ଏତେ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର ଏବଂ ତା’ର ଦାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ……
ଆପଣ ମାନଙ୍କୁ ନିଶ୍ଚିତ ଜାଣିବା ପାଇଁ ଇଚ୍ଛା ହେଉଥିବ ଯେ ଆମ ପ୍ରଧାନ ମନ୍ତ୍ରୀ ଙ୍କ ପାଖରେ କେତେ ଗୋଟି କାର ଅଛି ଓ ସେହି କାର ସବୁ ର ଦାମ୍ କେରେ । ସେ କାର ରେ ଏମିତି କଣ ଖାସ ଅଛି ଯେଉଁଥିପାଇଁ ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବସୁ ଅଛନ୍ତି । ତେବେ ଆଜି ଆମେ ସେହି ବିଷୟ ରେ ଜାଣିବା ।
ତେବେ ବର୍ତ୍ତମାନ ସମୟ ରେ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ପାଖରେ ତିନି ଗୋଟି କାର ଅଛି। ସେଥି ମଧ୍ୟରୁ ଗୋଟିଏ BMW 7 ଶୀରିଜ୍ , ରଙ୍କ ରୋଭର୍, ଆଉ ଗୋଟେ ବ୍ରାଣ୍ଡ କମ୍ପାନୀ ର ।
ତେବେ ଏହି କାର ବିଷୟ ରେ ଅଧିକ ଜାଣି ରଖନ୍ତୁ ଯେ ଏହି କାର ଗୁଡ଼ିକର ଭର୍ସନ ମାର୍କେଟ ରେ ମିଳେ ନାହିଁ । ଏହା କଷ୍ଟମାର୍ ମେଡ୍ ହଇଥାଏ । ତେବେ ଏହି କାର ଗୁଡିକ ସ୍ପେସଲ୍ ଭାବେ ପ୍ରଧାନ ମନ୍ତ୍ରୀ ଙ୍କ ପାଇଁ ତିଆରି ହୋଇଛି । ଏହି କାର ଗୁଡିକ କୁ ବମ୍ ରେ ଉଦେଇଲେ ଏହାର କିଛି କ୍ଷତି ହୁଏ ନାହିଁ । ଏହି କାର ର କାଚ ଫଟେ ନାହିଁ ଚକ କେବେ ପମ୍ପଚର୍ ହୁଏ ନାହିଁ। ତେବେ ଏହି କାର ଗୁଡିକ ବୁଲେଟ ପ୍ରୁଫ ଥାଏ । ତେବେ ଚାଲନ୍ତୁ ଗୋଟିଏ ପରେ ଗୋଟିଏ ର ଚର୍ଚା କରିବା ।
ପ୍ରଥମ କାର ହେଉଛି , ଅର୍ମେଡ୍ ତୋୟତା ଲ୍ୟାଣ୍ଡ କୁଜର । ଏହି କାର ର ଦାମ୍ ହେଉଛି 3 କୋଟି ଟଙ୍କା । ଏହି କାର ରେ ଉପରେ ପଟେ କିମ୍ବା ତଳ ପଟେ ବମ୍ ମାଡ ହେଲେ ଏହି କାର ର କିଛି କ୍ଷତି ହେବ ନାହିଁ । ଏହି କାର ର ମେକ୍ଷୀମମ୍ ସ୍ପିଡ୍ ହେଉଛି 200 କିମି ପର ହାୱର୍ ଆଉ ଏହି କାର ଟି ମାତ୍ର 8 ମିନିଟ୍ ରେ 0 ସ୍ପିଦ୍ ରୁ 100 ସ୍ପିଡ କୁ ଯାଇ ପାରିବ । ଏହି କାର ଟି ଜାପାନ ରେ ତିଆରି କରାଯାଇ ଥିଲା ସ୍ଲେଶଲ୍ ଭାବେ ନରେନ୍ଦ୍ର ମୋଦୀ ଙ୍କ ପାଇଁ।
ଦ୍ଵିତୀୟ କାର ର ନାମ ହେଲା ଆର୍ମେଡ୍ ରେଞ୍ଜ ରୋଭାର ଵର୍ଗେୟୁ। ଏହି କାର ର ମୂଲ୍ୟ ହେଲା 4 କୋଟି ଟଙ୍କା ଓ ଏହି କାର କୁ ଇଂଲଣ୍ଡ ରେ ତିଆରି କରାଯାଇଛି ସ୍ପେଶଲି ନରେନ୍ଦ୍ର ମୋଦୀ ଙ୍କ ପାଇଁ । ଏହି କାର ଟି ସମ୍ପୂର୍ଣ୍ଣ ଭାବେ ବୁଲେଟ ପ୍ରୁଫ ଅଟେ । ଏହି କାର ର ଷ୍ପିଦ୍ ହେଲା 240 କିମି ପର ହୱର୍ । ମାତ୍ର 6 ମିନିଟ୍ ରେ ଏହା 0 ରୁ 100 କିମି ହୋଇ ପାରିବ ।
ତୃତୀୟ କାର ଟି ହେଉଛି ଅର୍ମେଡ ବିଏମେଦବୁଲ୍ 7 ସିରିଯ ।।ଏହି କାର ର ମୂଲ୍ୟ 3 କୋଟି ଟଙ୍କା । ଏଥିରେ ଏକ ସ୍ପେସଲ ସେନ୍ସର୍ ରହୁଛି ଯାହା ଦ୍ଵାରା ଏହା ପାଖରେ ଥିବା ବମ୍ ଓ ମିଶାଇଲ କୁ ଦିଟେକ୍ତ କରି ପାରିବ ।ଏହି କାର ଏତେ ପୱର୍ଫୁଲ୍ ଅଟେ ଯେ ଏଥିରେ ମିଶୈଳ ମାଡ ହେଲେ ଏଥିରେ କିଛି ହେବ ନାହିଁ ।
ଏହି କାର ର ସ୍ପିଦ ହେଲା 260 କିମି । ମାତ୍ର 5 ସେକେଣ୍ଡ ରେ ଏହା 0-100 କିମି ହୋଇ ପାରିବ । ଏହି କାର ଟି ଆମେରିକା ରେ କେବଳ ନରେନ୍ଦ୍ର ମୋଦୀ ଙ୍କ ପାଇଁ ତିଆରି ହୋଇ ଥିଲା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।