ଓଃ କି ଡ୍ୟାନ୍ସ ! ଷ୍ଟେଜ ଉପରେ ଯୁବକ ଯୁବତୀଙ୍କ ଏମିତି ଡ୍ୟାନ୍ସ ଜୀବନରେ କେବେ ଦେଖି ନଥିବେ…
ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ସାଧାରଣ ଲୋକ ଙ୍କୁ ମଧ୍ୟ ସେଲିବ୍ରେଟି ବନେଇ ଦେଇ ଥାଏ | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି |
ସମସ୍ତେ ପ୍ରାୟ ଇନଷ୍ଟା ରେ ଛୋଟ ଛୋଟ ରିଲ୍ସ ଭିଡ଼ିଓ କରି ଉପଲୋଡ କରି ଥାଆନ୍ତି ଆଉ ଲୋକ ମାନେ ମଧ୍ୟ ଏହାକୁ ଦେଖି ଖୁବ ପସନ୍ଦ କରିଥାନ୍ତି | ଅନେକ ସମୟରେ ଅନେକ କିଛି ଭିଡ଼ିଓ ଭାଇରାଲ ହୋଇ ଥାଏ ଯାହାକି ଏହି ଭିଡ଼ିଓ ପସନ୍ଦ କରିବା ଦ୍ୱାରା ସେହି ବ୍ୟକ୍ତି ଖୁବ ଫେମସ ହୋଇ ପାରିଥାଏ |
ତେବେ ସେଭଳି ଏକ ଭିଡ଼ିଓ ବର୍ତ୍ତମାନ ସମୟରେ ଦେଖିବା ପାଇଁ ମିଳିଛି ଯେଉଁଥିରେ ଏକ ଯୁବକ ଓ ଯୁବତୀ ଦୁହେଁ ମିଶି ଏକ ଷ୍ଟେଜ ରେ ଜବରଦସ୍ତ ଡ୍ୟାନ୍ସ ଦେଖାଇଛନ୍ତି | ତେବେ ଆସନ୍ତୁ ଏଭଳି ଏକ ସୁନ୍ଦର ଡ୍ୟାନ୍ସ ଭିଡ଼ିଓ ସମ୍ପର୍କ ରେ ଆଲୋଚନା କରିବା |
ତେବେ ଭାଇରାଲ ହେଉଥିବା ଡ୍ୟାନ୍ସ ଏକ ହିନ୍ଦୀ ଫ୍ଲିମ ଗୀତ ହେଇଥିଲେ ମଧ୍ୟ ଏହି ଡ୍ୟାନ୍ସ ରେ ବହୁତ କିଛି ଦେଖିବାକୁ ମିଳିଥିଲା ବୋଲି କୁହାଯାଇଛି |ତେବେ ଯୁବକ ଓ ଯୁବତୀ ଜଣଙ୍କ ଷ୍ଟେଜ ଉପରେ ଏକ ରୋମାଣ୍ଟିକ ହିନ୍ଦୀ ଗୀତ ରେ ସେମାନେ ତାଙ୍କର ଡ୍ୟାନ୍ସ ଆରମ୍ଭ କରିଥିଲେ |
ତେବେ ସେହି ରୋମାଣ୍ଟିକ ହିନ୍ଦୀ ଗୀତ ଗୀତ ଟି ଥିଲା “ଇସ୍କ ଭି କିୟା ଚିଜ ହେ ” ତେବେ ଏହି ଗୀତ ସାଙ୍ଗକୁ ସେମାନେ ଯେଉଁ ପୋଷାକ ପିନ୍ଧିଥିଲେ ସେମାନଙ୍କୁ ଏହି ଗୀତରେ ଅଧିକ ସୁନ୍ଦର ଦେଖା ଯାଉଥିଲା | ତେବେ ଏସକେ ରିଥମ ମ୍ୟୁଜିକାଲ ଏଣ୍ଡ ୱେଷ୍ଟର୍ଣ୍ଣ ଡ୍ୟାନ୍ସ ଦର୍ଶକ ମାନଙ୍କ ମନକୁ ବେସ ଛୁଇଁଛି |
ତାଙ୍କ ଫିଗର କୁ ଏହି ଡ୍ୟାନ୍ସ ଟି ଖୁବ ଆକର୍ଷଣୀୟ ଲାଗୁଛି ଯାହାକୁ ଯିଏ ବି ଦେଖୁଛି ସେ କେବଳ ପ୍ରଶଂସା ହିଁ କରୁଛି | ତେବେ ଏହି ଭିଡ଼ିଓ ଟିକୁ କେହି ଜଣେ ସୋସିଆଲ ୟୁଜର୍ସ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥିଲେ ଯାହାକି ଏବେ ଖୁବ ଭାଇରାଲ ହେବାରେ ଲାଗିଛି | ଏହା କେଉଁଠିକାର ଭିଡ଼ିଓ ତାହା ସଠିକ ଭାବେ ଜଣା ନାହିଁ କିନ୍ତୁ ଏହା ସମସ୍ତ ଙ୍କୁ ବେସ ପସନ୍ଦ ଆସିଛି ଏବଂ ଏହି ଭିଡ଼ିଓ କୁ ଦେଖି ଅନେକ ଲୋକ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |