ଦେଖନ୍ତୁ VIRAL ଭିଡ଼ିଓ – ହଟାତ ଘରକୁ ଆସିଲେ ବୋଉଙ୍କ ମା, ଆଉ ରୂପା ” rupa ” ଙ୍କୁ କହିଲେ ଏମିତି କଥା…ଯାହାକୁ ଶୁଣିଲେ ଅପଣଙ୍କ ହୋସ ଉଡିଯିବ….

ଆପଣ ମାନେ ତ ବେସ ଭଲ ଭାବରେ ଜାଣିଛନ୍ତି ମନୋରଂଜନ ଦୁନିଆର ଏକ ଲୋକପ୍ରିୟ ଯୋଡି ରୂପା ଏବଂ ପିଣ୍ଟୁ ଲୋକଙ୍କର ବେଶ୍ ପସନ୍ଦର ଯୋଡି ହୋଇ ପାରିଛନ୍ତି ଯାହାକି ସେମାନେ ଏବେ ଏକ ସେଲିବ୍ରିଟି ଯୋଡି | ଏହି ଯୋଡ଼ି ସବୁବେଳେ ଦର୍ଶକ, ପ୍ରସଂଶକ ମାନଙ୍କ ସହିତ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରିଥାନ୍ତି | ଲୋକେ ସେମାନଙ୍କୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଙ୍କୁ ଅନୁସରଣ ବି କରନ୍ତି ଏବଂ ଏହି ସୁନ୍ଦର୍ ଯୋଡି ପାଇଁ ଏବେ ଅନେକ ଦର୍ଶକ ପାଗଳ ପ୍ରାୟ ଅଟନ୍ତି | ସେମାନେ ସେମାନଙ୍କ ଡାନ୍ସ ଏବଂ ଭଲପାଇବା ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି | ଅନେକ ସମୟରେ ସେମାନେ ତାଙ୍କର ଡାନ୍ସ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି |

ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଛି | କାରଣ ସେମାନେ ଦେଖିବାକୁ ଯେମିତି ସୁନ୍ଦର୍ ତାଙ୍କର ବ୍ଯବହାର ମଧ୍ଯ ସେମିତି ସୁନ୍ଦର୍ | ନିଜର ସୁନ୍ଦର୍ ବ୍ୟକ୍ତିତ୍ଵ ସାଙ୍ଗକୁ ସୁନ୍ଦର୍ ଡାନ୍ସ ଦେଖାଇ ମ୍ୟୂଜିକ୍ ଭିଡିଓ ଜରିଆରେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏବଂ ବେଶ୍ ଲୋକପ୍ରିୟ ମଧ୍ଯ ହୋଇ ପାରିଛନ୍ତି ରୂପା ଏବଂ ପିଣ୍ଟୁ | ସେମାନେ ଅନେକ ସମୟରେ ବ୍ଲଗ ଭିଡିଓ ମାଧ୍ଯମରେ ଲୋକଙ୍କ ସହିତ ତାଙ୍କର ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରିଥାନ୍ତି |

ତେବେ ପ୍ରଥମେ ପିଣ୍ଟୁ ସକାଳେ ଉଠି ଖୁସି ମା ଙ୍କ ସହିତ ମଜାମସ୍ତି କରୁଛନ୍ତି ଆଉ ପରେ ପରେ ତାଙ୍କୁ ଚିଡ଼ାଇ ମଧ୍ୟ ଦେଉଛନ୍ତି ଯାହାକୁ ଦେଖିଲେ ଆପଣ ମଧ୍ୟ ହସି ହସି ଗଡ଼ି ଯିବେ | ତେବେ ଯେତେ ବେଳେ ରୂପା ଚୁଲିରେ ଭାତ ରାନ୍ଧୁ ଥିଲେ ସେତେ ବେଳେ ନିଆଁ ଲିଭି ଯିବାରୁ ପିଣ୍ଟୁ ପାଖକୁ ଯାଇ ମଜାଦାର ଢଙ୍ଗ ରେ କହୁଛନ୍ତି ଚାଲନ୍ତୁ ଚୁଲି ଆଜି କଣ ପାଇଁ ଜଳୁନି ତାଙ୍କ ଠାରୁ ବୁଝିବା ଆଉ ତାପରେ ରୂପା ମଧ୍ୟ ହସିକି କହୁଛନ୍ତି କି ଓଦା ଜାଳ ତ ସେଥିପାଇଁ ଜଳୁ ନାହିଁ |

ତେବେ ଏହାରି ଭିତରେ ପିଣ୍ଟୁ ତାଙ୍କର ଏକ ପିଲା ଦିନର କଥା ସେୟାର କରିଛନ୍ତି କହିଛନ୍ତି କି ପିଲା ଦିନେ କାଳୀପୂଜା ରେ ଆମେ ଧାନ ନେଇକି ବି ବୁଲିବାକୁ ଯାଇଛୁ ଆଉ ସେଥିରେ ବହୁତ ଖୁସି ଥାଏ କାରଣ ସେତେବେଳେ ରାଗ ହିଂସା ବୋଲି କିଛି ନଥାଏ | ତେବେ ଏହାପରେ ଦେଖିବା ପାଇଁ ମିଳିଛି କି ପିଣ୍ଟୁ ବୋଉ ଙ୍କର ମା ଆସିଛନ୍ତି ମାନେ ତାଙ୍କ ଆଈ ଆସିଛନ୍ତି ଯାହାଙ୍କ ସହିତ ଖୁବ ମଜାମସ୍ତି କରିବା ସହିତ ରୂପା ତାଙ୍କ ସେବା କରୁଥିବାର ମଧ୍ୟ ଦେଖିବା ପାଇଁ ମିଳିଛି | ତେବେ ଏଭଳି ଏକ ଭିଡ଼ିଓ ଯେଉଁଥିରେ ରୂପା ଙ୍କର କାମ କାର୍ଯ୍ୟ କୁ ଦେଖି ମଧ୍ୟ ତାଙ୍କର ଫ୍ୟାନ୍ସ ଖୁବ ପ୍ରଶଂସା କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।