ଘରେ ସୁଖ ଶାନ୍ତି ରେ ରହିବା ପାଇଁ କରନ୍ତୁ ଏହି ସରଳ ଉପାୟ – Bastu Shastraa
ଅlପଣ ମାନେ ଜାଣି ଥିବେ ଘରେ କିଛି ନା କିଛି କାରଣ ରୁ ସବୁ ବେଳେ ଆସନ୍ତି ଲାଗି ରହିଥାଏ l ଘରେ ଅଶାନ୍ତି ଲାଗି ରହିଲେ ଘରେ ସବୁବେଳେ ବିଶୃଙ୍ଖଳା ଲାଗି ରହିଥାଏ l ତେଣୁ ପ୍ରୋତ୍ୟକ ସମୟ ରେ ପିଲା ମାନେ କିଛି କାମ କି କିଛି କରି ପାରନ୍ତି ନାହିଁ ତେଣୁ ଆଜି ଆମେ ଏମିତି କିଛି କଥା କହିବୁ ଯାହା କୁ ଆପଣ ମାନେ ଘରେ ଏହି ଉପାୟ କଲେ ଘରେ ଆଉ ଅଶାନ୍ତି କି ବିଶୃଙ୍ଖଳା ରହିବ ନାହିଁ l
ସବୁ ବେଳେ ସୁଖ ଓ ଶାନ୍ତି ରେ ଘରେ ପୂରୀ ଉଠିବ l ଚାଲନ୍ତୁ ଜାଣିବା ଏହି ସରଳ ଉପାୟ l
1. ପ୍ରଥମେ ଘରେ ଆପଣ ମାନେ ଚନ୍ଦନ କୁ ଆଣି ରଖନ୍ତୁ l ଚନ୍ଦନ କୁ ଘରେ ରଖିଲେ ଘରେ ସମସ୍ତ ଦେବା ଦେବୀ ବସ ବାସ କରି ରହନ୍ତି l ମଥା ରେ ଚନ୍ଦନ ର ତିଳକ କାଟିଲେ ଭଗବାନ ବିଷ୍ଣୁ ସନ୍ତୁଷ୍ଟ ହୋଇ ଥାନ୍ତି l ଆପଣ ମାନେ କରି ଥିବା ସମସ୍ତ ଖରାପ କର୍ମ ଭଲ ହୋଇ ଯାଅ l ତେଣୁ ଘରେ ଶାନ୍ତି ରହି ଥାଏ l
2.ଘିଅ, ଘରେ ଘିଅ କୁ ରଖନ୍ତୁ l ଘିଅ କୁ ଘରେ ରଖିଲେ ସମସ୍ତ ପୂଜା ପାଠ ରେ ଆସି ଥାଏ l ଘିଅ ରେ ଅନେକ ପ୍ରକାର ଶକ୍ତି ରହି ଥାଏ l ପ୍ରତି ଦିନ ଘିଅ କୁ ନିୟମିତ ଭାବରେ ଖାଆନ୍ତୁ l ଏହି ଘିଅ କୁ ପ୍ରତି ଦିନ ସନ୍ଧ୍ୟା ରେ ଦୀପ ଜଳାନ୍ତୁ l ଫଳରେ ଘରେ ଅଶାନ୍ତି ଦୂର ହେବ l
3. ବୀଣା, ବିଦ୍ୟା ଦାତ୍ରୀ ଓ ଜ୍ଞାନ ଦାତ୍ରୀ ମାତା ସରସ୍ବତୀ ଙ୍କର ପ୍ରିୟ ଅଟେ ଏହି ବୀଣା l ଏହି ବୀଣା କୁ ଘରେ ରଖିଲେ ମାତା ସରସ୍ବତୀ ଘରେ ରହି ଥାନ୍ତି l ମାତା ସରସ୍ବତୀ ଘରକୁ ଆସିଲେ ଘରେ ଜ୍ଞାନ ବଢ଼ି ଥାଏ l ଫଳରେ ଘରେ ଅଶାନ୍ତି ହୁଏ ନାହିଁ l
4.ମହୁ, ଘରେ ମହୁ ରହିଲେ ଘରେ ସମସ୍ତ କଥା ମଧୁର ମୟ ରହି ଥାଏ l ମହୁ ରେ ସମସ୍ତ ଦେବା ଦେବୀ ସନ୍ତୁଷ୍ଟ ହୋଇ ଥାନ୍ତି l ମହୁ ଘରେ ରହିଲେ ଘରେ ମଧୁର ମୟ ହୋଇ ଥାଏ l ତେଣୁ ଘରେ ସୁଖ ସୃଷ୍ଟି ହୋଇ ଥାଏ l
5.ପାଣି, ଘରେ ସବୁବେଳେ ଶୀତଳ ପରିଷ୍କାର ପାଣି ରଖନ୍ତୁ l ଏହି ପାଣି ଘରେ କୁ ସବୁବେଳେ ଥଣ୍ଡା ରଖି ଥାଏ l ଅତିଥି ଆସିଲେ ତାଙ୍କୁ ଶୀତଳ ପାଣି ପିଇବା ପାଇଁ ଦିଅନ୍ତୁ l ଘରେ ସୁଖ ଓ ଶାନ୍ତି ସୃଷ୍ଟି ହେବ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।