Life Style – ନିଜ ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ଆପଣଙ୍କ କେତୋଟି ଛୁଆ ହେବ….100 % ଗ୍ୟାରେଣ୍ଟି
ଭାରରୀୟ ଶାସ୍ତ୍ର ଓ ହିନ୍ଦୁ ଧର୍ମ ଅନୁସାରେ ଲୋକ ମାନେ ଅଧିକାଂଶ ଭାବରେ ଜ୍ୟୋତିଷ ଶାସ୍ତ୍ର ଉପରେ ନିର୍ଭର କରିଥାନ୍ତି । ଆଉ ଜ୍ୟୋତିଷ ଶାସ୍ତ୍ର ରେ ବତାଇ ଦିଆଯାଉଥିବା ସମସ୍ତ କଥା କୁ ଅକ୍ଷରେ ଅକ୍ଷରେ ମଧ୍ୟ ପାଳନ କରିଥାନ୍ତି ବୋଲି କୁହାଯାଉଛି ।
ତେବେ ବର୍ତ୍ତମାନ ସେହିଭଳି କିଛି କଥା କୁହାଯାଉଛି ଯାହା ବିଷୟ ରେ ଜାଣିବା ପାଇଁ ଅଧିକାଂଶ ଲୋକ ମାନେ ପସନ୍ଦ କରିଥାନ୍ତି ଆଉ ତାହା ହେଉଛି ନାମ ର ପ୍ରଥମ ଅକ୍ଷର ରୁ ଜାଣି ପାରୁଥିବା ବ୍ୟକ୍ତି ର ସ୍ଵଭାଵ ଓ ତାଙ୍କର କେତୋଟି ପିଲା ଛୁଆଁ ହେବ ।ତାହେଲେ ଦେଖନ୍ତୁ ସମ୍ପୂର୍ଣ୍ଣ କଥା ଉପରେ ନଜର ପକାନ୍ତୂ।
ତେବେ ଆଜି ମାନେ ଜାଣିବାକୁ ଯାଉଛି ASMIVY ଏହି 6 ଟି ଅକ୍ଷର ରେ ଥିବା ବ୍ୟକ୍ତି ମାନଙ୍କର ସ୍ଵଭାଵ ଓ ବ୍ୟକ୍ତି ର କେତୋଟି ପିଲା ହେବ ସେ ବିଷୟରେ ଜାଣନ୍ତୁ।ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପ୍ରତ୍ୟେକ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ବିଶେଷ ମହତ୍ତ୍ଵ ରଖିଥାଏ।
କାରଣ ନାମ ବିନା ବ୍ଯକ୍ତିର କୌଣସି ପରିଚୟ ନଥାଏ। କିଛି ଲୋକଙ୍କର ଧାରଣା ରହିଛି କି ବ୍ଯକ୍ତିର ନାମ ସହିତ ତାର କର୍ମ ଦ୍ଵାରା ପରିଚୟ ଜଣା ପଡିଥାଏ। ଏହି କାରଣ ପାଇଁ ଆଜିକାଲି ଲୋକମାନେ ନାମ ବଦଳରେ କାମ କରିବାକୁ ପସନ୍ଦ କରୁଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷରରୁ ତାର ବ୍ୟକ୍ତିତ୍ଵ, ଚାଲିଚଳନ, ସ୍ଵଭାବ, ଭବିଷ୍ୟତ ବିଷୟରେ ଜଣା ପଡ଼ିଥାଏ।
1-ASM ଅକ୍ଷରେ ଆରମ୍ଭ ହୋଇଥିବା ବ୍ୟକ୍ତି ମାନଙ୍କ ବିଷୟରେ ସୂଚନା-
ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଉଛି କି ASM ଅକ୍ଷରେ ଆରମ୍ଭ ହୋଇଥିବା ବ୍ୟକ୍ତି ମାନେ ବହୁତ ଭଲ ହୋଇଥାନ୍ତି ତାହା ସହିତ ଏହି ଅକ୍ଷରର ବ୍ୟକ୍ତି ମାନେ ଖର୍ଚ ଅଧିକ କରିବାକୁ କେବେବି ପସନ୍ଦ କରି ନ ଥାଆନ୍ତି ବୋଲି କୁହାଯାଉଛି ।
ତେବେ ଏମାନେ ସବୁବେଳେ ପରିବାର କୁ ବାନ୍ଧି ରଖିବାକୁ ଭଲ ପାଇଥାନ୍ତି ଓ ପରିବାର ର କାହାରି ମନରେ ଦୁଃଖ ଦେବାକୁ ମଧ୍ୟ ଏମାନେ ଚାହିଁ ନ ଥାଆନ୍ତି ବୋଲି କୁହାଯାଉଛି । ଏହା ସହିତ ଏମାନେ ପ୍ରେମ ସମ୍ପର୍କ ରେ ଥିଲେ ବିବାହ ପୂର୍ବରୁ କୌଣସି ବି ସମ୍ପର୍କ ରଖି ନ ଥାଆନ୍ତି ବୋଲି ମଧ୍ୟ କୁହାଯାଇଛି । ତେବେ ଏମାନଙ୍କର 2 ଟି ପିଲା ହେବ ବୋଲି କୁହାଯାଉଛି ।
2-IVY ଅକ୍ଷରେ ଆରମ୍ଭ ହୋଇଥିବା ବ୍ୟକ୍ତି ମାନଙ୍କ ବିଷୟରେ ସୂଚନା :-
ଏହି IVY ଅକ୍ଷରେ ଆରମ୍ଭ ହୋଇଥିବା ବ୍ୟକ୍ତି ମାନେ ବହୁତ ମଜାଳିଆ ସ୍ଵଭାଵ ର ହୋଇଥାନ୍ତି । ଏମାନେ ସବୁବେଳେ ନିଜର ସାଙ୍ଗ ମାନଙ୍କ ସହିତ ସମୟ ବିତାଇବାକୁ ଅଧିକ ପସନ୍ଦ କରିଥାନ୍ତି । ଏମାନେ ଚାକିରୀ କ୍ଷେତ୍ରକୁ ନେଇକି ମଧ୍ୟ ଅଧିକ ଚିନ୍ତା କରନ୍ତି ନାହିଁ,
କାରଣ ଏମାନେ ଜାଣିଥାନ୍ତି କି ଏମାନେ ଏମାନଙ୍କର ଜୀବନରେ କିଛି ନା କିଛି କରିବେ ବୋଲି । ଏହା ଛଡା କୁହାଯାଉଛି କି ଏହି ଅକ୍ଷରରେ ଆରମ୍ଭ ହୋଇଥିବା ବ୍ୟକ୍ତି ମାନଙ୍କର ଭାଗ୍ୟରେ 3 ଟି ସନ୍ତାନ ର ଯୋଗ ରହିଛି ବୋଲି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।