ଦେଖନ୍ତୁ EXCLUSIVE :ଭିଡିଓ ସ୍କୁଲକୁ ପିଲା କଣ୍ଡୋମ ନେଉଛି, ବ୍ୟାଗ ରେଗୁଲାର ଚେକ୍ କରିବା ବଦଳରେ ବାପା ମା କରୁଛନ୍ତି କଣ ?
ବର୍ତ୍ତମାନ ସମୟରେ ପ୍ରତିଦିନ କିଛି ନା କିଛି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଆଉ ବିଶେଷକରି ସେକ୍ସ କୁ ନେଇ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଚର୍ଚ୍ଚା ହେବାରେ ଲାଗିଛି। ଆପଣମାନେ ଦେଖି ପାରୁଥିବେ ସମାଜରେ ସବୁ କେଉଁ ଭଳି ଘଟଣା ଘଟୁଛି। ଯୁବକ ଯୁବତୀ ମାନେ ସେକ୍ସ କରି ବହୁତ ଅସୁବିଧା ର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ତେବେ ଏପରି ଘଟଣାକୁ ନେଇ କିଛି ଦିନ ତଳେ ମନ୍ତବ୍ୟ ଦେଇଥିଲେ ଆୟେଶା।
ଆଉ ତାଙ୍କର କଥା ଅନୁସାରେ ଯାହା କୁହାଯାଉଛି କି ଆଜି କାଲି ଲୋକ ମାନେ 5 ମିନିଟ ର ଖୁସି ପାଇକି ଏହି ଭଳି ବିନା ପ୍ରଟେକ୍ସନ ରେ ସେକ୍ସ କରିବାକୁ ଲାଗୁଛନ୍ତି ଆଉ ଯାହା ସେମାନଙ୍କୁ ସାରା ଜୀବନ ପାଇଁକି ବିପଦରେ ପକାଉଛି ବୋଲି କୁହାଯାଉଛି ।
ଆଉ ଯାହା ସେମାନଙ୍କ ଜୀବନ ଉପରେ ପ୍ରଭାବ ପକାଉଛି ଆଉ ସାରା ଜୀବନ ପାଇଁକି HIV ରେ ପୀଡିତ ମଧ୍ୟ ହେଉଥିବାର କୁହାଯାଉଛି । ତେବେ ବର୍ତ୍ତମାନ ସେହିଭଳି ଭଏସ୍ ଆର୍ଟିଷ୍ଟ ସୌଭାଗିନୀ ସାହୁ ଏମିତି କିଛି କଡ଼ା ମନ୍ତବ୍ୟ ସୋସିଆଲ ମିଡ଼ିଆରେ ସାମ୍ନାରେ ଦେଇଥିଲେ।
ତେବେ ସେ କହିଥିଲେ କି ବର୍ତ୍ତମାନ ସମାଜରେ ଚେଞ୍ଜେସ୍ ହେଲାଣି ଆଗରୁ ବାପା ମା ପିଲା ମାନଙ୍କ କଥା ଶୁଣୁଥିଲେ, କିନ୍ତୁ ବର୍ତ୍ତମାନ ପିଲା ମାନଙ୍କ ପଛରେ ମା ବାପା ଗଡ଼ାଉଛନ୍ତି ପିଲା ଯାଇକି କବାଟ ବନ୍ଦ କରି ମୋବାଇଲରେ କାମ କରୁଛି। ଆଉ ଯଦି ବାପା ମା କିଛି ପଚାରୁଛି ତାହେଲେ କିଛି ଷ୍ଟୋରୀ କହି ଦେଉଛି।
ତେବେ ଏଭଳି କାର୍ଯ୍ୟ ପାଇଁ ପିତାମାତା ଙ୍କୁ ଦାୟୀ କହିଥିଲେ। ତେବେ ଯେତେବେଳେ ପିଲାଟି ସାଙ୍ଗ ମାନଙ୍କ ସହ ମିଶି ଯାହାବି କରେ ସେତେବେଳେ ବାପା ମା ତାକୁ ଗ୍ରହଣ କରିଥାନ୍ତି। ଆଉ ପିଲା ବଡ଼ ହୋଇ କୁହେ କି ମୁଁ ସିନେମା ଦେଖିବା ପାଇଁ ଯିବି ସେତେବେଳେ ବାପା ମା ଓ ପିଲାଙ୍କ ମଧ୍ୟରେ କିଛି ଦୂରତା ଆସିଯାଏ।
ଯେଉଁ ପିଲାମାନେ ସ୍କୁଲରେ ପଡୁଛନ୍ତି ଆଉ କିଛି ପିଲା ସିଗାରେଟ୍ ପିଇଲେ, ମୁଭି ଦେଖିଲେ, ସେତେବେଳେ ଅନ୍ୟ ପିଲାଙ୍କୁ ମଧ୍ୟ ଇଚ୍ଛା ହେବ କି ତାଙ୍କ ସହ ମିଶିବା ପାଇଁ। ଆଉ ସେହି ଦିନଠାରୁ ପିଲା ବାପା ମା ଙ୍କୁ କଥା ଲୁଚାଇଥାନ୍ତି।
ଯେମିତି ସ୍କୁଲରେ କାଉନ୍ସିଲର ପିଲାଙ୍କ କଥା ବୁଝିଥାନ୍ତି ସେମିତି ଯଦି ଘରେ ବାପା ପିଲାଙ୍କ କଥା ବୁଝିବେ ତାହେଲେ ପିଲା ଏଭଳି କାମ କରିବେ ନାହିଁ। ଯଦି ଘରେ ବାପା ମା ପିଲାଙ୍କ ବ୍ୟାଗ୍ ରେଗୁଲାର ଚେକ୍ କରିଥାନ୍ତେ ତାହେଲେ ଆଜି ଏପରି ଘଟଣା ହୋଇ ନଥାନ୍ତା ବୋଲି କହିଥିଲେ।
ଆଉ ଜଣେ କୁନି ଛୁଆଟି ଟିଚରଙ୍କୁ ଗାଳି ଦେଉଛି ସେ ବିଷୟରେ ମଧ୍ୟ କହିଥିଲେ। ଆଉ ପିଲାମାନେ ହେଉଛନ୍ତି ମାଟି ହାଣ୍ଡି ତାକୁ ସେହିଭଳି ଗଢ଼ିବା ପାଇଁ ପଡ଼ିବ ବୋଲି ବାପା ମା ଙ୍କୁ ଏଭଳି ମନ୍ତବ୍ୟ ଦେଇଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।