Femily Tips – ପିରିୟଡ଼ର ଏତିକି ଦିନ ଭିତରେ ସମ୍ପର୍କ ରଖିଲେ ଗର୍ଭରେ ପୁଅ ଅଛି କି ଝିଅ ଅଛି ଜାଣିବା ସହଜ ଉପାୟ। Dr. Sonalika Sahoo
ତେବେ ଯେତେ ବେଳେ ଏକ ଝିଅ ବିବାହ କରି ଥାଏ ତେବେ ସେ କେବେ ମା ହେବ ତା ପାଇଁ ତାହା ହିଁ ସବୁଠୁ ବଡ଼ ସ୍ୱପ୍ନ ଥାଏ ଏବଂ ସେ ମା ହେଲା ପରେ ଦୁନିଆଁ ର ସବୁଠୁ ବଡ଼ ଖୁସି ଅନୁଭବ କରିଥାଏ | ତେବେ କିଛି କିଛି ସ୍ୱାମୀ ସ୍ତ୍ରୀ ଅଛନ୍ତି ଯେଉଁ ମାନେ ବିଳମ୍ବ ରେ ସନ୍ତାନ ଚାହିଁ ଥାନ୍ତି କିନ୍ତୁ ଆଉ କିଛି ସ୍ୱାମୀ ସ୍ତ୍ରୀ ଅଛନ୍ତି ଯେଉଁ ମାନେ କି ବିବାହ ପରେ ଅତି ଜଲଦି ହିଁ ସନ୍ତାନ ଜନ୍ମ କରିବାକୁ ଚାହିଁ ଥାଆନ୍ତି | ତେବେ କେଉଁ ସମୟରେ ଉଭୟ ସ୍ୱାମୀ ସ୍ତ୍ରୀ ସମ୍ପର୍କ ରଖିଲେ ସେମାନଙ୍କର ସନ୍ତାନ ହୋଇ ଥାଏ ତାହାର ଏକ ନିଦ୍ଧାରିତ ସମୟ ମଧ୍ୟ ଥାଏ |
ତେବେ ଆମେ ଆଜି ଜାଣିବା ସ୍ତ୍ରୀ ର ପିରିୟଡ଼ ହୋଇ ଗର୍ଭବତୀ ହେଲା ପରେ ଗର୍ଭ ରେ ପୁଅ ଅଛି କି ଝିଅ ଅଛି ତାହା ଆପଣ କିପରି ଜାଣି ପାରିବେ ଆଜି ଆମେ ତାହା ଜାଣିବା |
ତେବେ ଏକ ମହିଳା ଯେତେବେଳେ ଗର୍ଭବତୀ ହୋଇ ଥାଏ ତେବେ ତା ଗର୍ଭ ରେ ପୁଅ ଅଛି କି ଝିଅ ଅଛି ମଧ୍ୟ ସେ ଜାଣିବାକୁ ଚେଷ୍ଟା କରିଥାଏ | ତେବେ ଆପଣ ମାନେ ନିଶ୍ଚିତ ଜାଣି ଥିବେ ଆଜିକା ସମୟରେ ଝିଅ ଜନ୍ମ କରିବା ଅପେକ୍ଷା ପୁଅ ଜନ୍ମ କରିବା ପସନ୍ଦ କରିଥାନ୍ତି ଏବଂ ଏଣୁ ପରୀକ୍ଷା କରି ଜାଣି ପାରନ୍ତି ଯେ ତାଙ୍କ ଗର୍ଭ ରେ କଣ ଅଛି ଏହା ପରେ ଯଦି ଝିଅ ଥାଏ ତେବେ ଅଲଟ୍ରାସାଉଣ୍ଡ କରି ଝିଅ କୁ ନଷ୍ଟ କରି ଦେଇଥାନ୍ତି | ତେଣୁ ଏହାକୁ ସରକାର ଙ୍କ ତରଫ ରୁ ବ୍ୟାନ କରା ଯାଇଛି, କାରଣ ପିଲା ନଷ୍ଟ କରିବା ଏକ ଦଣ୍ଡନୀୟ ଅପରାଧ ଅଟେ |
ତେବେ ସେହି କାରଣ ରୁ ଆପଣ କିଛି ଲକ୍ଷଣ ଦ୍ୱାରା ହିଁ ଜାଣି ପାରିବେ ଶିଶୁ ଟି ପୁଅ ଅଛି ନଅ ଝିଅ | ତେବେ ଯଦି ଆପଣ ଗର୍ଭବତୀ ଥିବା ବେଳେ କାମ କରିବା ସମୟରେ ଯଦି କଷ୍ଟ ଅନୁଭବ ନ ହୁଏ କିମ୍ବା ଆପଣ ଙ୍କୁ ଅଳସୁଆ ନ ଲାଗେ ତେବେ ଜାଣନ୍ତୁ ଆପଣ ପୁତ୍ର ସନ୍ତାନ ଲାଭ କରିବେ |
ଏହା ପରେ ଏହି ସମୟରେ ଆପଣ ଙ୍କ ପେଟ ଯଦି ଛୋଟ ହୋଇ ବାହାରି ଥାଏ ଏବଂ ଆପଣ ଙ୍କ ନାଭି ଯଦି ଓଲଟେଇକି ବାହାରକୁ ବାହାରିଛି ତେବେ ଜାଣନ୍ତୁ ଯେ ପୁଅ ହେବ | ଆଉ ମଧ୍ୟ ତମ ନାକ ଯଦି ପୂର୍ବ ଅପେକ୍ଷା ମୋଟା ହେବ ଏବଂ ଚଟପଟା ଖଟା ଜାତୀୟ ଖାଦ୍ୟ ଖାଇବାକୁ ଇଚ୍ଛା ହେଲେ ଜାଣନ୍ତୁ ଆପଣ ଙ୍କର ପୁଅ ହେବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।