Femily Tips – ମଥାରେ ସିନ୍ଦୁର ଲଗାଇବାର ସଠିକ ନିୟମ, ପ୍ରତ୍ୟେକ ବିବାହିତା ମହିଳା ମାନେ ନିଶ୍ଚୟ ଜାଣି ରଖନ୍ତୁ, ନଚେତ ଘରେ ସବୁବେଳେ ଅଭାବି ଲାଗି ରହିବ
ହିନ୍ଦୁ ଧର୍ମରେ ବିବାହ ଏକ ପବିତ୍ର ବନ୍ଧନ । ବିବାହ ଏକ ମହତ୍ତ୍ୱପୂର୍ଣ୍ଣ ଜିନିଷ ଏବଂ ଜଣେ ନାରୀର ବିବାହ ପରେ ଅନେକ ଜିନିଷ ପ୍ରତି ଧ୍ୟାନ ରଖିବାକୁ ପଡିଥାଏ । ବିବାହ ପରେ କୌଣସି ସ୍ତ୍ରୀ ପାଇଁ ତାର ମଙ୍ଗଳ ସୂତ୍ର ଓ ସିନ୍ଦୁର ର ବହିତ ମହତ୍ତ୍ୱ ରହିଥାଏ ।ଶାସ୍ତ୍ର ଅନୁସାରେ ,ନାରୀ ର ସିନ୍ଦୁର ସ୍ୱାମୀ ର ଦୀର୍ଘାୟୁ ଆୟୁଷର କାମନା କରିଥାଏ ।ସିନ୍ଦୁର ର ସାଧନା ନାରୀର ପରିଚୟ ଦେଇଥାଏ । ଜଣେ ସ୍ତ୍ରୀ ସିନ୍ଥି ରେ ପିନ୍ଧିଥିବା ସିନ୍ଦୁର ର ଅନେକ ମହତ୍ତ୍ୱ ରହିଥାଏ । ଯଦି ଜଣେ ନାରୀ ତାର ସିନ୍ଦୁର କୁ ଭୁଲ ଭାବରେ ପିନ୍ଧିଥାଏ , ତେବେ ତା ସ୍ୱାମୀ ପାଇଁ ଦୁର୍ଭାଗ୍ୟ ର କାରଣ ହୋଇଥାଏ ।ସ୍ୱାମୀ ଉପରକୁ ବିଭିନ୍ନ ପ୍ରକାର ବିପଦ ମାଡି ଆସିଥାଏ ।ତେବେ ଆସନ୍ତୁ ଜାଣିବା , ସିନ୍ଦୁର ପିନ୍ଧିବାର ବିଧି ବିଧାନ ବିଷୟରେ ।
1- ପ୍ରତ୍ୟେକ ସ୍ତ୍ରୀ ମାନଙ୍କୁ ସିନ୍ଦୁର ସିନ୍ଥି ର ମଝିରେ ଲଗାଇବା ଉଚିତ୍ । ଏହା ଦ୍ୱାରା ତାର ସ୍ୱାମୀ କୁ ଦୀର୍ଘାୟୁ ପ୍ରାପ୍ତ ହୋଇଥାଏ ଓ ଅକାଳ ମୃତ୍ୟୁ ରୁ ରକ୍ଷା କରିଥାଏ ।
2- ଯେଉଁ ସ୍ତ୍ରୀ ମାନେ ସିନ୍ଦୁର କୁ ନିଜ ଚୁଟି ଭିତରେ ଲୁଚାଇ ଲଗାନ୍ତି । ସେମାନଙ୍କର ସ୍ୱାମୀ ମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ଓ ସମାଜରେ ମାନ ସମ୍ମାନ ହାନି ହୋଇଥାଏ ।
3- ଯେଉଁ ସ୍ତ୍ରୀ ମାନେ ସିନ୍ଥିରେ ମଝିରେ ସିନ୍ଦୁର ନ ଲଗାଇ ଟିକିଓ ସାଇଡ୍ ରେ ସିନ୍ଦୁର ଲଗାଇ ଥାଆନ୍ତି , ତେବେ ତାଙ୍କ ସ୍ୱାମୀ ଠାରୁ ଦୂରତା ସୃଷ୍ଟି ହୋଇଥାଏ ଓ ଦୁହିଁଙ୍କ ମଧ୍ୟରେ ସର୍ବଦା ଝଗଡା ମଧ୍ୟ ହୋଇଥାଏ ।
4- ପିରୟର୍ଡସ ସମୟରେ ସିନ୍ଦୁର ଲଗାଇବା ଉଚିତ୍ କି ଉଚିତ୍ ନୁହେଁ –
ଏହି ସମୟରେ ଆଦୌ ବି ସିନ୍ଦୁର ପିନ୍ଧିବା ଉଚିତ୍ ନୁହେଁ । ଯଦି ଅତି ଆବଶ୍ୟକ ପଡେ ତେେବ ସିନ୍ଦୁରକୁ ଅଲଗା ରଖନ୍ତୁ ।
5- ସିନ୍ଦୁର କେତେଥର ଲଗାଇବା ଉଚିତ୍ –
3 ଥର ସିନ୍ଦୁର ଲଗାଇବା ଉଚିତ୍ ।
6- ସିନ୍ଦୁର ପଡିଗଲେ କ ଣ କରିବେ–
ସିନ୍ଦୁର କୁ ସର୍ବଦା ଯତ୍ନ ସହକାରେ ରଖିବା ଉଚିତ୍ । ଯଦି ସିନ୍ଦୁର ପଡିଯାଇଥାଏ , ତେବେ ତାକୁ କାଗଜ କିମ୍ବା କପଡାରେ ଭଲ ଭାବରେ ପରିଷ୍କାର କରିନେବା ଉଚିତ୍ ।
7- ସିନ୍ଦୁରକୁ କେଉଁଠାରେ ରଖିବା ଉଚିତ୍-
ସିନ୍ଦୁର କୁ ରୂପା ଗିନା ରେ ନ ରଖି ତାକୁ କୌଣସି କାଠ କତିମ୍ବା ତମ୍ବା ନଚେତ୍ ପ୍ଲାଷ୍ଟିକ୍ ତିଆରି ପାତ୍ରରେ ରଖିବା ଉଚିତ୍ ।
8 – ସବୁଦିନ ସ୍ୱାମୀଙ୍କ ଠାରୁ ସିନ୍ଦୁର ପିନ୍ଧିବା ଉଚିତ୍ କି ନାହିଁ –
କେବଳ ବିବାହ ଦିନ ସ୍ୱାମୀ ଙ୍କ ଠାରୁ ସିନ୍ଦୁର ପିନ୍ଧିବା ଉଚିତ୍ ।
9- ସିନ୍ଦୁର ଲଗାଇବା ବେଳେ ଅନାମିକା ଆଙ୍ଗୁଳି ଲଗାନ୍ତୁ ଏବଂ ଓଢୋଣି ଢାଙ୍କି ଲଗାନ୍ତୁ ।
10- ସିନ୍ଦୁରକୁ ସର୍ବଦା ପୂର୍ବ ଦିଗକୁ ମୁହଁ କରି ଲଗାଇବା ଉଚିତ୍ ଏବଂ ଦକ୍ଷିଣ ଦିଗକୁ ମୁହଁ କରି ସିନ୍ଦୁର ପିନ୍ଧିବା ଅନୁଚିତ୍ ।
11- ସିନ୍ଦୁର କେତେେବଳେ ଲଗାଇବା ଉଚିତ୍-
ଗାଧୋଇ ସାରି ପୂଜା ଘରକୁ ଯିବା ପୂର୍ବରୁ ସିନ୍ଦୁର ଲଗାଇବା ଉଚିତ୍ କିମ୍ବା ଠାକୁର ଘରେ ଅଲଗା ରଖିଯାଇଥିବା ସିନ୍ଦୁରକୁ ଲଗାନ୍ତୁ । ଠାକୁରଙ୍କ ପାଇଁ ଉଦ୍ଦିଷ୍ଟ ସିନ୍ଦୁରକୁ ଲଗାନ୍ତୁ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।