Femily Tips – ମୋର ପୁଅ ହେବା ପାଇଁ କେମିତି କରିଥିଲି Planning🤔🤔🤰🤱ଦେଖନ୍ତୁ ଭିଡ଼ିଓ

ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଯେତେ ବେଳେ ଏକ ମହିଳା ବିବାହ କରି ଥାଏ ସେତେ ବେଳେ ତାର ପ୍ରଥମ ଇଚ୍ଛା ଥାଏ କି ସେ କିପରି ଏକ ମା ସୁଖ ଲାଭ କରିବ ଆଉ ଗର୍ଭବତୀ ହେବା ପରେ ସେ ତା ଜୀବନ ର ସବୁ ସୁଖ ପାଇ ଯାଇଥାଏ | ତେବେ ମା ନ ହେବା ଏକ ଅଭିଶପ୍ତ ଜୀବନ ପରି ହୋଇ ଥାଏ, ଅନେକ ଜଣ ମହିଳା ଗର୍ଭବତୀ ହେବା ଅନେକ କିଛି ପ୍ରୟାସ କରି ଥାଆନ୍ତି କିନ୍ତୁ ହେଲେ ସେମାନେ ଗର୍ଭ ଧାରଣ କରି ପାରନ୍ତି ନାହିଁ ଯାହାକି ସେହି ମହିଳାର ଜୀବନ ନର୍କ ଭଳି ହୋଇ ଯାଇଥାଏ |

ତେବେ ପ୍ରାୟ ପରିବାର ଚାହିଁ ଥାଆନ୍ତି କି ତାଙ୍କ ଘରେ ଏକ ପୁତ୍ର ସନ୍ତାନ ଜନ୍ମ ନେଉ କାରଣ ପୁତ୍ର ସନ୍ତାନ କୁଳ ଆଗକୁ ବଢ଼ାଇ ଥାଏ ଏବଂ ବାପା ମା ର ସାହାରା ବାଡ଼ି ହୋଇ ଥାଏ | କିନ୍ତୁ ଏହା ସତ ଯେ ପୁଅ ହେଉ କି ଝିଅ ଏହା ଈଶ୍ୱର ଙ୍କର କୃପା ହୋଇ ଥାଏ ଏବଂ ଆଜିକାଲି ର ଦୁନିଆଁ ରେ ପୁଅ ଝିଅ ସବୁ ସମାନ ଅଟନ୍ତି |

ଝିଅ ହେଉ ଅବା ପୁଅ କେବେ ମନ ଉଣା କରିବା ଉଚିତ ନୁହେଁ କେବଳ ବାସ ଵଂଶ ଆଗକୁ ନେବା ପାଇଁ ସମସ୍ତ ଙ୍କ ମନରେ ପୁତ୍ର ସନ୍ତାନ ର ଇଚ୍ଛା ରହି ଥାଏ | ତେବେ ଆଜି ଆମେ ଆପଣ ଙ୍କୁ ଜଣାଇବୁ କି କେଉଁ ଉପାୟ କରିବା ଦ୍ୱାରା ଆପଣ ଏକ ପୁତ୍ର ସନ୍ତାନ ଲାଭ କରି ପାରିବେ |

ତେବେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କର ସହବାସ ରେ ହିଁ ପୁଅ ହେବ କି ଝିଅ ହେବ ତାହା ନିର୍ଭର କରିଥାଏ | ଖାଲି ଏତିକି ନୁହେଁ ବରଂ ଆପଣଙ୍କ ର ପିଲା ଟି ଭଲ ସ୍ୱଭାବ ର ହେବ କି ଖରାପ ସ୍ୱଭାବ ର ହେବ ,ଅଳ୍ପ ଆୟୁଷି ହେବ କି ଦୀର୍ଘାୟୁ ହେବ ତାହା ମଧ୍ୟ ପତି ଓ ପତ୍ନୀ ଙ୍କର ମିଳନ ର ସମୟ ଏବଂ ମହିଳା ଙ୍କର ମାସିକ ଋତୁସ୍ରାବ ହେବାର ସମୟ ଉପରେ ନିର୍ଭର କରିଥାଏ | କିନ୍ତୁ ଶାସ୍ତ୍ର ଅନୁଯାଇ ଏହା ବିବେଚିତ ରହିଛି କି ମହିଳା ଙ୍କର ଋତୁଶ୍ରାବ ହେବାର 4 ଦିନ ମଧ୍ୟରେ ପୁରୁଷ ଙ୍କ ସଂସ୍ପର୍ଶ ରେ ଆସିବା ଉଚିତ ନୁହେଁ |


ଏହା ଜାଣି ରଖନ୍ତୁ କି ମହିଳା ଙ୍କର ଋତୁଶ୍ରାବ ହେବାର 4ଦିନରୁ 16 ଦିନ ମଧ୍ୟରେ ସହବାସ କଲେ ଗର୍ଭବତୀ ହେବାର ସମ୍ଭାବନା ଅଧିକ ରହିଥାଏ | ତେବେ ମହିଳା ଙ୍କର ପିରିୟଡ୍ସ ହେବାର ୪-୧୬ ଦିନ ମଧ୍ୟରୁ ଯୁଗ୍ମ ଦିନ ମାନଙ୍କ ରେ ମିଳନ ଫୋଳରେ ଯେଉଁ ସନ୍ତାନ ଜାତ ହୋଇଥାଏ ବା ମା ଗର୍ଭ ରେ ଭ୍ରୁଣ ସୃଷ୍ଟି ହୋଇଥାଏ ତାହା ପୁତ୍ର ସନ୍ତାନ ହୋଇଥାଏ | ଆଉ ଯଦି ଅଯୁଗ୍ମ ଦିନ ମାନଙ୍କ ରେ ମିଳନ ଫଳରେ ଯେଉଁ ଭ୍ରୁଣ ଟି ମା ଗର୍ଭରେ ସୃଷ୍ଟି ହୋଇଥାଏ ତାହା କନ୍ୟା ସନ୍ତାନ ଭାବରେ ଜନ୍ମ ହୋଇଥାଏ | ଏହି ଯୁଗ୍ମ ଦିନ ଗୁଡ଼ିକ ହେଉଛି 6,8,10,12,14 ଏବଂ 16 ଏହି ଦିନରେ ପୁତ୍ର ସନ୍ତାନ ହୋଇଥାଏ ଆଉ ଅଯୁଗ୍ମ ଦିନ ଗୁଡ଼ିକ ହେଉଛି 5,7,9,11,13,ଏବଂ 15 ଏହି ଦିନରେ ସୃଷ୍ଟି ହେଉଥିବା ଭ୍ରୁଣ ଟି କନ୍ୟା ସନ୍ତାନ ହୋଉଥାଏ |