PragencyTips – ଗର୍ଭାବସ୍ଥାରେ ସେବନ କରନ୍ତୁ ଏହି ସବୁ ଖାଦ୍ୟ ପିଲାର ରଙ୍ଗ କ୍ଷୀର ପରି ସଫା ହେବ….
ଗର୍ଭବସ୍ଥାରେ ଆମକୁ ବହୁତ କିଛି କଥା ଉପରେ ଧ୍ୟାନ ଦେବାକୁ ପଡିବ l ସାଧାରଣତଃ ବିବାହ ପରେ ସବୁ ଝିଅମାନଙ୍କର ମାଆ ହେବାକୁ ବହୁତ ଇଚ୍ଛା ହୋଇ ଥାଏ l ଝିଅର ଜନ୍ମ ମାଆ ହେଲା ପରେ ହିଁ ତା ଜୀବନ ସାର୍ଥକ ହୋଇଥାଏ l ଝିଅ ଟିଏ ମାଆ ହେବାରେ ସେ ବହୁତ ଖୁସି ହୋଇ ଥାଏ l ଗୋଟିଏ ମାଆ 9 ମାସ ଧରି ବହୁତ କଷ୍ଟ ସହିଥାଏ l ସମାଜରେ ଆଜି କାଲି ସମସ୍ତେ ଗୋଟିଏ ଗୋରା ପିଲା ଜନ୍ମ ହେବାର ଚାହିଁ ଥାନ୍ତି l
ପ୍ରାୟତଃ ସମସ୍ତେ ଗୋରକୁ ବହୁତ ପସନ୍ଦ କରି ଥାନ୍ତି l ହେଲେ ଏହି ଗର୍ଭବସ୍ଥାରେ କଣ ସବୁ ଖାଇବା ଉଚିତ କଣ ନ ଖାଇବା ଉଚିତ, ସେହି ସବୁ ବିଷୟରେ ମଧ୍ୟ ଜାଣିବା ଦରକାର l ଗର୍ଭବସ୍ଥାରେ କେଉଁ ଜିନିଷ ଖାଇବା ଦ୍ୱାରା ପିଲା ଗୋରା ହୋଇ ଥାଏ, ଆମେ ମଧ୍ୟ ସେହି ବିଷୟରେ ଜାଣିବା l ଆସନ୍ତୁ ଆମେ କଣ ସବୁ ଖାଇଲେ ଆମର ସୁସ୍ଥ ଏବଂ ଗୋରା ହୋଇ ଥାଏ l କେଉଁ କାର୍ଯ୍ୟ କରିବା ଦ୍ୱାରା ପିଲା କଳା ହୋଇ ଥାଏ ଏବଂ ଗୋରା ହୋଇ ଥାଏ, ସେହି ବିଷୟରେ ଜାଣିବା l କଣ କରିବା ଦ୍ୱାରା ପିଲାର ରଙ୍ଗ ଗୋରା ହୋଇଥାଏ –
1- ଗର୍ଭବସ୍ଥାରେ ଆମେ ଭିଟାମିନ ଏ, ସି ଏବଂ ଇ ଖାଦ୍ୟ ଖାଇବା ଆବଶ୍ୟକ l ଏହାକୁ ଖାଇଲେ ଆମ ପିଲାର ରଙ୍ଗ ଗୋରା ହୋଇ ଥାଏ l
2- ଗର୍ଭବତୀ ମହିଳା ମାନେ ଅଧିକ ମାତ୍ରାରେ ଫଳ ଖାଇବା ଆବଶ୍ୟକ ହୋଇଥାଏ l ଏହା ଦ୍ୱାରା ଶରୀରରେ ମେଲାଲିନର କ୍ଷରଣ କମ ହୋଇ ଥାଏ l ପିଲା ଗୋରା ମଧ୍ୟ ହୋଇଥାଏ l ସବୁଜ ରଙ୍ଗର ପନିପରିବା ଖାଇବା ଆବଶ୍ୟକ l
3- ଗର୍ଭବସ୍ଥାରେ ମହିଳା ମାନେ ହଳଦିଆ ରଙ୍ଗର ଫଳ ଖାଇବା ଉଚିତ l କ୍ଷୀରରେ କେଶର ମିଶାଇ ପିଇଲେ, ପିଲାର ରଙ୍ଗ ଗୋରା ହୋଇ ଥାଏ l ଏଥିରେ ଭିଟାମିନ c ଅଧିକ ମାତ୍ରାରେ ରହି ଥାଏ l
4- ମହିଳାମାନେ ଅଁଳା କୋଳି, କମଳା, କଦଳୀ ନିୟମିତ ଖାଇଲେ ପିଲା ଗୋରା ହୋଇଥାଏ l
ପିଲାର ରଙ୍ଗ ଗୋରା ହେବାପାଇଁ ଆବଶ୍ୟକ ଖାଦ୍ୟ –
1- ଗର୍ଭବତୀ ମହିଳାମାନେ ପ୍ରତ୍ୟେକ ଦିନ ଗରମ କ୍ଷୀରରେ କେଶର ମିଶାଇ ପିଇଲେ ପିଲା ଗୋରା ହୋଇ ଥାଏ l
2- ଆପଣଙ୍କ ପିଲାର ରଙ୍ଗ ଗୋରା ହେବା ପାଇଁ ଚାଁହୁଥିଲେ ଆପଣ ପ୍ରତି ସପ୍ତାହରେ ଥରେ ନଡ଼ିଆ ପାଣି ପିଇବା ଆବଶ୍ୟକ l ଏହା ଦ୍ୱାରା ପିଲାର ରଙ୍ଗ ଓ ତାର ମାନସିକ ବିକାଶରେ ମଧ୍ୟ ସାହାର୍ଯ୍ୟ ହୋଇଥାଏ l
3- ଆପଣଙ୍କ ଖାଦ୍ୟରେ ଅଣ୍ଡା ଓ ବାଦାମ ମଧ୍ୟ ଖାଇବା ଦରକାର l ଏଥିରେ ମଧ୍ୟ ପିଲାର ରଙ୍ଗ ଗୋରା ହୋଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।