୧ ପତ୍ର ଚୋବେଇ ଖାଆନ୍ତୁ,ବାତ,ପିତ,କଫ, ଆଣ୍ଠୁଗଣ୍ଠି,ଡାଇବେଟିସ,ବ୍ଲଡ଼ ପ୍ରେସର୍,ଗ୍ୟାସ୍ |୧୨୦ ବର୍ଷ ବଞ୍ଚିବେ
ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରାକୃତିକ ପତ୍ର ବିଷୟରେ କହିବି ଯାହାର ମହତ୍ତ୍ୱ ଆୟୁର୍ବେଦ ରେ ହଜାର ରୁ ହଜାର ବର୍ଷ ଧରି ରହି ଆସିଛି। ସେ ଏହି ପତ୍ରର ଧାର୍ମିକ ମହତ୍ତ୍ୱ ରହିଛି। ତାହା ସହିତ ଏହା ଔଷଧୀୟ ଗୁଣ ରେ ଭରପୁର ଅଟେ। ତେବେ ଜାଣିବା ଏହି ଚମତ୍କାରୀ ପତ୍ର ବିଷୟରେ ଏବଂ ଏହାର ସ୍ୱାସ୍ଥ୍ୟ ପ୍ରତି ଫାଇଦା ବିଷୟରେ। ଆଜି ଆମେ ଯେଉଁ ପତ୍ର ବିଷୟରେ ଆଲୋଚନା
କରିଅଛୁ ତାହା ଅଟେ ଅଶ୍ୱତଥ୍ ଗଛ ର ପତ୍ର। ଅଶ୍ୱତଥ୍ ଗଛକୁ ପୂଜା କରାଯାଏ। ଏହି ଗଛର ଚେର, ଛାଲ, ଡାଳ ଏବଂ ପତ୍ର ସବୁକିଛି ଔଷଧୀୟ ଗୁଣ ରେ ଭରପୁର ଅଟେ। ଯଦି ଆପଣ ଏହି ଗଛର ଗୋଟିଏ ପତ୍ର କୁ ଚୋବେଇ ଖାଇବେ ବାତ ରୋଗ, ଆଣ୍ଠୁଗଣ୍ଠି ବିନ୍ଧା ଭଳି ସମସ୍ୟା ରୁ ଆରାମ ମିଳିଥାଏ। ପୀତ ରୋଗ ସମ୍ପୂର୍ଣ୍ଣ ଶାନ୍ତ ହୋଇଯିବ। କଫ ଜନିତ ସମସ୍ୟା ଦୂର କରିବ।
ଯଦି ଆପଣ ଏହାର କଅଁଳିଆ ପତ୍ରକୁ ଚୋବେଇ ଖାଇବେ କିମ୍ବା ଆପଣ ଏହି ପତ୍ରର କାଢ଼ା ବନେଇ ପିଇବେ ତାହେଲେ କଫ ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ। ଯଦି ଆପଣ ଏହାର କେବଳ ଗୋଟିଏ ପତ୍ର ଚୋବେଇ ଖାଇବେ ତେବେ ଆପଣଙ୍କ ବହୁତ ପ୍ରକାର ରୋଗରୁ ମୁକ୍ତି ପାଇବେ। ଆପଣ ବହୁତ ଭୟଙ୍କର ରୋଗକୁ ମଧ୍ୟ ଦୂର କରି ପାରିବେ। ସେ ଡାଇବେଟିସ୍ ରୋଗ ହେଇଥାଉ ବା ହୃଦରୋଗ ହେଉ ଏହାର ଗୋଟିଏ ପତ୍ର ର ରସ ଆପଣଙ୍କ କଲେଷ୍ଟ୍ରଲ୍ କୁ କଣ୍ଟ୍ରୋଲ ରେ ରଖିଥାଏ।
ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଅଛି ତେବେ ଏହାର ସେବନ ଦ୍ୱାରା କଣ୍ଟ୍ରୋଲ ରେ ରହିଥାଏ। ଯେଉଁ ମାନଙ୍କର ଥାଇରୋଏଡ଼୍ ଭଳି ସମସ୍ୟା ଅଛି ସେମାନଙ୍କୁ ଅଶ୍ୱତଥ୍ ଗଛ ର ପତ୍ର କୁ କାଢ଼ା ବନେଇ ସେବନ କରିବା ଉଚିତ୍। ଏହା ଆପଣ ରକ୍ତ ଅଭାବ ଏବଂ ଏନିମିଆ ରୋଗ ଭଳି ସମସ୍ୟା କୁ ଦୂର କରିଥାଏ।
ମୋଟା ପଣ କୁ ଦୂର ମଧ୍ୟ କରିଥାଏ। ଆପଣ ଏହାର ଜୁସ୍ କରି ମଧ୍ୟ ପିଇ ପାରିବେ। ତେବେ ଜାଣିବା କେଉଁ ରୋଗ ପାଇଁ ଏହାର କିପରି ସେବନ କରିବେ। ଏଠାରେ ଆମେ କିଛି ଅଶ୍ୱତଥ୍ ପତ୍ର ନେଇ ଭଲ ଭାବରେ ଧୋଇ ଦେବା। ୫ ରୁ ୬ ଦିନ ଏହାକୁ ପ୍ରୟୋଗ କରି ଦେଖନ୍ତୁ ମଧୁମେହ ବା ଡାଇବେଟିସ୍ ରୋଗ ମୂଳରୁ ଶେଷ ହେବ। ଆପଣଙ୍କ ଲିଭରକୁ ସୁସ୍ଥ ରଖିବ। ତ୍ୱଚା ସମ୍ବନ୍ଧୀୟ ପାଇଁ ଏହା ଏକ ଘରୋଇ ଉପଚାର ଅଟେ। ଏହି ପତ୍ରକୁ ବାଟି କୌଣସି ଘା ଉପରେ ଲଗାଇବେ ତାହା ସମ୍ପୂର୍ଣ୍ଣ ଭଲ ହୋଇଯିବ। ଏହି ଗଛର ଛାଲକୁ ପାଣିରେ ଫୁଟାଇ ସେବନ କରିବା ଦ୍ୱାରା ଆଜମା, ଶ୍ୱାସ ଜନିତ ରୋଗ ଦୂର ହୋଇଥାଏ। ପେଟ ବିନ୍ଧା ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ ଏବଂ ଦାନ୍ତ ବିନ୍ଧା ସମସ୍ୟା କୁ ଦୂର କରିଥାଏ।