ଫେମସ Album ଓଡିଆ ଅଭିନେତ୍ରୀ Lipi Mohapatra (ତାରିଣୀ) ଙ୍କ ସମ୍ପତ୍ତି କେତେ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି। ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ସବୁ ବେଳେ ସେ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି। ତେବେ ଆଜି ଆମେ ଏମିତି ଏକ ଅଭିନେତ୍ରୀ ଙ୍କ ସମ୍ପତି ବିଷୟ ରେ ଜାଣିବା ଯାହା ଆପଣ ମାନେ ଜାଣି ନଥିବେ। ତେବେ ଆଜି ଆମେ ତାଙ୍କର ମୋଟ ସମ୍ପତି ବିଷୟ ରେ ଜାଣିବା ;

ଆପଣ ମାନେ ନିଶ୍ଚିତ ଭାବେ ଆଲବମ୍ କୁଇନୀ ଲିପି କୁ ଭଲ ଭାବରେ ଜାଣି ଥିବେ । ଯିଏ କି ନିଜ ର ସୁନ୍ଦରତା ପାଇଁ ଅଧିକ ପ୍ରସିଦ୍ଧ। ସେ ନିଜର ସୌନ୍ଦର୍ଯ୍ୟ ଓ ହଟ ଏଣ୍ଡ ସେକ୍ସି ଫିଗର୍ ପାଇଁ ସମସ୍ତଙ୍କ ମନରେ ରାଜ କରୁଛନ୍ତି। ।ତାଙ୍କର ସୌନ୍ଦର୍ଯ୍ୟ ଓ ଚମତ୍କାର ଅଭିନୟ ଦ୍ୱାରା ଓଲିଉଡ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି । ବର୍ତ୍ତମାନ ସେ ତାରା ତାରିଣୀ ଧାରାବାହିକ ରେ ଅଭିନୟ କରୁଥିବା ର ନିଜର ଆସୁଛନ୍ତି। ତେବେ ଏହା ପୂର୍ବରୁ ସେ ପାଖା ପାଖି ୩୦୦୦ଟି ଓଡିଆ ଆଲବମ ଗୀତ କରିଛନ୍ତି, ଯେଉଁଥି ପାଇଁ ତାଙ୍କୁ ଆଲବମ କ୍ଵିନ ମଧ୍ୟ କୁହାଯାଏ ।

ତେବେ ଲିପି ଙ୍କ ଭଲ ନାମ ହଉଚି ସୁଶ୍ରୀ ସଙ୍ଗୀତା ମହାପାତ୍ର। ତେବେ ଲିପି ଦେଖିବାକୁ ଯେତିକି ସୁନ୍ଦର୍ ତାଙ୍କ ଅଭିନୟ ମଧ୍ୟ ସେତିକି ସୁନ୍ଦର୍। ବର୍ତ୍ତମାନ ସେ ତାରା ତାରିଣୀ ଧାରାବାହିକ ରେ ଅଭିନୟ କରୁଥିବା ର ନଜର ଆସୁଛନ୍ତି। ତେବେ ପିଲା ଦିନରୁ ହିଁ ତାଙ୍କର ଅଭିନୟ ପ୍ରତି ଖୁବ୍ ଆକର୍ଷଣ ଥିଲା ଓ ସେ ପିଲା ଦିନରୁ ଜଣେ ଅଭିନେତ୍ରୀ ହେବା ପାଇଁ ଚାହୁଁ ଥିଲେ । ଲିପି କେବଳ ଅଭିନୟ ରେ ନୁହଁ ଓଡ଼ିଶୀ ନୃତ୍ୟରେ ମଧ୍ୟ ଖୁବ୍ ପାରଙ୍ଗମ ଅଟନ୍ତି । ପିଲା ବେଳରୁ ସେ ବିଭିନ୍ନ କାର୍ଯ୍ୟକ୍ରମ ରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରୁଥିଲେ।

ତେବେ ଲିପି ଙ୍କ ଜଣେ ଏସପି ଅଫିସର୍ ଅଟନ୍ତି ଓ ସେ ଚାହୁଁଥିଲେ ଯେ ଲିପୀ ଆଇପିଏସ ହୁଅନ୍ତୁ କିନ୍ତୁ ସେ ଅଭିନେତ୍ରୀ ହେବାକୁ ଚାହୁଁଥିଲେ। ତେବେ ଲିପି ଗୋଟିଏ ବ୍ରାଣ୍ଡ ପ୍ରମୋସନ୍ ପାଇଁ ୨-୩ ଲକ୍ଷ ଟଙ୍କା ନିଅନ୍ତି ଓ ଗୋଟିଏ ସିରିଏଲ କରିବା ପାଇଁ ୪୦-୫୦ ଲକ୍ଷ ଟଙ୍କା ନିଅନ୍ତି । ତେବେ ଲିପି ପ୍ରଥମେ ଓମ୍ ଶାନ୍ତି ଓମ୍ ଚଳଚ୍ଚିତ୍ର ମାଧ୍ୟମ ରେ ଅଲିଉଡ କୁ ପ୍ରବେଶ କରିଥିଲେ ଓ ସେବେଠାରୁ ସେ କେବେ ଅଟକି ଯାଇ ନାହାନ୍ତି ।

ଅଭିନୟ ଜଗତ ରେ ସେ ଖୁବ୍ ନା ମଧ୍ୟ କମେଇ ପାରିଛନ୍ତି । ତେବେ ଗୋଟିଏ ମିଡ଼ିଆ ରିପୋର୍ଟ୍ ଅନୁସାରେ ଲିପି ଙ୍କ ମୋଟ ସମ୍ପତି ପ୍ରାୟ ଆଠ ରୁ ଦଶ ଲକ୍ଷ ଟଙ୍କା ହେବ। ଏହା ସହିତ ତାଙ୍କର ଭୁବନେଶ୍ୱର ରେ ଦୁଇଟି ଆଲିସନ୍ ଘର ସହିତ ଦୁଇଟି କାର ମଧ୍ୟ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।