Beauty Tips – ଗାଧୋଇବା ପୁର୍ବରୁ ବେକରେ ଲଗାନ୍ତୁ ଏହି ଜିନିଷ, ପୁରା ସଫା ହେଇଯିବ ଆପଣଙ୍କ ବେକର କଳାପଣ 100 % ଗ୍ୟାରେଣ୍ଟି

ସାଧାରଣତଃ ଜଣେ ଲୋକ ନିଜ ଶରୀର ର ଚର୍ମ ରେ ଥିବା ମେଲାନିନ୍ ର ପରିମାଣ ଜଗୁ ଗୋରା କିମ୍ବା କଳା ହୋଇଥାଏ । ତେବେ ଆମେ କେବଳ ଗୋରା ଲୋକଙ୍କୁ ସୁନ୍ଦର୍ କହିବା ଠିକ୍ ହବନି । ଉଭୟ ସୁନ୍ଦରତା ର ଭିନ୍ନ ଭିନ୍ନ ପରାକାଷ୍ଠା ପ୍ରଦାନ କରିଥାନ୍ତି । କଳା ଗୋରା ଶବ୍ଦ କେବେବି କାହାର ସୁନ୍ଦରତା କୁ ପରିପ୍ରକାଶ କରିବା ପାଇଁ ବ୍ୟବହାର ନ କରାଯିବା ଉଚିତ୍ ।କିନ୍ତୁ ଆଜିକାଲି ବିଭିନ୍ନ ପ୍ରକାରର ଏକ୍ସଟର୍ଣାଲ୍ ଫ୍ୟାକ୍ଟର ଦ୍ୱାରା ଶରୀର ର ପ୍ରାକୃତିକ ରଙ୍ଗ ର ହାନି ହେଉଛି । ଯେପରିକି ପ୍ରଦୂଷଣ ମାତ୍ରା ଏତେ ବଢ଼ିଗଲାନି ଯେ ଏହା ଆମ ଶରୀରକୁ ବହୁତ୍ ହାନି ପହଞ୍ଚାଉଛି ।

ଆମ ଚର୍ମ କୁ କଳା କରିବାରେ ସୂର୍ଯ୍ୟ ମଧ୍ୟ ଏକ ଗୁରତ୍ତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି । ଆହୁରି ଅନେକ ସବୁ କାରଣ ଜଗୁ ଆମ ଶରୀରର ରଙ୍ଗ ହ୍ରାସ ପାଉଛି। ତେବେ ଶରୀର ଅଙ୍ଗ ମଧ୍ୟରେ ବେକ ସବୁବେଳେ ଅଧିକ କଳା ପଡି ଯାଇଥାଏ ଏହା ଶରୀର ରଙ୍ଗ ଠାରୁ ଭିନ୍ନ ଦିଶିଥାଏ ତେବେ ଆଜି ଆମେ ଆପଣଙ୍କ ଏମିତି କିଛି ଏପରି ଘରୋଇ ଉପଚାର ଅନିଚୁ ଯାହା ଦ୍ଵାରା ଆପଣଙ୍କ ବେକ ସଫା ଏବଂ ପ୍ରକୃତ ରଙ୍ଗ ଦେଖାଯିବ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ମାନଙ୍କ ବିଷୟ ରେ ;

ବେକିଂ ସୋଡା ,

ଏହା ଆପଣଙ୍କୁ ଆପଣଙ୍କ ରୋଷେଇ ଘରୁ ଅତି ସହଜ ରେ ମିଳିଯିବ । ଏହା ଆମ ତ୍ଵଚା ପାଇଁ ବେଶ୍ ଉପକାରୀ ଅଟେ । ତେବେ ଗାଧୋଇବା ପୂର୍ବରୁ ବେକିଙ୍ଗ ଷୋଡା ର ଦୁଇ ଚାମଚ୍ ନିଅନ୍ତୁ ଓ ପାଣି ମିଶାଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଗାଧୋଇ ସାରିବା ପୂର୍ବରୁ ଏହି ପେଷ୍ଟ ଲଗାଇ ଗାଧୋଇ ପଡନ୍ତୁ । କଳା ଦାଗ ଭଲ ହୋଇଯିବ ।

ଅମୃତଭଣ୍ଡା ,

ଏକ କଞ୍ଚା ଅମୃତଭଣ୍ଡା କୁ ଚୋପା ଛଡ଼ାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏଥିରେ ଗୋଲାପ ଜଳ , ଓ ଦହି ମିଶାଇ ଦିଅନ୍ତୁ । ଏହା ପରେ ଏହି ପେଷ୍ଟ କୁ କଳା ଦାଗ ରେ ଲଗାଇ କିଛି ସମୟ ଛାଡ଼ି ଧୋଇ ଦିଅନ୍ତୁ । ଦେଖିବେ ଆପଣଙ୍କ କଳା ଦାଗ ଲିଭି ଯିବ ଓ ପ୍ରାକୃତିକ ରଙ୍ଗ ଦେଖିବାକୁ ମିଳିବ।

ଲେମ୍ବୁ ଓ ମହୁ ,

ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ ଲେମ୍ବୁ ଆମ ମାନଙ୍କ ତ୍ୱଚା ପାଇଁ କେତେ ଉପକାରୀ ଅଟେ। ଏଥିରେ ଥିବା ସୈତ୍ରିକ ଏସିଡ ତ୍ବଚା ର ସମସ୍ତ ଦାଗ ଭଲ କରିଥାଏ । ତେବେ ଏହି ଲେମ୍ବୁ ଓ ମହୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏହାକୁ କଳା ଦାଗ ହୋଇଥିବା ସ୍ଥାନ ରେ ଗାଧୋଇବା ପୂର୍ବରୁ ଲଗାଇ ଦିଅନ୍ତୁ ଓ ଶୁଖି ସାରିବା ପରେ ଗାଧୋଇ ପଡନ୍ତୁ । କଳା ଦାଗ ଦୁର ହୋଇଯିବ ।

ଲେମ୍ବୁ ,

ଲେମ୍ବୁ ସାଧାରଣତଃ କଳା ଦାଗ ଭଲ କରିବା ପାଇଁ ବହୁତ୍ ଉପକାରୀ ଅଟେ । ଆପଣ କଳା ଦାଗ ପଡ଼ିଥିବା ସ୍ଥାନ ରେ ପ୍ରତିଦିନ ଲେମ୍ବୁ ଘସନ୍ତୁ । ଏହା କଳା ଦାଗ ଦୁର କରିବାରେ ସାହାର୍ଯ୍ୟ କରିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।