ଘରକୁ ସ୍ୱର୍ଗ ପରି କରିଥାନ୍ତି ଏହି ୫ ଟି ରାଶିର ଝିଅ || ଅଟନ୍ତି ଗୃହଲଷ୍ମୀ

ବନ୍ଧୁ ଗଣ ଆଜି ଆମେ ଆମକୁ କିଛି ମହତ୍ୱ ପୂର୍ଣ୍ଣ ବିଷୟ କହିବୁ କିଛି ରାଶି ନାରୀ ମାନେ ଘର କୁ ଆସିଲେ ତାଙ୍କର ସ୍ୱାମୀ ଭିକାରି ହୋଇଯାନ୍ତି l କୁହାଯାଏ ଆଉ କେତେକ ରାଶି ର ନାରୀ ମାନେ ଘର କୁ ଆସିଲା ପରେ ଘର କୁ ସ୍ୱର୍ଗ ବନେଇ ଦେଇ ଥାନ୍ତି l ଯେ ହିନ୍ଦୁ ଧର୍ମ ଶାସ୍ତ୍ର ରେ ଯେ ମହିଳା ହେଉଛି ଘରର ଲକ୍ଷ୍ମୀ l

କିନ୍ତୁ ଏହି ମହିଳା ମାନେ ଯଦି କିଛି ଶାସ୍ତ୍ର ପ୍ରଦତ୍ତ ଅନୁଚିତ କାର୍ଯ୍ୟ କରନ୍ତି ତେବେ ସେମାନଙ୍କ ସ୍ୱାମୀ ଭିକାରି ହୋଇଯାନ୍ତି l ହିନ୍ଦୁ ଧର୍ମ ରେ ଝିଅ ପୁଅ ବିବାହ କରନ୍ତି l

ଏହା କରି ସରିଲା ପରେ ସେମାନେ ପରସ୍ପର ର କର୍ମ ଉପରେ ନିର୍ଭର କରନ୍ତି ଯଦି ସ୍ୱାମୀ ଭଲ କର୍ମ କରୁଥାନ୍ତି କିନ୍ତୁ ସ୍ତ୍ରୀ ଅନୁଚିତ କର୍ମ କରୁଥାନ୍ତି ତାହାଲେ ସ୍ତ୍ରୀ ର କର୍ମ ଯୋଗୁଁ ସ୍ୱାମୀ କୁ ଖରାପ ଦାସl ଭୋଗିବାକୁ ପଡିବ l ନାରୀ ମାନେ ଗୋଟିଏ ଘରକୁ ସ୍ୱର୍ଗ ବନାଇ ଦେଇ ପାରନ୍ତି ପୁଣି ସେହି ନାରୀ ଗୋଟିଏ ଘରକୁ ନର୍କ ବନାଇ ଦେଇ ପାରନ୍ତି, ଏସବୁ ସେମାନଙ୍କ କର୍ମ ଉପରେ ନିର୍ଭର କରେ l

ଏହି ନାରୀ ର କର୍ମ କୁ କେମିତି କରିବେ ଆଉ କଣ ନ କରିବା ଉଚିତ ସେ ସବୁ ବିଷୟରେ ଆମ ହିନ୍ଦୁ ଶାସ୍ତ୍ର ରେ ବର୍ଣିତ ହୋଇଛି l ତେବେ ଚାଲନ୍ତୁ ଜାଣିବା କେତେକ ରାଶି ର ମହିଳା ଭଲ କର୍ମ ଗୁଡ଼ିକ କଣ ଯାହାକୁ ନାରୀ ମାନେ ଯଦି କରୁଥାନ୍ତି ତେବେ ଆପଣଙ୍କ ସ୍ୱାମୀ ଭିକାରି ରୁ ଧନୀ ହୋଇ ଯାଇ ଥାନ୍ତି l

ଚାଲନ୍ତୁ ଜାଣିବା ସେହି ରାଶି ଗୁଡିକୁ l ସେହି ରାଶି ଗୁଡିକ ହେଲା ମେଷ , କର୍କଟ , ବିଛା , ଧନୁ , କୁମ୍ଭ l ଆସନ୍ତୁ ଜାଣିବା ସେହି ରାଶି ବିଷୟ ରେ l

ଏହି ରାଶି ର ମହିଳା ମାନେ ବହୁତ ଶାନ୍ତ ସରଳ ସ୍ୱାଭିମାନୀ ଲୋକ ହୋଇ ଥାନ୍ତି l ସେ ମାନେ ସମସ୍ତ ଙ୍କୁ ସମ୍ମାନ ଦେଇ କଥା କହି ଥାନ୍ତି l ସେମାନେ ଘର କୁ ଆସିଲେ ତାଙ୍କର ସ୍ୱାମୀ ମାନଙ୍କର ଭାଗ୍ୟ ବଦଳି ଯାଇ ଥାଏ l ଏହି ରାଶି ର ମହିଳା ମାନେ ସବୁ ବେଳେ ଚତୁର ଓ ଚାଲାକ ହୋଇ ଥାନ୍ତି l ସେମାନ ଙ୍କର ଭାଗ୍ୟ ବହୁତ ଭଲ ହୋଇ ଥାଏ l

ସେମାନେ ଘର କୁ ଆସିଲେ ଲକ୍ଷ୍ମୀ ଆସି ଥାନ୍ତି l ଏହି ରାଶି ର ମହିଳା ମାନେ ଅତ୍ୟନ୍ତ ଶିକ୍ଷିତ ଓ ଜ୍ଞାନୀ ହୋଇ ଥାନ୍ତି l ସେମାନେ ସମସ୍ତଙ୍କୁ ମାନି ଥାନ୍ତି l ଏମାନେ ଘର କୁ ଆସିଲେ ଧନ ର ବର୍ଷା ହୋଇ ଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।