ଗାଡି ଚାଳକ ଙ୍କ ପାଇଁ ଖୁସି ଖବର ! ଏବେ ପେଟ୍ରୋଲ ମିଳିବ ଅଧା ଦାମ୍ ରେ, କ’ଣ କରିବାକୁ ପଡିବ ଜାଣନ୍ତୁ….

ବଜାର କୁ ଆସିଲା ଫିୟୋଲ ଆପ । ଅଧା ଦାମ୍ ରେ ପାଇ ପାରିବେ ପେଟ୍ରୋଲ ଓ ଡିଜେଲ୍ । କରନା ମହାମାରୀ ଲୋକ ଙ୍କ କ୍ରୟ କ୍ଷମତା କୁ ସୀମିତ କରି ଦେଇଛି । ଏମିତି କି ଖାଦ୍ୟ ସାମଗ୍ରୀ ସହିତ ଅନ୍ୟ ସବୁ ଜିନିଷ ର ଦର ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ଯଦି କେହି କୁହେ ଆପଣ ଅଧା ଦାମ୍ ରେ ଗୋଟିଏ ଆପ ମାଧ୍ୟମ ରେ ସାମଗ୍ରୀ କିଣି ପାରିବେ ତେବେ ଏହି କଥା ଆପଣ ଙ୍କୁ ମଜାକ ଲାଗିବ।ହେଲେ ଏହା ସମ୍ପୂର୍ଣ ସତ । ଏହା କେବଳ ଫୁଏଲ ଆପ୍ ରେ ସମ୍ଭବ ହୋଇଛି ।

ଏହି ଫୁଏଲ ଆପ ପେଟିଏମ୍ ଆଉ ଫୋନ୍ ପେ ପରି ଏକ ଆପ ଅଟେ । ଏହି ଆପ ରେ ଆପଣ ପେମେଣ୍ଟ କଲେ ଆପଣ ଙ୍କୁ ଅଧା ପଇସା ପର୍ଯ୍ୟନ୍ତ କ୍ୟସ୍ ବ୍ୟକ୍ ମିଳି ପାରିବ ।

ଏହି ଆପ କୁ ଆପଣ ପେଟ୍ରୋଲ , ଡିଜେଲ୍ ଓ ସିଏନିଯି କିଣିବା ବେଳେ ବ୍ୟବହାର କଲେ ଅଧିକ କ୍ୟସ ବ୍ୟକ ମିଳିବ । ଏହି ଆପ ବ୍ୟବହାରକାରୀ ମାନଙ୍କୁ ପେଟ୍ରୋଲ ଡିଜେଲ୍ କିଣିବା ବେଳେ ଏହି ଆପ ମାଧ୍ୟମ ରେ ଆପଣ ଙ୍କୁ ୫୦% କ୍ୟାସ ବ୍ୟାକ ମିଳିବ । କ୍ୟାସ୍ ବ୍ୟାକ୍ ହୋଇ ଥିବା ରାଶି ମାଧ୍ୟମ ରେ ଆପଣ ଘରୋଇ ସାମଗ୍ରୀ କିଣିବା ସହିତ ଅନ୍ୟ କାହାକୁ ମଧ୍ୟ ଏହି ଟଙ୍କା ପଠାଇ ପାରିବେ। କିନ୍ତୁ ଅନ୍ୟ କାହାକୁ ଏହି ରାଶି କ୍ୟାସ୍ ବ୍ୟାକ୍ ମିଳିବ ଏହା ଆପଣଙ୍କ ବ୍ୟବହାର ବା କାରବାର ଉପରେ ନିର୍ଭର କରେ।

ଏହି ଆପ ରେ ମିଳୁ ଥିବା କ୍ୟାସ୍ ବ୍ୟାକ୍ ଅନ୍ୟ ଆପ ଯେମିତି ପେଟିମ୍ ଓ ଫୋନ୍ ପେ ଠାରୁ ସମ୍ପୂର୍ଣ ଅଲଗା ଅଟେ । ଏହି ଆପ ରେ ଆପଣ ଙ୍କୁ ସିଧା ସଳଖ ଭାବେ କ୍ୟାସ୍ ବ୍ୟାକ୍ ମିଳିବ ନାହିଁ । ସାମଗ୍ରୀ କିଣିବା ମିଳୁଥିବା ରସିଦ କୁ ଆପଣ ଫଟୋ ଉଠାଇ ଏହି ଆପ ରେ ଅପଲୋଡ଼ କରନ୍ତୁ । ଏହା ପରେ ଏହି ଆପ କୁ ଆପଣଙ୍କ କ୍ୟାସ୍ ବ୍ୟାକ୍ ରାଶି ଆସିଯିବ ।

ଏହି କ୍ୟାସ୍ ବ୍ୟାକ୍ ରାଶି କୁ ଆପଣ ଇଛା ମୁତାବକ ଖର୍ଚ୍ଚ କରି ପାରିବେ । ଏହି ଆପ ରେ ଆପଣ 2000 ଟଙ୍କାର ଜିନିଷ କିଣିଥିବା ବିଲ୍ କୁ ଅପଲୋଡ଼ କରି ପାରିବେ ।ଏହା ଠାରୁ ଅଧିକ ରାଶି ଥିବା ରସିଦ କୁ ଅପଲୋଡ଼ କରିବା ଦ୍ଵାରା ପଇସା ମିଳିବ ନାହିଁ।

ଏହା ସହିତ ଏହି ଆପ ବର୍ତ୍ତମାନ ଗୁଗଲ ପ୍ଲେ ଷ୍ଟୋର ରେ ଅପଲୋଡ଼ ମଧ୍ୟ ହୋଇ ସାରିଛି । ତେବେ ବର୍ତ୍ତମାନ ଆପଣ ଗୁଗଲ ପ୍ଲେ ଷ୍ଟୋର କୁ ଯାଇ ଅନ୍ୟ ଆପ ପରି ଫୁଏଲ ସର୍ଚ୍ଚ କରନ୍ତୁ ଓ ଏହି ଆପ କୁ ଡାଉନଲୋଡ୍ କରନ୍ତୁ । ଏହା ପରେ ଆପଣ ଏଥିରୁ ପଇସା ଦେବା ଆରମ୍ଭ କରନ୍ତୁ ଏହା ପରେ ଆପଣ ଙ୍କୁ କ୍ୟାସ୍ ବ୍ୟାକ୍ ମିଳିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।