ଘରେ ଏହି ସମୟରେ ଲଗାନ୍ତୁ ( ଝାଡୁ ) – ଧନର ବର୍ଷା ହେବ

କଥା ରେ ଅଛି ଝାଡୁ ହେଉଛି ମାତା ଲକ୍ଷ୍ମୀ ଙ୍କର ଏକ ରୂପ ବନ୍ଧୁଗଣ ଆଜି ଆମେ ଆପଣ ଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଜଣାଇବୁ କି ଗୃହରେ ଝାଡୁ କେଉଁ ସମୟରେ ଲଗାଇବା ଉଚିତ ଓ ଝାଡୁ କୁ କେବେ ଲଗାଇବା ଉଚିତ ନୁହଁ । ଏମିତି ମାନା ଯାଏ କି ସକାଳ ର ସମୟ ବ୍ରହ୍ମ ସମୟା ହୋଇଥାଏ। ଏବଂ ବ୍ରହ୍ମ କାଳର ସମୟ ହେବା କାରଣ ରୁ ଏହି ସମୟରେ ଦେବତା ମାନକର ବସୁଧା ଉପରେ ବାସ ହୋଇ ଥାଏ।

ଦେବତା ମାନେ ଏହି ସମୟରେ ରମଣ ପଜନ ବାହାରି ଥାଆନ୍ତି। ତେଣୁ ବନ୍ଧୁ ଗଣ ସକାଳ ର ସମୟ ମାନେ ସକାଳ 4 ଟା ରୁ ନେଇ ସକାଳ 7ଟା ପର୍ଯ୍ୟନ୍ତ ସମୟ ଯାହା ସୂର୍ଯ୍ୟ ଙ୍କ ଉଦୟ କାଳର ସମୟ ମଧ୍ୟ ହୋଇ ଥାଏ। ଏହି ସମୟ ରେ କେଉଁ ବି ବ୍ୟକ୍ତି ନିଜ ଘର ସଫା କରିଦେଇ ଥାଏ।

ବିଶେଷ କ୍ଷେତ୍ରରେ ଗ୍ରାମ ମାନଙ୍କରେ ଏହାର ଅଭ୍ୟାସ ଥାଏ ଏବଂ ଗାଁ ର ଲୋକେ ସକାଳୁ ସକାଳୁ ଜଲଦି ଉଠି ନିଜ ଘର ସଫା କରି ଦେଇ ଥାଆନ୍ତି। ତେଣୁ ଗାଁ ରେ ସବୁବେଳେ ହସ ଖୁସି ରହିଥାଏ। ଲୋକେ ଖୁସିରେ ରହି ଥାନ୍ତି। ଅଧିକ ସମସ୍ୟା ତ ସହର ମାନଙ୍କ ରେ ହୋଇଥାଏ। କାହିଁକି ନା ସେମାନେ ଠିକ ସମୟରେ ଉଠି ପାରନ୍ତି ନାହିଁ ।

ନିଜ ଘର ମଧ୍ୟ ଠିକ ଭାବରେ ସଫା କରନ୍ତି ନାହିଁ। ତାଙ୍କ ଉପରେ ସବୁବେଳେ ଦରିଦ୍ରତା ଏବଂ ଚିନ୍ତା ଲାଗି ରହିଥାଏ। ଏଥି ଲାଗି କେଉଁ ବି ବ୍ୟକ୍ତି ସହ ର ରେ ସବୁ ସମୟ ରେ ଖୁସିରେ ରହି ନଥାଏ। ଏବେ ଜାଣିବା କେଉଁ ସମୟରେ ଝାଡୁ ଲଗାଇବା ଉଚିତ ନୁହଁ।

ବନ୍ଧୁ ଗଣ ସର୍ବପ୍ରଥମେ ଅନ୍ଧାର ହୋଇଯିବା ପରେ ଆପଣ ଆପଣଙ୍କ ଘର ଭିତରେ ଝାଡୁ ଲଗାଉଥାନ୍ତି ତେବେ ଆପଣ ଆପଣ ଙ୍କ ର ଘର ପାଇଁ କିଛି ଦୁଖଃ ସମ୍ବାଦ ଆଣିବା ସହିତ କିଛି ଖରାପ ଶକ୍ତି କୁ ମଧ୍ୟ ଆମନ୍ତ୍ରିତ କରି ଥାନ୍ତି। ଅନ୍ଧାର ଯେବେ ହୋଇଯାଇଥାଏ ସୂର୍ଯ୍ୟ ଢଳି ଯାଇଥାଏ ଆପଣଂକୁ କେବେବି ଝାଡୁ ଲଗାଇବା କଥା ନୁହଁ।

ଯଦି ଆପଣ ଲଗାଉ ଥାଆନ୍ତି ଯଦି ଆପଣ ବିବାହିତ ଆପଣ ମାତା ଲକ୍ଷ୍ମୀ ଙ୍କର ମଧ୍ୟ ଆପମାନ କରିଥାନ୍ତି। ବନ୍ଧୁ ଗଣ କେତେକ ବ୍ୟକ୍ତି ସପ୍ନ ରେ ନୂଆ ଝାଡୁ କୁ ଧରି ଛିଡା ହେବାର ଦେଖିଥାନ୍ତି। କେତେ ଥର ଆପଣ ଙ୍କ ସପ୍ନ ରେ ଏମିତି ମଧ୍ୟ ହୋଇ ଥାଏ। ତ ଏହା ର ଅର୍ଥ ହେଉଛି କି ଆପଣ ଙ୍କୁ ସୌଭାଗ୍ୟ ର ପ୍ରତୀକ ହୋଇଥାଏ। ଆପଣ ଙ୍କ ଜୀବନରେ କିଛି ଭଲ ସଂକେତ ମିଳିଥାଏ।

ତେଣୁ ଏହି ସବୁ ନିୟମକୁ ମାନି ଆମେ ଝାଡୁ ଲଗାଇବା ଉଚିତ। ଯାହା ଫଳରେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ସର୍ବଦା ଆମ ଉପରେ ରହିପାରିବ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।