ପ୍ରଥମ ଥର ପାଇଁ ଦେଖନ୍ତୁ film Commedian ସୁମନ୍ ଙ୍କ ସ୍ତ୍ରୀ ଙ୍କୁ ..ଦେଖିବାକୁ କୌଣସି ହିରୋଇନ୍ ଠାରୁ ମଧ୍ୟ କମ୍ ନୁହଁନ୍ତି..?
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ନୂଆ ନୂଆ କଥା ଆପଣ ମାନେ ପ୍ରତେକ ଦିନ ଶୁଣିବାକୁ ପାଉଥିବେ । ତାହା ସହିତ ସୋସିଆଲ ମିଡିଆ ଜରିଆରେ ଆମେ ମାନେ ଅନେକ ଏକ୍ଟର ଙ୍କ ସହିତ ମିଶିବାର ସୁଯୋଗ ମଧ୍ୟ ପାଇଥାଉ ବୋଲି କୁହାଯାଉଛି । ଏହା ଛଡା ଅନେକ ଏକ୍ଟର ମାନଙ୍କର ମନର କଥା ମଧ୍ୟ ଜାଣିବାକୁ ମିଳିଥାଏ ଏହି ସୋସିଆଲ ମିଡ଼ିଆ ଜରିଆରେ ।
ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଅଲିଉଡ ଏକ୍ଟର ସୁମନ ଙ୍କ ବିଷୟରେ ଭେଲେନଟାଇନ୍ସ ଡେ କୁ ନେଇକି କଣ କହୁଛନ୍ତି ସୁମନ ସେ ବିଷୟରେ ଜାଣିବା ।
ତେବେ ଆପଣ ମାନେ ସମସ୍ତେ ଅଲିଉଡ ଏକ୍ଟର ସୁମନ ଙ୍କ ବିଷୟରେ ବେଶ ଭଲ ଭାବରେ ଜାଣିଥିବେ ।ସେ ଜଣେ ବାମନ କିନ୍ତୁ ତାଙ୍କର ଅଭିନୟ ଥିଲା ସବୁଠୁ ଉପରେ ଆଉ ଅଭିନୟ ମାଧ୍ୟମରେ ପ୍ରତେକ ଓଡ଼ିଆ ଙ୍କ ହୃଦୟ କୁ କିଣି ନେଇଛନ୍ତି ସେହି ଅଲିଉଡ ଏକ୍ଟର ସୁମନ ।
ତାହା ସହିତ କୁହାଯାଉଛି କି ଓଡ଼ିଆ ରେ ସେ ଅନେକ ଫିଲ୍ମ କରିଛନ୍ତି ଆଉ ନିଜର ଗୋଟିଏ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଛନ୍ତି ଅଭିନେତା ସୁମନ ବୋଲି କୁହାଯାଉଛି । ତାହା ସହିତ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ପ୍ରିୟ ର ପାତ୍ର ମଧ୍ୟ ହୋଇ ପରିଚନ୍ତି, ଆଉ ପ୍ରତେକ ଓଡ଼ିଆ ଙ୍କ ହୃଦୟରେ ଘର କରିଛନ୍ତି ସୁମନ ।
ତେବେ ସୁମନ ମୁଖ୍ୟତଃ ହାସ୍ୟ ଅଭିନେତା ଭାବରେ ପରିଚିତ। ସେ ୨୦୦୨ ରେ କଥାଚିତ୍ର କଣ୍ଢେଇ ଆଖିର ଲୁହ ଜରିଆରେ ଜଣେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ ଏବଂ ନିଜର ପ୍ରଥମ ଚଳଚ୍ଚିତ୍ର ହିଁ ତାଙ୍କୁ ସଫଳତାର ଚରମ ସୀମାରେ ପହଞ୍ଚିବା ପାଇଁ ପ୍ରେରଣା ଯୋଗାଇଥିଲା। ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ରୁ ହିଁ ଶ୍ରେଷ୍ଠ ଶିଶୁ କଳାକାର ଭାବେ ପୁରସ୍କୃତ ହୋଇଥିଲେ।
ଏହା ବ୍ୟତୀତ କଥାଚିତ୍ର ଲକ୍ଷ୍ମୀପ୍ରତିମା ରେ ହାସ୍ୟ ଅଭିନେତା ଭାବରେ ପୁରସ୍କାର ପାଇଥିଲେ। ସେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଛନ୍ତି। ସେ ଭୁବନେଶ୍ଵରର ବସ୍ତି ଅଞ୍ଚଳରେ ରହୁଥାଏ। ତାଙ୍କର ଉଚ୍ଚତା ମାତ୍ର ୩ ଫୁଟ୍ ୪ ଇଞ୍ଚ୍। ସେଥିପାଇଁ ସେ ଅଧିକାଂଶ ଚଳଚିତ୍ର ରେ ବାମନ ଭୂମିକାରେ କାମ କରିଥାନ୍ତି। ୨୦୦୮ ରେ ତେଜସ୍ୱୀନି ସିରିଏଲ ପାଇଁ କମେଡ଼ିଆନ୍ ଆୱାର୍ଡ଼ ପାଇଥିଲେ। ତେବେ ତାଙ୍କ ପରିବାରରେ ବାପା, ମା, ସ୍ତ୍ରୀ ଆଉ ଜଣେ ଭଉଣୀ ଅଛନ୍ତି।