି ଯେ ମୁଁ ସିଦ୍ଧାର୍ଥ ଟିଭିର ଝିଅ ଥିଲି ବୋହୂ ହୋଇଗଲି ।
ଆଉ ଯାହା ଦେଖିବାକୁ ମିଳିଛି କି ତୃପ୍ତି ମାଡାମ ଙ୍କର ଡାନ୍ସ ରେ ଏକ ନିଆରା ଏକ୍ସପ୍ରେସନ ରହିଥିଲା ଆଉ ଯାହା ଫଳରେ ସେ ଦର୍ଶକ ମାନଙ୍କର ପ୍ରିୟର ପାତ୍ର ହେବା ସହିତ ଜୋଜେସ ମାନଙ୍କର ମନକୁ ମଧ୍ୟ କିଣି ନେଇଥିଲେ | ଏହା ସହିତ ଏକ କଳାକାର ର ଗୁଣ ଭରିକି ଥିଲା ତୃପ୍ତି ମାଡାମ ଙ୍କ ଭିତରେ ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।