IAS ପ୍ରଶ୍ନ – ଏମିତି କେଉଁ ଜିନିଷ ଝିଅ ମାନଙ୍କର ବଢେ ନାହିଁ କିନ୍ତୁ ପୁଅ ମାନଙ୍କର ଶୀଘ୍ର ବଢି ଯାଏ ? ଅକାତ ଅଛି ତ ଉତ୍ତର ଦେଇ କି ଦେଖାଅ…

ଆଜିର ସମାଜରେ ବଂଚିବାକୁ ହେଲେ ଆମ ସମସ୍ତଙ୍କୁ ଜ୍ଞାନ ଆହୋରଣ କରିବାର ଯଥେଷ୍ଟ ଆବଶ୍ୟକତା l ତେଣୁ ପ୍ରତ୍ୟେକ ଶିଶୁ ମାତୃ ଗର୍ଭରୁ ଭୂମିଷ୍ଟ ହେବା ପରଠାରୁ ତାର ମୃତ୍ୟୁ ପର୍ଯ୍ୟନ୍ତ ସେ ଜ୍ଞାନ ଆହୋରଣ କରିଥାଏ l ସେଥିପାଇଁ ଜ୍ଞାନ ପ୍ରାପ୍ତି ପାଇଁ ବିଦ୍ୟା ଅର୍ଜନ କରିବାର ଖୁବ ଆବଶ୍ୟକତା ରହିଛି l ତେଣୁ ଜ୍ଞାନ ହେଉଛି ଅସୀମ ସାଗର ସଦୃଶ ଅଟେ l ସେଥିପାଇଁ ପ୍ରକୃତ ଜ୍ଞାନୀ ହିଁ ପୃଥିବୀରେ ସର୍ବତ୍ର ପୂଜିତ ହୋଇଥାଏ l ତେଣୁ ସଂସ୍କୃତରେ କୁହାଯାଇଛି ଯେ ଜ୍ଞାନୀ ସର୍ବତ୍ରହଃ ପୂଜିତଂ ଭବତିଃ l ସେଥିପାଇଁ ଯେ ଜ୍ଞାନୀ ସେ ସବୁବେଳେ ଜ୍ଞାନ ଆହୋରଣ କରିବାକୁ ଚାହିଁଥାଏ l

ତେଣୁ ଆମ ସମସ୍ତଙ୍କ ମନରେ ଜ୍ଞାନ ପାଇବାର ଇଛାଶକ୍ତି ଉଦ୍ଜୀବିତ ହେବା ଦରକାର l ଯଦି ଆମ ମନରେ ଇଚ୍ଛା ଶକ୍ତି ଜାଗ୍ରତ ହେବ ତେବେ ଯାଇ ଆମେ ଜ୍ଞାନ ଆହରଣ କରିପାରିବା l ତେଣୁ ଏହି ଜ୍ଞାନ ପାଇଁ ବିଦ୍ୟା ଅର୍ଜନ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ lତେବେ ଚାଲନ୍ତୁ ଜାଣିବା ଭାରତର କିଛି ଜଣା ଅଜଣା ସାଧାରଣ ଜ୍ଞାନ ବିଷୟରେ ….

1:-ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ କିଏ?
ଉତ୍ତର :-ପଣ୍ଡିତ ଜବାହରଲାଲ ନେହେରୁ l

2:-ଭାରତର ପ୍ରଥମ ଗୃହମନ୍ତ୍ରୀ କିଏ?
ଉତ୍ତର :-ସର୍ଦାର ବଲ୍ଳଭ ଭାଇ ପଟେଲ l

3:-ଭାରତର ପ୍ରଥମ ଉପରାଷ୍ଟ୍ରପତି କିଏ?
ଉତ୍ତର :-ଡ. ସର୍ବ ପଲ୍ଲୀ ରାଧାକୃଷ୍ଣ l

4:-ଭାରତର ପ୍ରଥମ ବିଲାତ ଯାତ୍ରୀ କିଏ?
ଉତ୍ତର :-ରାଜାରାମ ମୋହନ ରାଓ l

5:-ନୋବେଲ ପୁରସ୍କାର ପ୍ରାପ୍ତ ପ୍ରଥମ ଭାରତୀୟ କିଏ?
ଉତ୍ତର :-ରବୀନ୍ଦ୍ର ନାଥ ଟାଗୋର l

6:-ଏମିତି କେଉଁ ଜିନିଷ ଝିଅ ମାନଙ୍କର ବଢେ ନାହିଁ କିନ୍ତୁ ପୁଅ ମାନଙ୍କର ଶୀଘ୍ର ବଢି ଯାଏ ?
ଉତ୍ତର – ନିଶା ଓ ଦାଢ଼ି

7:-ଭାରତର ପ୍ରଥମ ରାଷ୍ଟ୍ରପତି କିଏ?
ଉତ୍ତର :-ଡ଼ଃ ରାଜେନ୍ଦ୍ର ପ୍ରସାଦ l

8:-ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ବାଚସ୍ପତି କିଏ?
ଉତ୍ତର :-ଉମେଶ ଚନ୍ଦ୍ର ବାନାର୍ଜୀ l

9:-ସମ୍ବିଧାନ ସଭାର ପ୍ରଥମ ଅଧ୍ୟକ୍ଷ କିଏ?
ଉତ୍ତର :-ଡ଼ଃ ରାଜେନ୍ଦ୍ର ପ୍ରସାଦ l

10:-ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ କିଏ?
ଉତ୍ତର :-ଅବୁଲ କାଲାମ ଆଜାଦ l

11:-ଲୋକସଭାର ପ୍ରଥମ ବାଚସ୍ପତି କିଏ?
ଉତ୍ତର :-ଗଣେଶ ବାସୁଦେବ ମାଭଲଙ୍କର l

12:-ସ୍ୱାଧୀନ ଭାରତର ପ୍ରଥମ ଗଭାର୍ଣ୍ଣର ଜେନେରାଲ କିଏ?
ଉତ୍ତର :-ଲର୍ଡ଼ ମାଉଣ୍ଟ ବ୍ୟାଟେନ l

13:-ଭାରତର ପ୍ରଥମ ମୁସଲମାନ ରାଷ୍ଟ୍ରପତି କିଏ?
ଉତ୍ତର :-ଡ଼ଃ ଜାକିର ହୁସେନ l

14:-ସମ୍ବିଧାନ ସଭାର ପ୍ରଥମ ଅସ୍ଥାୟୀ ଅଧ୍ୟକ୍ଷ କିଏ?
ଉତ୍ତର :-ଡ଼ଃ ସଚ୍ଚିଦାନନ୍ଦ ସିହ୍ନା l

15:-ସ୍ୱାଧୀନ ଭାରତର ପ୍ରଥମ ତଥା ଅନ୍ତିମ ଗଭାର୍ଣ୍ଣର ଜେନେରାଲ କିଏ?
ଉତ୍ତର :-ରାଜ ଗୋପାଳ ଚାରୀ l

ଏମିତି ବିଭିନ୍ନ ପ୍ରକାରର ପ୍ରଶ୍ନ ଉତ୍ତର ଜାଣିବା ଦ୍ୱାରା ହିଁ ଆମ ସମସ୍ତଙ୍କର ଜ୍ଞାନର ବିକାଶ ତଥା ବୃଦ୍ଧି ହୋଇପାରିବ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।