ସାଧାରଣଜ୍ଞାନ ପ୍ରଶ୍ନ ଓ ଉତ୍ତର – କେଉଁ ଗଛରୁ ଝୁଣା ମିଳେ ? ସଠିକ୍ ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ ?

,ଆମେ ଯଦି ଦେଖିବା ଆଜିକାଲି ଯିଏ ଅଟୋ ଚଳାଉଥିବ ସେ ମଧ୍ୟ ଇଂରାଜୀରେ କଥା କହୁଥିବ । ତେବେ ଆଜିର ଦୁନିଆରେ ପାଠ ପଢିବା , ଶିକ୍ଷିତ ହେବା ଏବଂ ଭଲ ଚାକିରି ଟି ଏ ପାଇବା ବହୁତ କଷ୍ଟ ହୋଇ ଗଲାଣି ।ତେବେ ଯଦି ଆମେ ମାନେ ଦେଖିବା ବର୍ତ୍ତମାନ ଯୁଆଡେ ଗଲା ବେଳକୁ ଲୋକମାନେ ଆମ ବୁଦ୍ଧିର ପରୀକ୍ଷା କରୁଛନ୍ତି , ଆଉ ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା

। ଯଦି କୌଣସି ଚାକିରି ପାଇଂ ଏଣ୍ଟ୍ରାନ୍ସ ଦେବା ପାଇଁ ୟାଉଛେ ତାହେଲେ ସେଠାରେ ବି ଆମର ବୁଦ୍ଧି ତଥା ଜ୍ଞାନର ପରୀକ୍ଷା କରୁଛନ୍ତି । ଆମକୁ ସେହି ସବୁର ଉତ୍ତର ଆମ ବୁଦ୍ଧି ମାଧ୍ୟମରେ ହିଁ କେବଳ ଦେବାକୁ ପଡିଥାଏ ।


ସେହି ସବୁ ପ୍ରଶ୍ନ ଉତ୍ତର ବହୁତ ମଜାଳିଆ ହୋଇଥାଏ ଯାହାର ଉତ୍ତର ଖେଜିବା ପାଇଁ ଆମକୁ ଭଲ ଲାଗିଥାଏ । ତାହେଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଆମ ଜୀବନରେ ଜେନେରାଲ୍ ନୋଲେଜ୍ ର କେତେ ମାତ୍ରାରେ ଆବଶ୍ୟକତା ରହିଛି ।

ମଣିଷ ପାଖରେ ଯେତେ ଜ୍ଞାନ ଥାଉ ନାଁ କାହିଁକି ତା ପାଖରେ ସାଧାରଣ ଜ୍ଞାନ ରହିବା ନିହାତି ଆବଶ୍ୟକ ଯାହାକି ବ୍ୟକ୍ତିକୁ ସମ୍ମାନ ପ୍ରାପ୍ତ କରାଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବୁ ଯାହା ଜାଣିବା ଆପଣଙ୍କ ନିହାତି ଜରୁରୀ । ଆଜି ଆମେ ଜୀବବିଜ୍ଞାନରୁ କିଛି ପ୍ରଶ୍ନ ଏବଂ ତାର ଉତ୍ତର ବିଷୟରେ ଆପଣଙ୍କୁ ଜମାଇବୁ ।

1. ଖାଇବା ତେଲକୁ କେଉଁ ପ୍ରକ୍ରିୟାଦ୍ବାରା ବନସ୍ପତି ଘିଅ ରୂପେ ରୂପାନ୍ତରିତ କରାଯାଇଥାଏ ?
ଉତ୍ତର – ହାଇଡ୍ରୋଜେନିକ କରଣ ଦ୍ବାରା ।

2. ଗ୍ରାମାଞ୍ଚଳରେ କାହା ମାଧ୍ୟମରେ ଜଳକୁ ବିଶୋଧନ କରାଯାଏ ?
ଉତ୍ତର – କ୍ଲୋରିନ୍ ।

3. କେଉଁ ଜଳ ବିଦ୍ୟୁତ ଚାଳକ ଅଟେ ?
ଉତ୍ତର – ଲବଣ ମିଶ୍ରିତ ଜଳ ।

4. ସମୁଦ୍ରର ଲୁଣି ଜଳକୁ ଶୁଦ୍ଧ ଜଳରେ ପରିଣତ କିରିବାକୁ କେଉଁ ପ୍ରକ୍ରିୟାର ଆବଶ୍ୟକ ପଡେ ?
ଉତ୍ତର – ଆସବନ ଦ୍ବାରା ।

5. ପୃଥିବୀ ପୃଷ୍ଠରେ ହାରାହାରୀ କେତେ ଶତକଡା ଜଳଭାଗ ରହିଛି ?
ଉତ୍ତର – 71%

6. କେଉଂ ଗଛରୁ ଝୁଣା ମିଳେ ?
ଉତ୍ତର – ଶାଳ ।

7. କେଉଁ ତତ୍ତ୍ବ ବ୍ରହ୍ମାଣ୍ଡରେ ସର୍ବାଧିକ ଉପଲବ୍ଧ ?
ଉତ୍ତର – ହାଇଡ୍ରୋଜେନ୍ ।

8. କାହାକୁ ଭବିଷ୍ୟତର ଇନ୍ଧନ ବୋଲି କୁହାଯାଏ ?
ଉତ୍ତର- ହାଇଡ୍ରୋଜେନ୍ ।

9. ଜଳର ରାସାୟନିକ ନାମ କଣ ?
ଉତ୍ତର – H2O

10. ହାଇଡ୍ରୋଜେନରେ ସମସ୍ଥାନିକ ସଂଖ୍ୟା କେତେ ?
ଉତ୍ତର – 3 ।

11. କିଏ ହାଇଡ୍ରୋଜେନରେ ସମସ୍ଥାନିକ ସଂଖ୍ୟା ନୁହେଁ ?
ଉତ୍ତର – ଓଜନ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।