ଓଡିଶା ହାଇକୋର୍ଟ ଙ୍କ ବଡ ଘୋଷଣା ! ଏଣିକି ପ୍ରବଚନ ଦେଇ ପାରିବେ ଭଣ୍ଡବାବା ସାରଥୀ , ସର୍ବାଧିକ 2ଶହ ଲୋକଙ୍କୁ ନେଇ ସେ ପ୍ରବଚନ ଦେଇପାରିବେ ?ଆପଣ ଙ୍କ ମତ କଣ କମେଣ୍ଟ କରି ଜଣାନ୍ତୁ….
ଏଣିକି ପ୍ରବଚନ ଦେଇ ପାରିବେ ସାରଥୀ ,ତେବେ ପ୍ରବଚନ ଦେବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ସର୍ବାଧିକ 2 ଶହ ଲୋକଙ୍କୁ ନେଇ ସେ ପ୍ରବଚନ ଦେଇ ପାରିବେ ବୋଲି ହାଇକୋର୍ଟ କହିଛନ୍ତି ଯୁଗ ବଦଳୁଛି ଆଉ ଯୁଗ ବଦଳିବା ସହିତ ମଣଷର ବିଚାର ତଥା ଚିନ୍ତାଧାରା ବଦଳୁଛି କିନ୍ତୁ ସତ କହିବାକୁ ଗଲେ ଆମ ଦେଶ ତଥା ଦୁନିଆ ଯେତେ ପ୍ରଗତି ଆଡକୁ ଯାଉଛି ଜଟିଳତା ସେତେ ଅଧିକ ବଢୁଛି ।
ଆପଣ ମାନେ ଅନେକ ସମୟରେ ଆମର ମାନ୍ୟବର ହାଇକୋର୍ଟଙ୍କ ଭିନ୍ନ ଭିନ୍ନ ଚକିତ କରିବା ଭଳି ରାୟ ବା ନିଷ୍ପତି ବିଷୟରେ ଶୁଣିଥିବେ । ତେବେ ବେଳେବେଳେ ଆମ ଦୁନିଆରେ ଏମିତି କିଛି ଘଟଣା ବା ଖବର ଶୁଣିବାକୁ ବା ଜାଣିବାକୁ ପାଇଥାଉ ଯାହାକି ବିଶ୍ବାସ ଯୋଗ୍ୟ ହୋଇନଥାଏ ।
ତେବେ କୋଭିଡ କଟକଣା ମାନି ପ୍ରବଚନ ଦେବାକୁ କୋର୍ଟ ଙ୍କ ନିର୍ଦେଶ ରହିଛି । ପ୍ରବଚନ ପାଇଁ ଅନୁମତି ଦେବାକୁ ସାରଥୀ ଙ୍କ ପକ୍ଷରୁ ହାଇକୋର୍ଟ ରେ ଅପିଲ୍ କରା ଯାଇ ଥିଲା ।ତେବେ ଆପଣ ମାନେ ଜାଣି ଥିବେ ଯେ 2015 ମସିହା ରେ ବାବା ସାରଥୀ ଙ୍କୁି ଗିରଫ କରା ଯାଇଥିଲା । କାହିଁକି ନାଁ ବାବା ସାରଥୀ ଜଣେ ଛାତ୍ରୀ ଙ୍କ ସହ ସଂପର୍କ କୁ ନେଇ ଚର୍ଚ୍ଚା ରେ ଆସି ଥିଲେ ସାରଥି ।
ତେବେ ଲୋକ ମାନଙ୍କର ଧାର୍ମିକ ଭାବନା କୁ ଆଘାତ ଦେବା ଏବଂ ଭକ୍ତ ଙ୍କୁ ପ୍ରଲୋଭିତ କରିବା ଅଭିଯୋଗ ବାବା ସାରଥି ଙ୍କୁ ଗିରଫ କରା ଯାଇ ଥିଲା । କେନ୍ଦ୍ରାପଡା ର ଆଶ୍ରମ ଅନ୍ତଃବାସୀ ମାଁ , ଝିଅ ଏବଂ ଜଣେ ଡାକ୍ତରୀ ଛାତ୍ରୀ ଙ୍କ ପକ୍ଷ ରୁ ସାରଥି ଙ୍କ ବିରୋଧ ରେ ସେତେବେଳେ 3 ଟି ମାମଲା ଦାୟର ହୋଇ ଥିଲା ।
ତେବେ 2 ଟି ରେ ମାନ୍ୟବର ସୁପ୍ରିମକୋର୍ଟ ସାରାଥି ଙ୍କୁ ଜାମିନ ଦେଇ ଥିବା ବେଳେ ଗୋଟିଏ ରେ ହଇକୋର୍ଟ ଜାମିନ ଦେଇ ଥିଲେ । ହାଇକୋର୍ଟ ଜାମିନ ଦେବା ବେଳେ ସାରଥି ଙ୍କ ପାଇଁ ରହିଥିଲା 4ଟି ସର୍ତ୍ତ , ସର୍ତ୍ତ ଗୁଡିକ ହେଲା –
ସାରଥୀ କେନ୍ଦ୍ରାପଡା ଯିବେ ନାହିଁ , ପ୍ରବଚନ ଦେବେ ନାହିଁ, ରାଜ୍ୟ ବାହାରକୁ ଗଲେ ପୋଲିସ୍ କୁ ଜଣାଇବେ ଏବଂ ଯେଉଁଠି ରହିବେ ସେଠାକାର ତଥ୍ୟ ପୋଲିସକୁ ଦେବେ ।
ତେବେ ପ୍ରବଚନ ଦ୍ବାରା ଗୁଜୁରାଣ ମେଣ୍ଟାଉଥିବା ଦର୍ଶାଇ ସାରଥି କୋର୍ଟରେ ଏହି ସର୍ତ୍ତ ହଟାଇବା ପାଇଁ କରିଥିଲେ ଆବେଦନ । କୋର୍ଟ ଏହାର ଶୁଣାଣି କରି ଏହି ସର୍ତ୍ତ କୁ ଉଠାଇ ଦେଇଛନ୍ତି ଏବଂ ଯାହା ବର୍ତ୍ତମାନ ସମୟ ରେ ସୂଚନା ଆସୁଛି ଯେ ପ୍ରବଚନ ଦେଇ ପାରିବେ ସାରଥି ଏବଂ 2 ଶହ ଲୋକ ଙ୍କୁ ନେଇ ପ୍ରବଚନ ଦେଇ ପାରିବେ ସାରଥୀ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।