ଗୋରା ଛୁଆ କେମିତି ହେବ ? ଗୋରା ଏବଂ ସ୍ୱାସ୍ଥ୍ୟବାନ ଛୁଆ ପାଇଁ କଣ ଖାଇବେ ଜାଣନ୍ତୁ – PREGNANCY TIPS
ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ ଯାହାକୁ ଜାଣିବା ଆପଣ ମାନଙ୍କ ପାଇଁ ନିତାନ୍ତ ଜରୁରୀ ଅଟେ । କାରଣ ଏହା ଆପଣ ଏବଂ ଆପଣଙ୍କର ପିଲା ପାଇଁ ଭଲ ଅଟେ । ଗୋଟିଏ ନାରୀ ବିବାହ ହେବା ପରେ ମଧ୍ୟ ତାର ବୈବାହିକ ଜୀବନର ସାର୍ଥକତା ସେ ଲାଭ କରିନତାଏ , ସେତେବେଳେ ସେ ନିଜ ଜୀବନର ସାର୍ଥକତା ଲାଭ କରେ ଯେତେବେଳେ ସେ ମା ହେବାରେ ସାର୍ଥକତା ଲାଭ କରେ ମା ହେବା ପରେ ଜଣେ ନାରୀର ନାରୀ ଜନ୍ମ ସଫଳ ହୋଇଥାଏ ।
ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁ ର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେଇ ଥାଏ । ମାତ୍ର ଆପଣ ମାନେ ତ ଜାଣିଛନ୍ତି ପ୍ରତ୍ୟେକ ମା ଚାହାନ୍ତି ଯେ ତାଙ୍କର ପିଲାମାନେ ଟିକେ ଗୋରା ହୁଅନ୍ତି ବୋଲି ମାତ୍ର ସମସ୍ତ ପିଲା ସେପରି ହୋଇନାହାନ୍ତି କେହି କଳା ହୋଇଥାଏ ତ ପୁଣି କେହି ଗୋରା ହୋଇଥାଏ ।
ତେବେ ପିଲା ତ ପିଲା କଳା ଗୋରାରେ ସଂପର୍କ କିଛି ନାହିଁ ତଥାପି ପ୍ରତ୍ୟେକ ବ୍ୟକ୍ତି ମାନେ ଚାହାନ୍ତି ସେମାନଙ୍କ ପିଲା ଟିକେ ଗୋରା ହେବା ପାଇଁ । ଆଜି ଆମେ ଆପଣ ମାନଙ୍କୁ କହିବୁ କି ପିଲା ମାନେ କାହିଁକି କଲା ହୋଇଥାନ୍ତି ଏବଂ ପିଲା ମାନେ ଗୋରା ହେବା ପାଇଁ କଣ କରିବା ଉଚିତ ।
1–ଏକ ସୂଚନା ଅନୁସାରେ ଦେଖାଯାଇଛି କି ସମସ୍ତ ମଣିଷ ଙ୍କ ଶରୀରରେ ମେଲାଲୀନ ନାମକ ଏକ ହରମୋନ କ୍ଷରଣ ହୋଇଥାଏ , ତେବେ ପିଲା ଥିବା ସମୟରେ ଯେଉଁ ବ୍ୟକ୍ତିର ଏହି ହରମୋନ ଅଧିକ କ୍ଷରଣ ହୁଏ ତେବେ ସେହି ପିଲାଟି କଲା ହୋଇଥାଏ ଏହଂକମ ହେଲେ ଗୋରା ହୋଇଥାଏ ।
2–ଏହା ବ୍ୟତୀତ ଅନ୍ୟ ଏକ କାରଣ ରହିଛି ଜିନ ଗତ , ଜିନ ଗତ କହିଲେ ଯେଉଁ ପିଲାର ବାପା ମା ଗୋରା ହୋଇଥାନ୍ତି ସେ ପିଲାମାନେ ଗୋରା ହୋଇଥାନ୍ତି ।
କଣ କରିବା ଦ୍ୱାରା ପିଲାଙ୍କ ର ରଙ୍ଗ ଗୋରା ହୋଇଥାଏ:-
1- ଯେଉଁ ନାରୀ ମାନେ ଗର୍ଭବତୀ ରହିଛନ୍ତି ସେମାନେ ପ୍ରତ୍ୟେକ ଦିନ ଭିଟାମିନ A ,ଭିଟାମିନ C ଏବଂ E ଯୁକ୍ତ ଖାଦ୍ୟ ସେବନ କରନ୍ତୁ , ଏପରି କରିବା ଦ୍ୱାରା ଆପଣଙ୍କର ପିଲା ଗୋରା ହୋଇଥାଏ । କାରଣ ଏଥିରୁ ଆମ ମାନଙ୍କୁ ଭିଟାମିନ ବହୁତ ମାତ୍ରାରେ ମିଳିଥାଏ ।
2–ଗର୍ଭବତୀ ମହିଳା ମାନେ ସମସ୍ତ ପ୍ରକାର ଫଳ ଜାତୀୟ ଖାଦ୍ୟ କାଇବା ଦରକାର ଯାହା ଦ୍ୱାରା ଶରୀରରେ ମେଲଲିନ କ୍ଷରଣ କମ ହେବାରେ ଲାଗିଥାଏ । ଏହା ସହ ସବୁଜ ପନିପରିବା ଅଧିକ ମାତ୍ରାରେ ଖାଇବା ଉଚିତ ।
3–ମହିଳା ମାନେ ଗର୍ଭବତୀ ହୋଇଥିଲେ ଅଁଳା କୋଳି ,କମଳା ଏବଂ କଦଳୀ ଆଦି ଫଳ ନିୟମିତ ଖାଇବା ଦ୍ୱାରା ପିଲାର ରଙ୍ଗ ଗୋରା ହୋଇଥାଏ ।