ପାହାଡକୁ ଚଢିବା ସମୟରେ ରୂପା ଙ୍କ ସହ ଏମିତି ,..video ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ…
ତେବେ ସୋସିଆଲ ମିଡ଼ିଆ ରେ ଏକ ସାଧାରଣ ବ୍ୟକ୍ତି ବି ନିଜ ବ୍ଲଗ ଦ୍ୱାରା ଭାଇରାଲ ହୋଇ ଥାଏ ଆଉ ପରେ ପରେ ସେ ଫେମସ ମଧ୍ୟ ହୋଇ ଯାଇ ଥାଏ | ଏଭଳି ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଛୋଟ ଛୋଟ ଭିଡ଼ିଓ କରି ନିଜ ସୋସିଆଲ ଆକାଉଣ୍ଟ ରେ ପୋଷ୍ଟ କରି ଥାଆନ୍ତି ଆଉ ତାହାକୁ ଦେଖି ଲୋକ ମାନେ ମଧ୍ୟ ଭିଡ଼ିଓ ଟିକୁ ଖୁବ ଭଲ ପାଇବା ଦେଇ ଥାଆନ୍ତି ଯାହା ପରେ ପରେ ସେ ଦର୍ଶକ ମାନଙ୍କର ପ୍ରିୟ ପାତ୍ର ହୋଇ ପାରି ଥାଏ |
ତେବେ ମ୍ୟୁଜିକ ଇଣ୍ଡଷ୍ଟ୍ରି ରେ ମଧ୍ୟ ଏମିତି ଅନେକ ଯୋଡ଼ି ଅଛନ୍ତି ଯିଏ କି ଖୁବ ନାଁ କମାଇଛନ୍ତି ଆପଣ ଙ୍କର ମଧ୍ୟ ଠିକ ସେହିଭଳି ଭାବରେ ପ୍ରିୟ ଯୋଡ଼ି ନିହାତି ଭାବରେ ରହି ଥିବେ |
ତେବେ ସେଭଳି ଏକ ଯୋଡ଼ି ହେଉଛନ୍ତି ରୂପା ଓ ପିଣ୍ଟୁ, ଯିଏକି ନିଜ ଜୀଵନ ଶୈଳୀର ଅନେକ ସୁନ୍ଦର ସୁନ୍ଦର ଭିଡ଼ିଓ କରି ବର୍ତ୍ତମାନ ସମୟରେ ଖୁବ ନାଁ କମାଇଛନ୍ତି | ତାଙ୍କ ଭିଡ଼ିଓ ଓ ଆଲବମ କୁ ଦର୍ଶକ ମାନେ ମଧ୍ୟ ଖୁବ ଭଲ ପାଇବା ଦେଇ ଥାଆନ୍ତି | ତେବେ ସେଭଳି ଭାବେ ଆଉ ଏକ ଭିଡ଼ିଓ ଆସି ପହଞ୍ଚିଛି ଯାହାକି ଖୁବ ନିଆଁରା ରହିଛି |
ଆପଣ ତ ରୂପା ପିଣ୍ଟୁ ଙ୍କର ଅନେକ ଆଲବମ ଭିଡ଼ିଓ ଦେଖି ଥିବେ ଆଉ ଏହି ଆଲବମ ସୁଟିଂ ସମୟରେ ପିଣ୍ଟୁ ସେହି ସମୟର କିଛି ଦୃଶ୍ୟ କୁ ନିଜ ଆକାଉଣ୍ଟ ରେ ପୋଷ୍ଟ କରି ଥାଆନ୍ତି | ତେବେ ରୂପା ପିଣ୍ଟୁ ଙ୍କର ପୁଣି ଏକ ନୂଆ ଆଲବମ ଆସିବା ପାଇଁ ଯାହାର ସୁଟିଂ ସମୟର କିଛି ଦୃଶ୍ୟ ପିଣ୍ଟୁ ଦେଖାଇଛନ୍ତି | ତେବେ ଏହି ଆଲବମ ଟିର ନାଁ ରହିଛି ମୁଁ ହେଇଗଲି ଆଜିଠୁ ତୋର, ତେବେ ଏହି ସୁଟିଂ ପାଇଁ ରୂପା ଓ ପିଣ୍ଟୁ ଏକ ଖୁବ ସୁନ୍ଦର ଜାଗାକୁ ଯାଇଛନ୍ତି ଯେଉଁଠି କି ଖୁବ ସୁନ୍ଦର ପାହାଡ଼ ଦେଖିବା ପାଇଁ ମିଳିଛି |
ତେବେ ପିଣ୍ଟୁ କହିଛନ୍ତି କି ଉଦିତ ନାରାୟଣ ଏହି ଗୀତ ଟିକୁ ଗାଇଛନ୍ତି ଯାହାକି ପୂର୍ବରୁ ମଧ୍ୟ ଅନେକ ଆଲବମ ରେ ସେ ଗୀତ ଗାଇଛନ୍ତି ଆଉ ତାହା ବେସ ସୁନ୍ଦର ରହିଥିଲା ଆଉ ତାଙ୍କ ସହିତ ଏହି ଗୀତ ଟିକୁ ଇରା ମହାନ୍ତି ଗାଇଛନ୍ତି |
ଏହି ଭିଡ଼ିଓ ରେ ରୂପା ପିଣ୍ଟୁ ଙ୍କର ବେସ ସୁନ୍ଦର ରୋମାଣ୍ଟିକ ଡ୍ୟାନ୍ସ ଦେଖିବା ପାଇଁ ମିଳିଛି ଏବଂ ପାହାଡ଼ ରେ ରୂପା କିପରି ପିଣ୍ଟୁ ଙ୍କର ହାତ ଧରି ଚଢୁଛନ୍ତି ତାହାର ଦୃଶ୍ୟ ଖୁବ ନିଆଁରା ରହିଥିଲା | ତେବେ ଏଭଳି ଏକ ସୁନ୍ଦର ଭିଡ଼ିଓ ଉପଲୋଡ ହେବା ପରେ ଅନେକ ଫ୍ୟାନ୍ସ ପସନ୍ଦ କରିବା ସହିତ ବେସ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।