ଏଥି ମଧ୍ୟରୁ ଗୋଟେ Letter ବାଛନ୍ତୁ ଓ ନିଜର Lover ବିଷୟରେ ଜାଣନ୍ତୁ କିଛି ରୋମାଞ୍ଚକର ତଥ୍ୟ – Life Style

ଖେଳ ଅନୁସାରେ ଆପଣଙ୍କୁ କିଛି ଲେଟର ଦିଆଯାଇଛି । ଯେଉଁଥିରେ ମୁଁ ଆପଣଙ୍କୁ ନିଜ ବେଷ୍ଟ ଫ୍ରେନ୍ଡ ବା ପ୍ରିମିକର ନାମର ପ୍ରଥମ ଅକ୍ଷର ପସନ୍ଦ କରିବାକୁ ହେବ ଶେଥି ପାଇଁ ଆପଣଙ୍କୁ 5 ସେକେଣ୍ଡ ଦିଆଯିବ । ଦେଖିବା ଆପଣ ପସନ୍ଦ କରିଥିବା ଲେଟର ଦ୍ଵାରା ଆପଣଙ୍କ ବେସ୍ତ ଫ୍ରେନ୍ଡ ଓ ଲଭରର ପସନ୍ଦ ବିଷୟରେ ଜାଣି ପାରିବେ ? ପସନ୍ଦ କରନ୍ତୁ କିଛି ଗୋଟିଏ ଲେଟର, ଯେଉଁ ମାନେ ଏ ଲେଟର ଚୁଜ କରିଛନ୍ତି  ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ଏବେ କହିବା ତାଙ୍କ ବିଷୟରେ ଯେଉଁମାନେ ବି ଲେଟର ଚୁଜ କରିଛନ୍ତି ।

1. B:-ଯଦି B ଲେଟର ଚୁଜ କରିଛନ୍ତି ତେବେ ସେ ଆପଣଙ୍କର ଅପେକ୍ଷା କରିଛନ୍ତି ।

2. C:- ଯେଉଁମାନେ ସି ଲେଟର ଚୁଜ କରିଛନ୍ତି ସେ ଆପଣଙ୍କର ବହୁତ ଯତ୍ନ ନେଇଥାନ୍ତି ।

3. D,ଏବେ ଆଲୋଚନା କରିବା ତାଙ୍କ ବିଷୟରେ ଯେଉଁମାନେ ଡି ଲେଟର ଚୁଜ କରିଛନ୍ତି । ଯଦି ଆପଣ ଡି ଲେଟର ଚୁଜ କରିଛନ୍ତି ସେ ଆପଣଙ୍କୁ ବହୁତ ଶଚା ପ୍ରେମ କରିଥାନ୍ତି ।

4.E,ଯେଉଁ ମାନେ ଇ ଲେଟର ଚୁଜ କରିଛନ୍ତି ସେ ଆପଣଙ୍କୁ କିଛି କହିବାକୁ ଚହୁଁଛନ୍ତି ।

5.F, ଯେଉଁମାନେ ଏଫ ଲେଟର ଚୁଜ କରିଛନ୍ତି । ଉତ୍ତର ହେଲା ସେ ଆପଣଙ୍କ ସହିତ ଦେଖା କରିବା ପାଇଁ ଚହୁଁଛନ୍ତି ।

6.G,ଯଦି ଆପଣ ଜି ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ଅଟେ ସେ ଆପଣଙ୍କୁ ଫୋଲୋ କରୁଛନ୍ତି ।

7.H,ଏବେ ଆଲୋଚନା କରିବା ତାଙ୍କ ବିଷୟରେ ଯେଉଁମାନେ ଏଚ ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି  ସେ ଆପଣଙ୍କୁ ବହୁତ ପସନ୍ଦ କରିଛନ୍ତି ।

8.I,ଯେଉଁମାନେ ଆଇ ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ସବୁବେଳେ ଆପଣଙ୍କ ପାଖରେ ସବୁବେଳେ ରହିବାକୁ ଚହୁଁଛନ୍ତି ।

9.J,ଯେଉଁମାନେ ଜେ ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ଆପଣଙ୍କୁ ପ୍ରପୋଜ କରିବାକୁ ଚାହୁଁ ଛନ୍ତି ।

10.K,ଯଦି ଆପଣ କେ ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ଆପଣଙ୍କ ବୀନା ବଞ୍ଚିପାରିବେ ନାହିଁ ।

11.L,ଏବେ ଆଲୋଚନା କରିବା ଯେଉଁମାନେ ଏଲ ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ଆପଣଙ୍କୁ କୌଣସି ସର ପ୍ରାଇଜ ଦେବାକୁ ଚହୁଁଛନ୍ତି ।

12.M, ଯେଉଁମାନେ ଏମ ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ଆପଣଙ୍କ ପ୍ରତି ନିଜର ପ୍ରେମ ଭାବ ସୋ କରିପାରନ୍ତି ନହିଁ ।

13.N, ଯଦି ଆପଣ ଏନ ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ତୁମକୁ ହରେଇବାକୁ ଚାହୁଁ ନାହାନ୍ତି ।

14.O,ଯଦି ଆପଣ ଓ ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ଆପଣଙ୍କୁ ବିବାହ କରିବାକୁ ଚାହୁଞ୍ଚନ୍ତି ।

15.P,ଯେଉଁ ମାନେ ପି ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ଆପଣଙ୍କୁ ବହୁତ ବିଶ୍ବାସ କରୁଛନ୍ତି ।

16.Q,ଯଦି ଆପଣ କ୍ୟୁ ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ଆପଣଙ୍କ ସହିତ କଥା ହେବାକୁ ଚାହୁଞ୍ଚନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।