ନବୀନ ପଟ୍ଟନାୟକ ଙ୍କ ପୂର୍ବରୁ ଓଡିଶାର ମୁଖ୍ୟନ୍ତ୍ରୀ କିଏ ଥିଲେ ? କହିପାରିବେ କି ଏହାର ସଠିକ୍ ଉତ୍ତର କଣ ହେବ ,99 % ଲୋକ ଦେବାରେ ହେଲେ ଫେଲ୍….

ଜ୍ଞାନର ଅସୀମ ଭଣ୍ଡାର ରହିଛି। ଏହାକୁ ଯେତେ ପଢିଲେ ସରେ ନାହିଁ। ତେବେ ସେହି ଜ୍ଞାନ ଭିତରେ ଏମିତି କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ହେଲେ ଏହା ଆମର ବହୁତ ଦରକାରୀ ମଧ୍ୟ ହୋଇ ଥାଏ । ଆମ ସମାଜରେ ଦେଶରେ ପ୍ରତିଟି ଜିନିଷ ଉପରେ ଲୋକଙ୍କର ସାମୁହିକ ଜ୍ଞାନ ରହିବା ନିହାତି ଆବଶ୍ୟକ,କାରଣ ଏହି ସବୁ ଜ୍ଞାନ ଆମର ଆଗକୁ ବହୁତ କାମରେ ଆସିବ । ଆଉ ଆମକୁ ଅନେକ କ୍ଷେତ୍ରରେ ସାହାଯ୍ୟ କରିବ ।

ଆମେ ଯେତେ ବି ଜ୍ଞାନ ଅର୍ଜନ କରିଲେ ମଧ୍ୟ ବେଳେ ବେଳେ ଏମିତି କିଛି ସାକ୍ଷାତକାର ବା ଇଣ୍ଟରଭ୍ୟୁରେ ଅତି ସାଧାରଣ ପ୍ରଶ୍ନ ର ମଧ୍ୟ ଉତ୍ତର ଦେଇ ପାରିନଥାଏ । ଆଉ ଯେଉଂ କାରଣରୁ ବା କିଛି ସାଧାରଣ ପ୍ରଶ୍ନର ଉତ୍ତର ଦେଇ ପାରିନଥିବାକୁ ଆମର ବହୁତ ବଡ କ୍ଷତି ବି୍ ହୋଇଥାଏ ଏବଂ ଆସୁଥିବା ଚାକିରି ବି ଆମ ହାତରୁ ଚାଲିଯାଇ ଥାଏ ।

ତେବେ ଆମେ ରାଜ୍ୟ ଓଡିଶା ସଂପର୍କରେ ମଧ୍ୟ ଏମିତି ଅନେତ ତଥ୍ୟ ରହିଛି ,ଯାହା ଆମର ଜାଣିବା ନିହାତି ଆବଶ୍ୟକ ଏବଂ ଯାହା ଆମକୁ ଆଗକୁ ନେଇଯିବାରେ ସହାୟତା କରିବ । ତେବେ ଚାଲନ୍ତୁ ଜାଣିବା ସେହି ବିଷୟରେ କିଛି ପ୍ରଶ୍ନ ଏବଂ ତାର ଉତ୍ତର ।

1. ନବୀନ ପଟ୍ଟନାୟକଙ୍କ ପୂର୍ବରୁ ଓଡିଶାର ମୁଖ୍ୟମନ୍ତ୍ରୀ କିଏ ଥିଲେ ?

ଉତ୍ତର – ହେମାନନ୍ଦ ବିଶ୍ବାଳ ।

2. ଲୋକସଭାର କାର୍ଯ୍ୟକାଳ କେତେ ବର୍ଷ ?
ଉତ୍ତର- 5 ବର୍ଷ ।

3. କୌଣସି ରାଜ୍ୟରେ ସର୍ବାଧୀକରାଷ୍ଟ୍ରପତି ଶାସନ କେତେ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବା ବ୍ୟବସ୍ଥା ରହିଛି ?
ଉତ୍ତର – 3 ବର୍ଷ ।

4. ପ୍ରଥମ ବିଶ୍ବଯୁଦ୍ଧ କେବେ ହୋଇଥିଲା ?
ଉତ୍ତର – 1914

5. ଦେବୀ ଅହଲ୍ୟାବାଇ ବିମାନ ବନ୍ଦରଟି କେଉଁଠାରେ ଅବସ୍ଥିତ ?
ଉତ୍ତର- ଇନ୍ଦୋର ମଧ୍ୟପ୍ରଦେଶ ।

6. ଭାରତର ପ୍ରଥମ ରାଷ୍ଟ୍ରପତି କିଏ ?
ଉତ୍ତର – ଡଃ ରାଜେନ୍ଦ୍ର ପ୍ରସାଦ ।

7. ଭାରତର ପ୍ରଥମ ଉପରାଷ୍ଟ୍ରପତି କିଏ ?
ଉତ୍ତର – ଡ- ସର୍ବପଲ୍ଲୀ ରାଧାକୃଷ୍ଣ ।

8. ସ୍ବାଧୀନ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ କିଏ ?
ଉତ୍ତର – ପଣ୍ଡିତ ଜବାହରଲାଲ ନେହେରୁ ।

9 . ଭାରତର ପ୍ରଥମ ଗୃହମନ୍ତ୍ରୀ କିଏ ?
ଉତ୍ତର – ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ।

10. ଏମିତି କେଉଁ ଜିନିଷ ଯାହା ବଢେ କେବେ କମେ ନାହିଁ ?
ଉତ୍ତର – ବୟସ,ଉଚ୍ଚତା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।