ଗର୍ଭାବସ୍ଥାରେ ଭୁଲ ରେ ବି ଖାଆନ୍ତୁ ନାହିଁ ଏହି ୮ଟି ଫଳ ନଚେତ ହୋଇପାରେ ଅଘଟଣ – Ramdev Health Tips

ଆଜି ଆମେ ଜାଣିବା ଗର୍ଭବତୀ ମହିଳା ଙ୍କୁ ଫାଷ୍ଟ ତିନି ମାସ ରେ କଣ ସବୁ ଖାଦ୍ୟ ଖାଇବା ଉଚିତ୍ ନୁହେଁ। ଗର୍ଭବତୀ ଅବସ୍ଥା ରେ ସାଧାରଣତଃ ଖାଦ୍ୟ ପେୟ ର ବିଶେଷ ଧ୍ୟାନ ଦେବା ଉଚିତ୍। କିନ୍ତୁ ଯେଉଁ ମାନେ ପ୍ରଥମ ଥର ପାଇଁ ଗରଭଧାରଣ କରି ଥାଆନ୍ତି ସେମାନେ ଜାଣି ନଥାନ୍ତି କଣ ଖାଇବା ଉଚିତ୍ ଓ କଣ ଖାଇବା ଅନୁଚିତ୍ ଅଟେ । ତେବେ ସେ ଭୁଲ୍ ରେ ଏମିତି କିଛି ଖାଇ ଥାଆନ୍ତି ଯାହା ଦ୍ଵାରା ତାଙ୍କ ଶରୀର ଓ ପିଲା ର ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡି ଥାଏ।

ତେବେ ଆଜି ଆମେ ଜାଣିବା ଗର୍ଭବତୀ ମହିଳା ଙ୍କୁ ପ୍ରଥମ ତିନି ମାସ ରେ କଣ ସବୁ ଖାଦ୍ୟ ଖାଇବା ଉଚିତ୍ ନୁହେଁ । ତେବେ ଆସନ୍ତୁ ଜାଣିବା ସେହି ସବୁ ଜିନିଷ ବିଷୟ ରେ।

1- ସପୁରୀ , ଗର୍ଭବତୀ ମହିଳା ମାନଙ୍କୁ ପ୍ରଥମ ତିନି ମାସ ସପୁରୀ ର ସେବନ କରିବା ଉଚିତ୍ ନୁହେଁ। କାରଣ ଏହା ଶରୀର ରେ ପ୍ରୋ ମେଲି ନାମକ ଏକ ପଦାର୍ଥ ବୃଦ୍ଧି କରିଥାଏ ଯାହା ଦ୍ଵାରା ଗର୍ଭପାତ ର ଅଧିକ ସମ୍ଭାବନା ଥାଏ । ପ୍ରଥମ ତିନି ମାସ ପରେ ମଧ୍ୟ ଏହାର ସେବନ କରନ୍ତୁ ନାହିଁ ।

2- ଅଙ୍ଗୁରୁ, ଗର୍ଭବତୀ ଅବସ୍ଥା ରେ ଅଙ୍ଗୁର ଖାଆନ୍ତୁ ନାହିଁ। କାରଣ ଏଥିରେ ଥିବା ଯୌଗିକ ଗର୍ଭବତୀ ମହିଳାଙ୍କ ପାଇଁ ବହୁତ୍ ବିଷାକ୍ତ ଅଟେ । ଏହା ସହିତ ଗର୍ଭବତୀ ଥିବା ସମୟ ରେ ହଜମ ପ୍ରକ୍ରିୟା ଧିର ହୋଇଥାଏ ଯାହା ଫଳରେ ଅଙ୍ଗୁରୁ ର ଚୋପା ହଜମ କରି ହୁଏ ନାହିଁ । ଏହା ସହିତ ଅମ୍ଳିଅ ଗୁଣ ଥିବାରୁ ଏହା ଡାଇରିଆ ମଧ୍ୟ କରାଇ ଥାଏ।

3- ତେନ୍ତୁଳି , ଗର୍ଭ ରହିବାର ପ୍ରଥମ ତିନି ମାସ ଆଦୌ ତେନ୍ତୁଳି ଖାଆନ୍ତୁ ନାହିଁ । ଏଥିରେ ପ୍ରଚୁର ପରିମାଣ ର ଭିଟାମିନ C ଥାଏ ଯାହା ଗର୍ଭବତୀ ମହିଳା ମାନଙ୍କ ପାଇଁ ବହୁତ୍ କ୍ଷତିକାରକ ହୋଇ ଥାଏ । ଏହା ପ୍ରୋଜେଷ୍ଟିରନ୍ କ୍ଷରଣ କୁ କମ୍ କରିଥାଏ ଯାହା ଫଳରେ ଏହା ଶିଶୁ ର କୋଷ ବିକାଶ ରେ ହାନି ପହଞ୍ଚାଇ ଥାଏ ।

4- ଅମୃତ ଭଣ୍ଡା , ଗର୍ଭବତୀ ଥିବା ମହିଳା ମାନଙ୍କୁ ଅମୃତ ଭଣ୍ଡା ଖାଇବା ଉଚିତ୍ ନୁହେଁ । ଅମୃତ ଭଣ୍ଡା ରେ ପ୍ରଚୁର ପରିମାଣ ର ଭିଟାମିନ C ରହିଥାଏ ଯାହା ଖାଇବା ଦ୍ବାରା ଗର୍ଭପାତ ହେବାର ଅଧିକ ସମ୍ଭାବନା ଥାଏ। ଏହା ସହିତ ଏହା ଶରୀର କୁ ଅଧିକ ଗରମ ମଧ୍ୟ କରିଦିଏ । କଞ୍ଚା କିମ୍ବା ପାଚିଲା ଅମୃତ ଭଣ୍ଡା ଖାଇଲେ ଏହା ଶିଶୁ ର ବିକାଶ ଉପରେ ପ୍ରଭାବ ପକାଇ ଥାଏ ।

5- ଗର୍ଭାବସ୍ଥା ରେ କଦଳୀ ଖାଇବା ଠିକ୍ ଥାଏ। କିନ୍ତୁ ଯେଉଁ ମହିଳା ମାନଙ୍କୁ କଦଳୀ ରେ ଏଲାର୍ଜି ଥାଏ ସେମାନେ କଦଳୀ ଖାଇବା ଉଚିତ୍ ନୁହେଁ ।

6- ଖଜୁରୀ କୋଳି , ଗର୍ଭାବସ୍ଥା ରେ ଗୋଟିଏ ରୁ ଦୁଇଟି ଖଜୁରୀ କୋଳି ଖାଇଲେ କିଛି ଅସୁବିଧା ନାହିଁ କିନ୍ତୁ ଅଧିକ ଖଜୁରୀ କୋଳି ଖାଇବା ଦ୍ଵାରା ଏହା ଶରୀର କୁ ଗରମ କରାଇ ଥାଏ ଯାହା ଫଳରେ ଗର୍ଭପାତ ର ସମ୍ଭାବନା ଥାଏ ।

7- ଫ୍ରିଜ ରେ ଥିବା ଫଳ , ଏହି ଫଳ ରେ କୌଣସି ପୋଷାକ ତତ୍ତ୍ଵ ନଥାଏ । ଏହା ମା ଛୁଆ ଉଭୟ ପାଇଁ କ୍ଷତିକାରକ ହୋଇ ଥାଏ ।

8- ତରଭୁଜ , ଗର୍ଭାବସ୍ଥା ରେ ତରଭୁଜ ଖାଇବା ଉଚିତ୍ ନୁହେଁ । ଏଥିରେ ଅଧିକ ପରିମାଣ ର ପାଣି ଥିବାରୁ ଏହା ଶରୀର କୁ ଥଣ୍ଡା କରି ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।