FEMILY TIPS – ଏହି ଗୋଟିଏ ଟିପ୍ସ କୁ FOLLOW କରନ୍ତୁ ଦେଖିବେ କମ୍ କଷ୍ଟ ରେ ଜଲଦି ପିଲା ହେବ ଗ୍ୟାରେଣ୍ଟି
ଯେତେ ବେଳେ ଏକ ନାରୀ ବିବାହ କରିଥାଏ ସେତେ ବେଳେ ତାର ପ୍ରଥମ ସ୍ୱପ୍ନ ଥାଏ କି ସେ ଏକ ମା ହେବ ଆଉ ମା ହୋଇ ଗଲା ପରେ ତାର ସବୁ ସ୍ୱପ୍ନ ସାକାର ହୋଇ ଯାଇଥାଏ | କିନ୍ତୁ ଏଭଳି କିଛି ମହିଳା ଅଛନ୍ତି ଯେଉଁ ମାନେ ଅନେକ ଚେଷ୍ଟା କଲା ପରେ ମଧ୍ୟ ମା ହେବାର ସୋଭାଗ୍ୟ ପ୍ରାପ୍ତ କରି ପାରି ନାହାଁନ୍ତି | ଆଉ ମା ସୁଖ ଲାଭ ନ ମରିବା ଏକ ଅଭିଶପ୍ତ ଜୀଵନ ଭଳି ଅଟେ | ତେବେ ପିଲା ଜନ୍ମ କରିବା ପରେ ମା ତାର ସବୁ କଷ୍ଟ କୁ ଭୁଲ ଯାଇଥାଏ ଆଉ ପିଲା ଜନ୍ମ କରିବା କେତେ ଯେ କଷ୍ଟ ତାହା କେବଳ ଏକ ମାଆ ହିଁ ଜାଣି ପାରିବ |
ଆଜିକାଲି ସମୟରେ ପିଲା ଜନ୍ମ କରିବାରେ ଏକ ମାକୁ ଅନେକ କଷ୍ଟ ସହିବା ପାଇଁ ପଡ଼ୁଛି ଯାହାକି ପ୍ରାୟ ସମୟରେ ସିଜିରିଆନ ନଚେତ c ସେକ୍ସନ କରିବା ପାଇଁ ପଡ଼ୁଛି | ଆପଣ ମାନେ ଆଗ କାଳରେ ଦେଖି ଥିବେ କି ମା ମାନେ ଘରେ ରହି ହିଁ ପିଲା ଜନ୍ମ କରି ଦେଉ ଥିଲେ ଆଉ ସେମାନେ ସେ କଷ୍ଟ କୁ ସହି ମଧ୍ୟ ଯାଉ ଥିଲେ କିନ୍ତୁ ଆଜିକା ସମୟରେ ତାହା ଅତି କଷ୍ଟକର ହୋଇ ପଡ଼ିଛି ଯାହାକି ନର୍ମାଲ ଡେଲିଭରି କରିବା କଷ୍ଟକର ହୋଇ ପଡ଼ିଲାଣି | ତେବେ ଅଳ୍ପ କଷ୍ଟ ରେ ପିଲା କେମିତି ଜନ୍ମ କରିବେ ଆଜି ସେହି ସମ୍ପର୍କ ରେ ଆଲୋଚନା କରିବା |
ଏମିତି କଣ କରିବେ କି ଯାହା ଦ୍ୱାରା ଅଳ୍ପ କଷ୍ଟରେ ଆପଣ ଙ୍କର ନର୍ମାଲ ଡେଲିଭରି ହୋଇ ପାରିବ | ଆଗ ସମୟରେ ଆପଣ ଦେଖି ଥିବେ କି ମହିଳା ମାନେ ଖାଲି ସମୟରେ ଯେତିକି କାମ କରି ଥାଆନ୍ତି ସେମାନେ ତାଙ୍କ ପିଲା ଜନ୍ମ ସମୟରେ ମଧ୍ୟ ସେତିକି କାମ କରି ଦେଇଥାନ୍ତି | କେବଳ ଏହି କାରଣ ଯୋଗୁଁ ପ୍ରେଗନେଟ ମହିଳା ଙ୍କର ଗର୍ଭ ଦ୍ୱାର ଖୁବ ଲୁଜ ହୋଇ ରହୁ ଥିଲା ଆଉ ଅଳ୍ପ କଷ୍ଟରେ ସେମାନେ ପିଲା ଜନ୍ମ କରି ଦେଉ ଥିଲେ | କିନ୍ତୁ ବର୍ତ୍ତମାନ ସମୟରେ ଗର୍ଭବତୀ ମହିଳା ମାନେ ନିଜ ପ୍ରେଗ୍ନେସି ସମୟରେ ନିଜ ରେଗୁଲାର କାମ ବି କରୁ ନାହାଁନ୍ତି ଆଉ ଏଥିପାଇଁ ସେମାନଙ୍କର ଡେଲିଭରି ବହୁତ କଷ୍ଟ ହୋଇ ପଡ଼େ |
ତେବେ ଆପଣ କେତୋଟି କଥା ମନେ ରଖନ୍ତୁ ଯଦି ନର୍ମାଲ ଡେଲିଭରି ଅଳ୍ପ କଷ୍ଟରେ କରିବାକୁ ଚାହୁଁଛନ୍ତି :-
-ପେନ ହେଉଥିବା ସମୟରେ ହାତର ଦୁଇ ବୁଡ଼ା ଆଙ୍ଗୁଠି କୁ ଅଣ୍ଟା ପଛରେ ଚାପି ରଖିଲେ ବି କମ କଷ୍ଟ ଅନୁଭବ ହେଇଥାଏ | ଏହା ସହିତ ପ୍ରେଗନେନ୍ସି ସମୟରେ ଆଦ୍ୟୁ ଷ୍ଟ୍ରେସ ନେବେ ନାହିଁ ଟିକିଏ କଷ୍ଟ କରି ପେନ ଦେଲେ ଆପଣଙ୍କ ର ନର୍ମାଲ ଡେଲିଭରି ହେଇଯିବ |
-ଆପଣ ଯେମିତି କାମ ପୂର୍ବରୁ କରୁଥିଲେ ସେମିତି କାମ ପ୍ରେଗନେନ୍ସି ସମୟରେ ବି କରିବେ, ଏଥିରେ ଆପଣ ଙ୍କ ବଡି ଏକ୍ସାସାଇଜ ହେବା ସହିତ ପିଲା ହେବାର ରାସ୍ତା କ୍ଲିଅର ରହିଥାଏ |
-ପ୍ରେଗନେନ୍ସି ପେନ ଆରମ୍ଭ ହେବା ସମୟରେ ଆପଣ ନାକରେ ନିଶ୍ୱାସ ନେବେ ଆଉ ସେହି ସମୟରେ ପାଟି ବନ୍ଦ ରଖିବେ | ଏବେ ସେହି ନିଶ୍ୱାସ କୁ ଆପଣ ପାଟିରେ ଜୋର ରେ ବାହାର କରନ୍ତୁ, ନିଶ୍ୱାସ ବାହାର କରିବା ସମୟ ରେ ଆପଣ ଟିକିଏ ପ୍ରେସର ଦେବେ ଦେଲେ ଆପଣଙ୍କ ପେନ ଆସିଥାଏ, ତେବେ ପ୍ରେଗନେନ୍ସି ସମୟରେ ଆପଣ ଯେତେ ଚେଷ୍ଟା କରିବେ ନେସଗୁରଲ ପେନ ଆଣିବା ପାଇଁ |