GREEN DJ ରେ ଝିଅ ଘର ଆଗରେ ଶାଶୁ ଘର ଚାଲିଯିବି ଗୀତରେ ନାଚିଲେ ଏମିତି …. ମାତ୍ର 96 ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେନି…

ତେବେ ଆପଣ ତ ଜାଣିଛନ୍ତି ବିବାହ ଯେ କେତେ ବଡ଼ ପବିତ୍ର ସମ୍ପର୍କ ହୋଇ ଥାଏ ଯାହା ସାତ ଜନ୍ମର ବନ୍ଧନ ହୋଇ ଥାଏ | ଆଉ ଏହି ବିବାହ ର ଡୋରି ବାନ୍ଧିବା ପାଇଁ ପରିବାର ଲୋକ ମାନେ ମିଶି ପୁଅ ଓ ଝିଅ ଉଭୟ ଙ୍କର ବଡ଼ ଆଡମ୍ବନା ର ସହ ବାହାଘର କରେଇ ଥାଆନ୍ତି | କାରଣ ଆମ ହିନ୍ଦୁ ଧର୍ମ ରେ ବିବାହ ପାଇଁ ଅନେକ ରୀତିନୀତି ପରମ୍ପରା ରହିଛି ଯାହାକି ବୈଦିକ ରୀତିନୀତି ଅନୁଯାଇ ବିବାହ ହୋଇ ଥାଏ | ଏହି ବିବାହ ରେ ଅନେକ ବନ୍ଧୁ ବାନ୍ଧବ ପରିବାର ଲୋକ ମାନେ ଯୋଗ ଦେଇ ଥାଆନ୍ତି ଆଉ ଏଥିରେ ସାମିଲ ହୋଇ ଉଭୟ ବର ଓ କନ୍ୟା ଙ୍କୁ ଆଶୀର୍ବାଦ ଦେଇ ଯାଇଥାନ୍ତି |

ତେବେ ବିବାହ ର ଉତ୍ସବ ରେ ଅନେକ ମଜାମସ୍ତି ହୋଇ ଥାଏ ଆଗ କାଳରେ ଏତେ ଟା କିଛି ନଥିଲା କିନ୍ତୁ ଏବେ ଯେତେ ବେଳେ ବର କନ୍ୟା ଘରକୁ ଆସୁଛି ସେତେ ବେଳେ ବାଣ ଫୁଟାଇ ଡିଜେ ବଜାଇ ବର ଯାତ୍ରୀ ମାନେ ଖୁବ ଜବରଦସ୍ତ ଭାବେ ନାଚି ନାଚି ଆସୁଛନ୍ତି ଯାହାକୁ ଦେଖିଲେ ଆଖି ମଧ୍ୟ ଫେରାଇ ହୁଏ ନାହିଁ | ତେବେ ଏଭଳି ଏକ ବର ଯାତ୍ରୀ ନାଚର ଭିଡ଼ିଓ ଭାଇରାଲ ହୋଇଥାଏ ଯାହାକି ଆପଣ ମାନେ ନିଶ୍ଚିତ ଭାବରେ ଦେଖି ଥିବେ | ସେଭଳି ଭାବରେ ଏକ ବରଯାତ୍ରୀ ଭିଡ଼ିଓ ନଜର କୁ ଆସିଛି ଯାହାକୁ ଦେଖିଲେ ଆପଣ ଖୁବ ପସନ୍ଦ କରିବେ |

ତେବେ ଆପଣ ମାନେ ଅନେକ ବାହାଘର ପ୍ରସେଶନ ଦେଖି ବାକୁ ପାଇଥିବେ, ବାଣ ରୋଷଣି ଡିଜେ ବାଜଇ ପ୍ରସେସନ୍ ରେ ବର ବାହାରି ଯାଇଥାଏ ବିବାହ କରିବା ପାଇଁ | ବନ୍ଧୁ ବାନ୍ଧବ ସାଙ୍ଗ ସାଥୀ ଡିଜେ ଧୁନ ରେ ନାଚି ନାଚି ଖୁବ୍ ଏଞ୍ଜୟ୍ କରନ୍ତି, ସେମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ଯାହା ଦର୍ଶକ ମାନଙ୍କ ବେଶ୍ ପସନ୍ଦ ଆସିଛି | ଏହି ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି ରାସ୍ତା ମଝିରେ ଏକ ବର ଗାଡ଼ି ଯାଉଛି ଆଉ ଭିନ୍ନ ଭିନ୍ନ ଲାଇଟ ମଧ୍ୟ ଦେଖା ଯାଉଛି ଆଉ ବାଣ ଫୁଟାଇ ଡିଜେ ଗୀତ ରେ ବର ଯାତ୍ରୀ ମାନେ ନାଚ ରେ ହଜି ଯାଇଛନ୍ତି | ତେବେ ବାହାଘର କୁ ନେଇ ଖୁସି ଥିବା ବେଳେ ଏମିତି ନାଚ ନାଚିଛନ୍ତି ଯେ ଯେପରି କି ଧୂଳି ଉଡେଇ ଦେଇଛନ୍ତି | ଏଭଳି ମନଖୋଲା ନାଚ ଦେଖିଲେ ମଧ୍ୟ ଖୁବ ଖୁସି ଅନୁଭବ ହୋଇ ଥାଏ ଯାହାକି ଏବେ ସୋସିଆଲ ମିଡ଼ିଆ ରେ ଲୋକେ ଦେଖି ବେସ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ଦେଇଛନ୍ତି |