ଯାତ୍ରା ଷ୍ଟେଜ ରେ ଆଇଟମ ଆଇଟମ ଗାର୍ଲ ନିଶା ମହାରଣା ଓ ରାଣୀ ପଣ୍ଡା ” ନିଶା ନିଶା ରାତି ଗୀତରେ କଲେ ରୋମାଣ୍ଟିକ ହଟ ଡ୍ୟାନ୍ସ”… ମାତ୍ର 4 ଘଣ୍ଟାରେ 40 MILLION ରୁ ଅଧିକ ଲୋକ ଦେଖି ସାରିଲେଣି
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ । ତେବେ ବେଳେ ବେଳେ ଏଭଳି କିଛି ଯାତ୍ରା ଜଗତର ସିନ ଗୁଡିକ ଭାଇରାଲ ହେବାକୁ ଲାଗିଥାଏ ଯାହାକୁ ଆପଣ ମାନେ ଦେଖିଲେ ସେହି ଅଭିନୟ ର ଯାଦୁ ରେ ମୋଜିଯିବେ ବୋଲି କୁହାଯାଉଛି ।
ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଠିକ ସେହିଭଳି ଏକ ଯାତ୍ରା ଇମୋସନାଲ ସିନ ଟି ଭାଇରାଲ ହେବାରେ ଲାଗିଛି । ଯାହା ଦର୍ସକ ମାନଙ୍କର ମନକୁ ଆକୃଷ୍ଟ କରେଇଛି ଓ ଯାତ୍ରା ର ସେହି ମନୋଛୁଆଁ ଅଭିନୟ କୁ ଦେଖି ଆଖିରେ ପାଣି ଆସିଯାଇଛି ବୋଲି କୁହାଯାଉଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
ତେବେ ଆପଣ ମନର ଜାଣିଥିବେ ଯାତ୍ରା ରେ କିଛି ଏଭଳି ଯାଦୁ ରହିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ ଆଉ ଏଭଳି କିଛି ଅଭିନୟ ର କମାଲ ଦେଖାଇଥାନ୍ତି ଯାତ୍ରା କଳାକାର ମାନେ ଯାହାକୁ ଆପଣ ମାନେ ଦେଖିଲେ ଆପଣ ଙ୍କୁ ସତ ବୋଲି ଲାଗିଥାଏ ।
କୁହାଯାଉ ଛି କି ଅଭିନୟ କେତେବେଳେ ଲୋକ ମାନଙ୍କୁ ହସାଉଥିବା ବେଳେ ସେହି ଅଭିନୟ କେତେବେଳେ ଲୋକ ମାନଙ୍କୁ କନ୍ଦାଇ ମଧ୍ୟ ଥାଏ । ଆଉ ବିଶେଷ କରିକି ଆଜି କାଲି ଲୋକ ମାନେ ଯାତ୍ରା ଜଗତ ପ୍ରତି ନିଜର ଭଲ ପାଇଵା କୁ ଦେଖାଉଛନ୍ତି ଓ ଯାତ୍ରା ଜଗତ ପ୍ରତି ଅଧିକ ଆକୃଷ୍ଟ ହୋଇଥାନ୍ତି ।
ଆଉ ବର୍ତ୍ତମାନ ସେହିଭଳି ଏକ ଯାତ୍ରା ର କମାଲ ଦେଖିବା ପାଇଁ ମିଳିଛି ଯେଉଁଥିରେ ଦେଖିବାକୁ ମିଳିଛି କି ଗୋଟିଏ ଯାତ୍ରା ମଞ୍ଚରେ ଯଲିଉଡ଼୍ ଅଭିନେତ୍ରୀ ରାନୀ ପଣ୍ଡା ଓ ନିଶା ମହାରଣା ଙ୍କୁ ଦେଖିବା ପାଇଁ ମିଳିଛି। ସେମାନେ ଦୁହେଁ ମଞ୍ଚ ଉପରେ ଜବରଦସ୍ତ ଅଭିନୟ କରିଛନ୍ତି।
ଆଉ ସେମାନଙ୍କ ଅଭିନୟ କୁ ଦର୍ଶକ ବହୁତ ଅଧିକ ପସନ୍ଦ ମଧ୍ୟ କରିଛନ୍ତି। ତେବେ ଆପଣମାନେ ସମସ୍ତେ ରାନୀ ପଣ୍ଡା ଙ୍କୁ ତ ଭଲ ଭାବରେ ଜାଣିଥିବେ। ଯିଏକି ଯାତ୍ରା ଜଗତରେ ଆଇଟମ୍ ଗାର୍ଲ ଭାବରେ ବେଶ୍ ଜଣାଶୁଣା।
ସମସ୍ତ ଦର୍ଶକ ତାଙ୍କ ଡ୍ୟାନ୍ସ କୁ ପସନ୍ଦ କରିଥାନ୍ତି। ରାନୀ ପଣ୍ଡା ଗରିବ ଲୋକଙ୍କୁ ଅସୁବିଧା ସମୟରେ ବହୁତ ସାହାଯ୍ୟ ମଧ୍ୟ କରିଛନ୍ତି। ସେହିପରି ନିଶା ମହାରଣା ମଧ୍ୟ ତାଙ୍କ ଲୁକ୍ ପାଇଁ ଏବେ ବହୁ ଚର୍ଚ୍ଚା ରେ ରହୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।