ଫିଲ୍ମ୍ ଷ୍ଟାଇଲରେ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଧରିଲା KERALA POLICE ଏହି ଭୟଙ୍କର ଭିଡ଼ିଓ ଦେଖିଲେ ହୋସ ଉଡିଯିବ…ଦେଖନ୍ତୁ ଭିଡ଼ିଓ
ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ ।ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ ।
କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ ।ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଗର୍ବ ଅନୁଭବ କରିଥାଉ ।
ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣ ମନକୁ ଛୁଇଁବ ବୋଲି କୁହାଯାଇଛି ।ହେଲେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇଛି ଯାହାକୁ ଆପଣ ମାନେ ଦେଖିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ସମସ୍ତେ ଜାଣିଥିବେ ପୋଲିସ କର୍ମଚାରୀ ମାନେ ନିଜ ପରିବାରର ସୁରକ୍ଷା କରିବା ସହିତ ନିଜ ଦେଶକୁ ମଧ୍ୟ ରକ୍ଷା କରିବା ସବୁବେଳେ ଚେଷ୍ଟା କରିଥାନ୍ତି।
ନିଜ ଜୀବନକୁ ଖାତିର ନକରି ସବୁବେଳେ ଅନ୍ୟ ମାନଙ୍କ ଭଲ ପାଇଁ କାମ କରିଥାନ୍ତି। ତେବେ ଭାଇରାଲ ହେଉଥିବା ଭିଡିଓ ରେ ସେହିଭଳି ପୋଲିସ କର୍ମଚାରୀ ଜଣଙ୍କର ସାହାସିକତା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ଏଭଳି ଘଟଣା କେରଳରେ ଦେଖିବା ପାଇଁ ମିଳିଛି। ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ପୋଲିସ କର୍ମଚାରୀ ମାନେ ଜିପ ରେ ଏକ କ୍ରାଇମ କରିଥିବା ଲୋକ ଟିକୁ ଖୋଜୁଥିଲେ ।
ଆଉ ଲୋକ ଟି ଗୋଟିଏ ଦୋକାନ ପାଖରେ ଛିଡା ହୋଇଥିବାରୁ ସେମାନେ ଦେଖିଥିଲେ ଆଉ ଯାହା ଫଳରେ ପୋଲିସ କର୍ମଚାରୀ ମାନେ ସେହି କ୍ରାଇମ କରିଥିବା ଲୋକଟିକୁ ଧରିବା ପାଇଁ ଚେଷ୍ଟା କରିଥିଲେ । ଆଉ ଯାହା କୁହାଯାଉଛି କି ଅରୁଣ କୁମାର ନାମକ ସବ ଇନ୍ସପେକ୍ଟର ଜଣଙ୍କ ଜଣଙ୍କ ଚାଲାକି ଓ ସାହାସିକତା ର ସହିତ ଜିପ ରୁ ବାହାରି ଆସିଥିଲେ ଆଉ ହିରୋ ଷ୍ଟାଇଲ ରେ ଲୋକ ଜଣଙ୍କୁ ଧରିବା ପାଇଁ ବାହାରି ଥିଲେ ।
ତାହା ସହିତ ଦେଖିବାକୁ ମିଳିଥିଲା କି ସେହି କ୍ରାଇମ କରିଥିବା ଲୋକ ଜଣଙ୍କ ପୋଲିସ କର୍ମଚାରୀ ଙ୍କ ଉପରକୁ ଛୁରୀ ମଧ୍ୟ ଦେଖାଇଥିଲେ ବୋଲି କୁହାଯାଉଛି ।କିନ୍ତୁ ଅରୁଣ କୁମାର ସେ ସବୁ କୁ ଅଣଦେଖା କରି ଚତୁରତା ସହିତ ଧରିଥିଲେ ଲୋକ ଜଣଙ୍କୁ । ଆଉ ଯାହା ସେହି ଦୋକାନ ରେ ଲାଗିଥିବା, CCTV ରେ କୋଏଦ ହୋଇଥିବା କଥା କୁହାଯାଉଛି । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।