ଗୋଟି ଅସହାୟ ମାଆ ଆଖିର ଲୁହ ପୋଛିଲେ ଓଡ଼ିଶାର NO 1 vlogger ପିଣ୍ଟୁ… ଭିଡ଼ିଓ ଦେଖିଲ ଆପଣ ବି ପ୍ରଶଂସା କରିବେ…ମାତ୍ର 4 ଘଣ୍ଟାରେ ୮୯ Million ରୁ ଅଧିକ ଲୋକ ଦେଖି ସାରିଲେଣି..
ଆପଣ ମାନେ ଓଡ଼ିଶାର ନମ୍ୱର ୱାନ ୟୁ ଟ୍ୟୁବ ଚେନାଲ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ କୁ ଭଲ ଭାବରେ ଜାଣିଥିବେ। ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ଙ୍କ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଏବଂ ଏହା ଦେଖିଲେ ଆପଣ ନିଶ୍ଚିତ ଭାବରେ ଖୁସି ହୋଇଯିବେ ମଧ୍ୟ।
ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ଙ୍କ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଏବଂ ଏହା ଦେଖିଲେ ଆପଣ ନିଶ୍ଚିତ ଭାବରେ ଖୁସି ହୋଇଯିବେ ମଧ୍ୟ।
ତେବେ ସୂଚନା ଅନୁସାରେ, ପିଣ୍ଟୁ ଭାଇ ତାଙ୍କ କାମ ରେ ନିଜ ବନ୍ଧୁ ଙ୍କ ସହ ଗୋଟିଏ ସ୍ଥାନ କୁ ବାହାରିଥିଲେ। ମାତ୍ର ଏହି ସମୟ ରେ ବନ୍ତ ରୁ ଜଣେ ମହିଳା ଙ୍କ ର ଫୋନ ତାଙ୍କ ପାଖକୁ ଆସିଲା ଆଉ ମହିଳା ଜଣଙ୍କ କାନ୍ଦି କାନ୍ଦି ପିଣ୍ଟୁ ଭାଇ କୁ କହିଥିଲେ କି ମୋ ପୁଅ ର ଚିକିତ୍ସା ପାଇଁ ମୋତେ ସାହାଯ୍ୟ କରନ୍ତୁ ମୁଁ ଗରିବ ମା ଟିଏ। ଆଉ ଏତିକି ଶୁଣିବା ମାତ୍ରେ ପିଣ୍ଟୁ ଭାଇ ତାଙ୍କର କାମ ଛାଡି ଦେଇ ଆସି ପହଁଚି ଥିଲେ ବନ୍ତ ର ସେହି ମହିଳା ଙ୍କ ଘରେ।ତେବେ ଯାହା ଜଣାପଡି ଥିଲା କି , ସେହି ମହିଳା ଜଣଙ୍କ ହେଉଛନ୍ତି ଗରିବ ପରିବାର ର ଆଉ ତାଙ୍କର ୧୬ ବର୍ଷ ର ପୁଅ ଟିଏ ଆସ୍ଥାମା ରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ଏକ ବଡ଼ ରୋଗ ରେ ପୀଡିତ ରହିଛି।
ଆଉ ସବୁବେଳେ ତାର ଛାତି ଧକ ଧକ କରିବା ସହ ଦେହ ଥରୁଛି। ତେବେ ଡାକ୍ତର କହିଛନ୍ତି କି ତାଙ୍କୁ ସବୁବେଳେ ଔଷଧ ଦେଇ ରଖିବା ପାଇଁ ଆଉ ତାର ୧୮ ବର୍ଷ ହେବା ପରେ ଅପରେସନ ହେଲେ ସେ ସମ୍ପୂର୍ଣ୍ଣ ଭଲ ହୋଇଯିବ ବୋଲି।ତେବେ ପିଲା ଟିକୁ ଦେଖିବା ପରେ ପିଣ୍ଟୁ ଭାଇ ତାଙ୍କୁ କିଛି ଟଙ୍କା ଦେଇଥିଲେ ଆଉ କଥା ଦେଇଥିଲେ କି ସେହି ପିଲାର ମାସିକ ସବୁ ଔଷଧ ଖର୍ଚ୍ଚ ସେ ମାସକୁ ମାସ ଦେବେ ଆଉ ଅପରେସନ ରେ ଯାହା ଖର୍ଚ୍ଚ ହେବ ତାହା ମଧ୍ୟ ନିଜେ ଉଠେଇବେ। ତେବେ ଏହା ପରେ ସେ ମହିଳା ଙ୍କୁ କହିଥିଲେ କି ସେ ତାଙ୍କର ଆଉ ଜଣେ ପୁଅ ବୋଲି ଆଉ ତାଙ୍କ ଘରେ ବସି ଟିକେ କଥା ହୋଇ ସେ ସେଠାରୁ ଫେରିଥିଲେ ଏବଂ ଅନ୍ୟ ସମସ୍ତ ଙ୍କୁ ସେହି ପିଲା କୁ ସାହାଯ୍ୟ କରିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ।