ଗୋଟିଏ ମାସରେ କେତେଥର ଶାରିରୀକ ସଂପର୍କ ରଖିବା ଦରକାର !ସମସ୍ତ ସ୍ୱାମୀ ସ୍ତ୍ରୀ ମାନଙ୍କୁ ଏହି କଥା ଜଣାଥିବା ଦରକାର …
ଆଜି ଆମେ ଆପଣ ମାନଙ୍କୁ କହିବୁ କି ଗୋଟିଏ ମାସରେ କେତେଥର ଶାରିରୀକ ସଂପର୍କ ରଖିବା ଉଚିତ । ଏହା ସହିତ କେଉଁ ସମୟଟି ଆପଣ ମାନଙ୍କ ପାଇଁ ଶାରିରୀକ ସମୟ ରଖିଲେ ଉପଯୁକ୍ତ ହୋଇଥାଏ ଆଜି ସେ ବିଷୟରେ ଆପଣ ମାନଙ୍କୁ ଆମେ କହିବୁ । କାରଣ ଏହି କଥା ଜାଣିରଖିବା ଆପଣ ମାନଙ୍କ ପାଇଁ ନିତାନ୍ତ ଆବଶ୍ୟକ ଅଟେ । ଏହା ଦ୍ୱାରା ଆପଣ ମାନଙ୍କୁ ବହୁତ ଅସୁବିଧା ବା ସମସ୍ୟାରୁ ସମାଧାନ ହୋଇପାରିବେ । ସମସ୍ତ ସ୍ୱାମୀ ସ୍ତ୍ରୀ ମାନଙ୍କୁ ଏହି କଥା ଜଣାଥିବା ଦରକାର ।
ଆଜି ପର୍ଯ୍ୟନ୍ତ ଆପଣ ମାନେ ଶାସ୍ତ୍ର ବିଷୟରେ ଅନେକ କଥା ଶୁଣିଥିବେ । ଜଣେ ବ୍ୟକ୍ତିର ଜୀବନ ଶୈଳୀରର ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ଯଦି କେହି ବ୍ୟକ୍ତି ଏହି ଜ୍ୟୋତିଷ ଶାସ୍ତ୍ର ସମସ୍ତ କଥାକୁ ମାନି କରି ତାର ସମସ୍ତ କାର୍ଯ୍ୟ କରେ ତେବେ ସେହି ବ୍ୟକ୍ତି କେବେବି କୌଣସି ପ୍ରକାର ଅସୁବିଧାରେ ପଡିନଥାଏ । ଶାସ୍ତ୍ର ଅନୁସାରେ ସ୍ତ୍ରୀ ମାନେ ଅଷ୍ଟମୀ , ଚତୁଃଦୁର୍ଶୀ , ପୂର୍ଣ୍ଣିମା , ଅମାବଶ୍ୟା ଏବଂ ସଂକ୍ରାନ୍ତିରେ ସ୍ତ୍ରୀ ସହ ସମ୍ଭୋଗ ରଖିବା ମହାପାପ ହୋଇଥାଏ ।
ଆଜି ଆମେ ଆପଣ ମାନଙ୍କୁ କହଗିବୁ କି ଗୋଟିଏ ମାସରେ କେତେଥର ଶାରିରୀକ ସଂପର୍କ ରଖିଲେ ତାହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ । ବିବାହ ପରେ ପ୍ରତ୍ୟେକ ଦମ୍ପତ୍ତି ମାନେ ଶାରିରୀକ ସଂପର୍କ ରଖିଥାନ୍ତି । କାରଣ ପ୍ରତ୍ୟେକ ବୈବାହିକ ବ୍ୟକ୍ତିଙ୍କ ପାଇଁ ଶାରିରୀକ ସଂପର୍କ ରଖିବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ମାତ୍ର ଆଜିର ସମୟରେ ଏହି ସମ୍ବଦ୍ଧକୁ ନେଇ କରି ଟିକେ ଅଧିକ ଜୋସ ଦେଖିବାକୁ ମିଳୁଛି ।
ଏହା ବ୍ୟତୀତ ଏହି ସମାଜରେ ଆଜିର ଯୁବପିଢି କାହାକୁ ପ୍ରେମ କରିବାତ ଅଧିକ ସାଧାରଣ କଥା ହୋଇଗଲାଣି । ତେବେ ପ୍ରେମ କରି ଅନେକ କେତେକ ସମୟରେ ସେମାନେ ବିବାହ ପୂର୍ବରୁ ଶାରିରକ ସଂପର୍କ ରଖିବା ମଧ୍ୟ ବହୁତ ସାଧାରଣ ହୋଇଗଲାଣି । ମାତ୍ର ଆପଣ ମାନେ ଜାଣିଛନ୍ତି କି ସମ୍ବଦ୍ଧ ବନେଇବାର କିଛି ସମୟ ସୀମା ରହିଛି ।
ଏହା ସହିତ ଗୋଟିଏ ଲିମିଟ ଭିତରେ ଆପଣ ମାନେ ସମ୍ବଦ୍ଧ ରଖିବା ଉଚିତ । ସୀମା ଭିତରେ ଏହି କାର୍ଯ୍ୟ କରିବା ଦ୍ୱାରା ତାହା ଆପଣଙ୍କର ଶରୀର ପାଇଁ ବହୁତ ଫାଇଦା ହୋଇଥାଏ । ୟୁରୋପୀୟ ୟୁରୋଲୋଜୀରେ ଏକ ରିସର୍ଚ୍ଚ 50 ଜଣ ବ୍ୟକ୍ତିକୁ ନେଇ କରି କରାଯାଇଥିଲା ।
ସେହି ରିସର୍ଚ୍ଚରେ ସେମାନେ ଦେଖିବାକୁ ପାଇଲେ କି ଗୋଟିଏ ମାସରେ 21 ଥର ଶାରିରୀକ ସଂପର୍କ ରଖିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଏହା ବ୍ୟତୀତ ଦୁଃଚିନ୍ତା , ହୃଦଘାତ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହା ମଧ୍ୟ ଜଣାଯାଇଛି କି 21 ଥର ସମ୍ବଦ୍ଧ ରଖିବା ଦ୍ୱାରା 20 ପ୍ରତିଶତ କ୍ୟାନସର ସମସ୍ୟା କମିଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।