Exclusive : ହଠାତ ଚାହୁଁ ଚାହୁଁ ଭାସିଗଲା PDS ଚାଉଳ ବୋଝେଇ ଟ୍ରକ… ଦେଖନ୍ତୁ Video

ଆଜିକାଲି ଦୁନିଆରେ ବୈଜ୍ଞାନିକ ମାନେ ଯେତେ ଜ୍ଞାନ କୌଶଳ ହୋଇଥିଲେ ସୁଦ୍ଧା ସମସ୍ତେ କିନ୍ତୁ ପ୍ରକୃତି ଆଗରେ ହାର ମାନି ଥାଆନ୍ତି। ପ୍ରାକୃତିକ ଦୁର୍ବିପାକ କେତେବେଳେ ଘଟିବ ତାହା କେହି କହି ପାରିବେ ନାହିଁ। ଆଜିକାଲି ବିଭିନ୍ନ ପ୍ରକାର ହାଇଟେକ ଟେକନ୍ନଲୋଜି ଦ୍ୱାରା ପୂର୍ବ ସୂଚନା ମିଳି ଥିଲେ ସୁଦ୍ଧା ପ୍ରକୃତିକୁ କେହି ବି ରୋକି ପାରିବେ ନାହିଁ। ଯେମିତି କି କେତେବେଳେ ବନ୍ୟା ହେବ, ବାତ୍ୟା ଓ ବର୍ଷା ତାହା ଆମେ ଆତି ସହଜରେ ଜାଣି ପାରୁଛୁ। ତେବେ ଏସବୁ ଦୁର୍ବିପାକ ମଧ୍ୟରୁ ବର୍ଷା ହେଉଛି, ଅନେକ ଭୟାନକ ସାବ୍ୟସ୍ତ ହୋଇଥାଏ।

ପ୍ରବଳରୁ ଅତି ପ୍ରବଳ ଭାବରେ ବର୍ଷା ହେଲେ ସେଥିପାଇଁ ସବୁ ଗାଡ଼ିଆ, ପୋଖରୀ ଓ ନଦୀରେ ଭରପୁର ହୋଇ ଯାଇ ଥାଏ। ପାଣିର ସେହି ଭୟଙ୍କର ପାଣିକୁ ଦେଖିବା ମାତ୍ରେ ବହୁତ ଭୟ ଲାଗିଥାଏ। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ବର୍ତ୍ତମାନ ସମୟରେ ଏଭଳି ଏକ ଖବର ଶୁଣିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତାହା ହେଉଛି ପ୍ରବଳ ବର୍ଷା ହେବା ଫଳରେ ବନ୍ୟା ଦେଖିବା ପାଇଁ ମିଳିଛି। ବନ୍ୟାରେ ଗାଡ଼ି ଭାସୀ ଯାଉଥିବାର ଦେଖିବା ପାଇଁ ମିଳିଛି।

ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ଏକ ଘଟଣା ଯେଉଁଠି ଗୋଟିଏ ଟ୍ରକ ବନ୍ୟା ଜଳରେ ଭାସି ଯାଉଛି ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ଭିଡ଼ିଓଟିରେ ଏକ ମାଲ ବୋଝେଇ ଟ୍ରକର ରାସ୍ତାରେ ଯିବା ସମୟରେ ଏମିତି କିଛି ଘଟି ଯାଇଛି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ। ଆଉ ସେହି ଟ୍ରକଟି ଚାଉଳ ନେଇକି ଯାଇଥିଲା ତାହା ପରେ ବର୍ଷା ଅଧିକ ହେବାରୁ ବନ୍ୟା ସୃଷ୍ଟି ହୋଇଛି।

ଯାହାଫଳରେୋ ବନ୍ୟା ଜଳରେ ଟ୍ରକ ସହିତ ସବୁ ଚାଉଳ ମଧ୍ୟ ଭାସି ଯାଇଛି ଯାହାର ଦୃଶ୍ୟ ଆପଣ ମାନେ ଏଠାରେ ଦେଖିବାକୁ ପାଇଛନ୍ତି। ତେବେ ଘଟଣାଟି ମାଲକାନଗିରି ନିକଟସ୍ଥ ଛତିଶଗଡ଼ ସୀମା ପାଖରେ ଏମିତି କିଛି ଭିଡ଼ିଓ ସାମ୍ନାକୁ ଆସିଥିଲା ଯାହା ଏଠାରେ ଶୁଣିବାକୁ ମିଳିଛି। ସେହି ସମୟରେ ଯେଉଁଭଳି ଭାବରେ ପରିସ୍ଥିତି ଉପୁଜି ଥିଲା ତାହା ଆପଣ ମାନେ ଏହି ଭିଡ଼ିଓ ମାଧ୍ୟମରେ ଦେଖି ପାରିଥିବେ।

 

ତେବେ ଏହି ଘଟଣାରେ ଯେଉଁ ଟ୍ରକ ଟି ଭାସି ଯାଇଛି ସେଥିରେ ଥିବା ଡ୍ରାଇଭର ଓ ହେଲ୍ପର ଦୁହେଁ ପହଁରିବା ମାଧ୍ୟମରେ ବଂଚି ଯାଇଛନ୍ତି ଯାହା ସୂଚନା ମିଳିଛି। ବର୍ତ୍ତମାନ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ପ୍ରଶାସନ ମଧ୍ୟ ବନ୍ୟା କମିବା ପରେ ଉଦ୍ଧାର କାର୍ଯ୍ୟ କରିବା ନେଇ ସୁଚନା ମିଳିଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରଲ ହୋଇଛି।