ଦେଖନ୍ତୁ ଭିଡ଼ିଓ ! ଘରେ କେହି ନ ଥିବା ସମୟରେ ଝିଅଟି ସହ ଏମିତି କଲା, ଆଉ ତା’ ପରେ…..

ପ୍ରଥମେ ଧମକାଇଲେ । ଏହା ପରେ ହାତ ବାନ୍ଧିଲେ । ଏହା ପରେ ଚାକୁ ଦେଖାଇଲେ ଓ ଏହା ପରେ ମୁଣ୍ଡ ରେ ବନ୍ଧୁକ ରଖି ଧମକାଇଲେ । ତେବେ ଏହି ସବୁ ଦୃଶ୍ୟ ସେହି ଭୟାନକ ଘଟଣା ର ଯେଉଁଠି ଏକ ଚୋର ଏକ ଏକୁଟିଆ ଥିବା ମହିଳା ଘରକୁ ଚୋରି କରିବା ପାଇଁ ଆସିଥିଲା । ତେବେ ଚୋର ଟି ମହିଳା କୁ ଡରାଇ ଧମକାଇ ଚୋରି କରୁଥିବା ର ଭିଡିଓ ଟି ସିସିଟିଭି କ୍ୟାମେରା ରେ କଏଦ ହୋଇ ଅଛି । ଭିଡିଓ ଟି ହରିଦ୍ଵାର ର ଲକ୍ସର୍ ସ୍ଥାନ ର ଅଟେ ।

ତେବେ ଚୋର ଟି ମହିଳା କୁ ଧମକାଇ ଚୋରି କରୁଥିବା ର ଭିଡିଓ ଟି ରେକର୍ଡ ହେବା ସହିତ କଣ ସବୁ ଚୋର ଟି ମହିଳା କୁ କହିଛି ଏହା ମଧ୍ୟ ଭିଡିଓ ରେ ଶୁଣିବାକୁ ମିଳିଛି ।

ଚୋର ଟି ମହିଳା ଜଣଙ୍କୁ ଧମକାଇ କହିଛି ମୁଁ କିଛି ବି କରିବାରେ , ମତେ ବାସ ଗୋଟେ ମିନିଟ୍ ଲାଗିବ। ମହିଳା ଜଣଙ୍କ କାକୁତି ବିନତୀ ହୋଇ କହିଛି ମୁଁ କିଛି କରିବି ନାହିଁ ମତେ ଛାଡ଼ି ଦିଅ । କିନ୍ତୁ ଚୋର ଟି କହିଛି ଯଦି ମୁଁ ଛାଡ଼ି ଦେବି ତେବେ ତୁମେ ବହୁତ୍ ଡ୍ରାମା କରିବ । ତେଣୁ ତୋ ହାତ ବାନ୍ଧିବା ନିହାତି ଜରୁରୀ ଅଟେ । ଅଗଷ୍ଟ ମାସ 28 ତାରିଖ ରେ ସକାଳ 10.35 ମିନିଟ୍ ରେ ଏହି ଚୋର ଟି ଘର ଭିତରକୁ ପଶି ଆସିଥିଲା ଆଉ ଏହି ମହିଳା ଜଣଙ୍କୁ ବାନ୍ଧିବା ଆରମ୍ଭ କଲା ।

ମହିଳା ଜଣଙ୍କ ବହୁତ୍ କାକୁତି ବିନତୀ ହୋଇ କହିଲେ ମତେ ବାନ୍ଧ ନାହିଁ ମୁଁ କିଛି ବି କରିବି ନାହିଁ । ମୁଁ ପାଟି କରିବି ନାହିଁ କିନ୍ତୁ ମତେ ବାନ୍ଧ ନାହିଁ ବୋଲି ମହିଳା ଜଣଙ୍କ କାକୁତି ହୋଇ କହୁଥିଲେ। ଏହା ସହିତ ମହିଳା ଜଣଙ୍କ ଆହୁରି କହିଛନ୍ତି ଯେ ମୁଁ ତୁମକୁ ଭାଇ ବୋଲି ମଧ୍ୟ କହୁଛି କେମିତି ଆପଣ ମୋ ସହିତ ଏମିତି କରୁଛନ୍ତି ।

କିନ୍ତୁ ଚୋର ଟି କିଛି ଶୁଣିଲା ନାହିଁ ଓ ମହିଳା ଜଣଙ୍କୁ ଏକ ଚେୟାର ରେ ବାନ୍ଧି ଦେଲା । ମହିଳା କାନ୍ଦିବାରୁ ତାକୁ ବନ୍ଧୁକ ଦେଖାଇ ଧମକ ଦେଲେ । ମହିଳା ଜଣଙ୍କୁ ବାନ୍ଧି ସାରିବା ପରେ ତାକୁ ରୁମ୍ ଭିତରକୁ ନେଇ ଗଲେ ଓ 9 ମିନିଟ୍ ଧରି ଘର ର ସବୁ ମୂଲ୍ୟବାନ ସାମଗ୍ରୀ ଚୋରି ନେଇ ଗଲେ ।

ଆଉ ମହିଳା କୁ ସେମିତି ଅବସ୍ଥା ରେ ଛାଡି ଦେଇ ଚାଲି ଗଲା । ତେବେ ପୀଡ଼ିତା ଜଣଙ୍କ ମହିଳା ପାଖ ସ୍କୁଲ ରେ ଜଣେ ଶିକ୍ଷକ ଅଟନ୍ତି । ନିଜ ଘର ର ସୁରକ୍ଷା ପାଇଁ ସେ ନିଜ ଘରେ ସିସିଟିଭି କ୍ୟାମେରା ଲଗାଇ ଥିଲେ । ଯେଉଁଥିରେ ଚୋର ର ଏହି କାର୍ଯ୍ୟ ରେକର୍ଡ ହୋଇ ପାରିଲା । ତେବେ ପୀଡ଼ିତା ଙ୍କ ସ୍ଵାମୀ ଏହା ପରେ କମ୍ପ୍ଲେନ ମଧ୍ୟ ଦାଖଲ କରିଛନ୍ତି । କିନ୍ତୁ ଆରୋପି ଏଯାଏ ଗିରଫ ହୋଇ ପାରିନି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।