ଦେଖନ୍ତୁ ollywood ଭି଼ଡିଓ-ଦେଖନ୍ତୁ ହିରୋଇନ୍ ଶିବାନୀଙ୍କ ବୋବାଲ୍ ଡ୍ୟାନ୍ସ

ଯେତେବେଳେ ଓଡ଼ିଆ ସିନେମା ବା ଅଭିନୟ ଜଗତର କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇ ଯାନ୍ତି। କାରଣ ଓଡ଼ିଆ ସିନେମା ର ହିରୋ ବା ହିରୋଇନ୍ ସମସ୍ତଙ୍କ ଅଭିନୟ ଅନୁସାରେ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥାନ୍ତି। ସେଥିପାଇଁ ଦର୍ଶକ ସେମାନଙ୍କୁ ବହୁତ ପସନ୍ଦ। ସେମାନଙ୍କ ପ୍ରତିଦିନ କାର୍ଯ୍ୟକଳାପ କୁ ୟୁ ଟୁବ୍, ଫେସବୁକ ଏବଂ ଇନଷ୍ଟାଗ୍ରାମ୍ ରେ ଅପଲୋଡ଼ କରି ଚର୍ଚ୍ଚା ରେ ରହିବା ପାଇଁ ଇଛା ପ୍ରକାଶ କରିଥାନ୍ତି। ଆଉ ଦର୍ଶକ ମାନେ ମଧ୍ୟ ତାଙ୍କ ର ଦୈନନ୍ଦିନ ଜୀବନରେ କଣ ସବୁ ଘଟୁଛି ତାହା ସବୁ ଜାଣିବା ପାଇଁ ସବୁବେଳେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହିଥାନ୍ତି।

ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଦେଶ ହେଉଛି କଳା ଓ ସଂସ୍କୃତି ର ଏକ ରୂପ। କଳାକାର ହେଉଛନ୍ତି କଳା ର ପ୍ରେମୀ। ଆଉ ତାଙ୍କର ଅଭିନୟ ର ଯାଦୁ ରେ ସେମାନେ ଦର୍ଶକ ମାନଙ୍କୁ କରିଥାନ୍ତି ପାଗଳ।

ଆଉ ଯାହା ପାଇଁ ଦର୍ଶକ ମାନେ ଚାହିଁ ବସିଥାନ୍ତି ସେହି କଳାକାର ମାନଙ୍କର ଅଭିନୟ ର ଯାଦୁ କୁ ଟିକିଏ ଦେଖିବା ପାଇଁ ଆଉ ମନର କ୍ଳାନ୍ତି କୁ ସବୁଦିନ ପାଇଁ ଦୂର କରି ଦେବା ପାଇଁ। ତେଣୁ ସେହିଭଳି ଜଣେ କଳାକାର ଯିଏକି ନିଜର ଡ୍ୟାନ୍ସ କୁ ନେଇ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଚର୍ଚ୍ଚା ଚାଲିଛି । ଆଉ ସେ ହେଉଛନ୍ତି ଓଲିଉଡ୍ ଜଗତର ଲୋକପ୍ରିୟ ହିରୋଇନ୍ ଶିବାନୀ ସଙ୍ଗୀତା । ସେ ବହୁତ ଫିଲ୍ମ କରିଛନ୍ତି।

 ତାଙ୍କର ପ୍ରତିଟି ସିନେମା କୁ ଦର୍ଶକ ବହୁତ ପସନ୍ଦ କରିଥାନ୍ତି। ଶିବାନୀ ଛୋଟ ବେଳରୁ ଅଭିନୟର ଯାଦୁ ଦେଖାଇ ସମସ୍ତଙ୍କ ମନକୁ କିଣି ପାରିଛନ୍ତି । ଶିବାନୀ ବହୁତ ଫିଲ୍ମ ରେ ଅଭିନୟ କରି ସମସ୍ତଙ୍କର ହୃଦୟକୁ ଛୁଇଁ ପାରିଛି। ତାଙ୍କ ଅଭିନୀତ ଫିଲ୍ମ କୁ ଦର୍ଶକ ବେଶ୍ ଖୁସି ରେ ଉପଭୋଗ କରିଥାନ୍ତି। ସେ ଛୋଟ ବେଳେ ଓଡ଼ିଆ ଫିଲ୍ମ ରେ କୁନି କଳାକାର ଭାବରେ ଅଭିନୟ କରି ଆସିଛନ୍ତି। ଏହା ବ୍ୟତୀତ ସେ ଆଲବମ୍ ଗୀତ ରେ ମଧ୍ୟ ଅଭିନୟ କରିଛନ୍ତି।

ତାପରେ ସେ ଧୀରେ ଧୀରେ ଓଲିଉଡ୍ ଜଗତରେ ପାଦ ରଖିଥିଲେ ଏବଂ ତା ପରେ ଧୀରେ ଧୀରେ ନିଜର ଅଭିନୟର ପାରଦର୍ଶିତା ଦେଖାଇ ସମସ୍ତଙ୍କ ପ୍ରିୟ ନାୟିକା ହୋଇ ପାରିଥିଲେ।

 

ତେବେ ସେ ଗୋଟିଏ ପରେ ଗୋଟିଏ ସଫଳତାର ସିଢ଼ି ଚଢ଼ି ବର୍ତ୍ତମାନ ସମୟରେ ଓଲିଉଡ଼ ରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।ଶିବାନୀ ମଧ୍ୟ ଅନେକ ସୁପରହିଟ୍ ଫିଲ୍ମ ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି। ତେବେ ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଥିଲା ଶିବାନୀ ତାଙ୍କ ସାଙ୍ଗ ମାନଙ୍କୁ ସହିତ ପିକନିକ ଯାଇଛନ୍ତି। ଆଉ ସେଠାରେ ସେ ତାଙ୍କ ସାଙ୍ଗ ମାନଙ୍କ ସହ ନାଚୁଥିବାର ଭିଡିଓ ଦେଖିବା ପାଇଁ ମିଳିଛି। ଯାହାକୁ ସମସ୍ତ ଫ୍ୟାନସ୍ ମାନେ ପସନ୍ଦ କରିଛନ୍ତି। ଆଉ ସାଙ୍ଗ ମାନଙ୍କ ସହିତ ବହୁତ ମଜା ମସ୍ତି କରୁଥିବାର ଦେଖିବାକୁ ମିଳିଛି।