ଭୟଙ୍କର ରୋଗ – ଗଛ ପରି ଗଛରେ ତିଆରି ହୋଇ ଏହି ଝିଅର ମୁହଁରେ ବାହାରିଛି , ଏହି ରୋଗ ର ଲକ୍ଷଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ.ଦୟାକରି ଏହି ଭଉଣୀ ” ଟି ପାଇଁ ଗୋଟିଏ ସାହାର୍ଯ୍ୟର ହାତ ବଢାନ୍ତୁ….

ଆଜିର ସମାଜ ବହୁତ ଉନ୍ନତି କଲାଣି ସମାଜ ବହୁତ ଉନ୍ନତିର ଆଡକୁ ଗତି କାଲିଣି , ଯାହା ଜାଣିଲେ ଆପଣ ମାନେ ଆସ୍ଚର୍ଯ୍ୟ ଚକିତ ହୋଇଯିବେ । ଆଜିର ସମାଜ ଆଧୁନିକ ସମାଜରେ ପରିବର୍ତ୍ତନ ହେଲାଣି , ବିଜ୍ଞାନ ଏବଂ ବୈଜ୍ଞାନିକ ମାନେ ବହୁତ ଉନ୍ନତି କଲେଣି ଏବେ ସମସ୍ତ ସମସ୍ୟାର ସମାଧାନ ବହୁତ ଭଲ ଭାବରେ ହୋଇପାରୁଛି । ଏହା ସହିତ ଏହି ଅତ୍ୟାଧୁନିକ ଯୁଗର ବିଜ୍ଞାନ ଓ ଟେକ୍ନୋଲୋଜି ଦ୍ୱାରା ସମସ୍ତ ପ୍ରକାରର ଅସମ୍ଭବ କାର୍ଯ୍ୟ ବି ଏବେ ସମ୍ଭବ ହେବାରେ ଲାଗିଛି ।

ବିଜ୍ଞାନ ବହୁତ ଭାବରେ ଆଡଭାନ୍ସ ହେବାରେ ଲାଗିଛି । ତେବେ ସମାଜ ଯେପରି ନୂଆ ନୂଆ ଦିଗକୁ ଗତି କରିବାରେ ଲାଗିଛି ସେହିପରି ଆମର ସମାଜରେ ନୂଆ ନୂଆ ରୋଗ ମଧ୍ୟ ସୃଷ୍ଟି ହେବାରେ ଲାଗିଛି । ତେବେ ଏହି ରୋଗକୁ ଏବେ ଚିହ୍ନିବାରେ ମଧ୍ୟ କଷ୍ଟକର ହେଉଛି , ଜାଣିହେଉ ନାହିଁ କି ଏହା କେମିତିକା ରୋଗ । କାରଣ ସେହିପରି ଏକ ଘଟଣା ଏବେ ଆମ ସାମ୍ନାକୁ ଆସିଛି , ଯାହା ଶୁଣିଲେ ଆପଣ ମାନେ ମଧ୍ୟ ଆସ୍ଚର୍ଯ୍ୟ ଚକିତ ହୋଇଯିବେ ।

ସୂଚନାଯୋଗ୍ୟ କି ଭାରତର ପଡୋଶା ରାଜ୍ୟ ବାଂଲାଦେଶରେ ଏକ ରୋଗ ବାହାରିଛି ଯାହାକୁ ଟ୍ରି ମ୍ୟାନ ବୋଲି କୁହାଯାଉଛି । ଅର୍ଥାତ ଏହି ଅଜଣା ରୋଗର ପ୍ରଭାବ ରେ ଜଣେ ମହିଳା ଏକ ବୃକ୍ଷ ବା ଗଛ ରେ ପରିବର୍ତ୍ତନ ହେବରେ ଲାଗିଛନ୍ତି ।

ବାଂଲାଦେଶ ରେ ଗୋଟିଏ ଗ୍ରାମ ରେ ଜଣେ ଦିନ ମଜୁରିଆ ମହମ୍ମଦ ସାହଜାନ ଙ୍କର କନ୍ୟା ସୁହାନା ଖାତୁନ ହୋଇଛନ୍ତି ଏହି ରୋଗ ର ଶିକାର ହୋଇଛନ୍ତି ଯାହା ଫଳରେ ତାଙ୍କର ଶରୀର କେତେକ ସ୍ଥାନରେ ଗଛ ଓ ଶାଖା ପ୍ରଶାଖା ସବୁ ବାହାରି ଆରମ୍ଭ ହୋଇଥିଲା ।

ତେବେ ସୁହାନାଙ୍କର ମା ନାହିଁ ସେଥିପାଇଁ ତାହାର କେୟାର ନେବା ପାଇଁ କେହି ନାହାନ୍ତି । ଗତ 4 ମାସ ତଳେ ତାର ଶରୀରରେ ଏବଂ ମୁହଁର କେତେକ ସ୍ଥାନରେ ଗଛ ଓ ତାର ଶାଖା ପ୍ରଶାଖା ବାହାରିବା ଆରମ୍ଭ ହୋଇଥିଲା । ତେବେ ଏହା ଜାଣିବା ପରେ ମହମ୍ମଦ ସାହାଜାନ ତାଙ୍କୁ ଗ୍ରାମ ରେ ଏକ ଡାକ୍ତର ଙ୍କୁ ଦେଖେଇ ଥିଲେ ।କିନ୍ତୁ ତାଙ୍କର ଏହି ରୋଗ ଭଲ ହେବା ବଦଳ ରେ ଧୀରେ ଧୀରେ ବଢ଼ିବାରେ ଲାଗିଥିଲା ।

ତେଣୁ ତାଙ୍କୁ ବଡ଼ ଡାକ୍ତର ଙ୍କୁ ଦେଖିବାକୁ ମାନସ୍ତ କରିଥିଲେ । ତେବେ ଏହି ରୋଗ ପ୍ରଥମ ନୁହେଁ ବରଂ ଆଗରୁ ଏହା କେତେକ ବ୍ୟକ୍ତିକୁ ହୋଇଛି ମାତ୍ର ବାଂଲାଦେଶରେ ସୁହାନା ହେଉଛନ୍ତି ପ୍ରଥମ ଯିଏ କି ଏହି ରୋଗରେ ପୀଡିତ ହୋଇଛନ୍ତି । ତାଙ୍କର ଚିକିତ୍ସା ଏବଂ ବହୁତ ବଡ ହସ୍ପିଟାଲରେ ହେଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।