Exclusive: ମନ୍ତ୍ରୀ ନବ ଦାସ୍ ମରିଗଲା, ମୁଁ ମଟନ ଭୋଜି ଦେଲି। ..ଗୋପାଳ ଯାହା କରିଛି ଓଡିଶା ବାସୀ ଙ୍କ ଭଲପାଇଁ କରିଛି ଏମିତି କହିଲେ ମାଉସୀ…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ଗୁଡିକ ଭିତ ରୁ ବର୍ତ୍ତମାନ ଯେଉଁ ଘଟଣା ଟିକୁ ନେଇକି ଚର୍ଚ୍ଚା ହେବାରେ ଲାଗିଛି ତାହା ହେଉଛି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଉପରକୁ ଗୁଳି ଚକାଇବାକୁ ନେଇକି କିଛି ଘଟଣା । ଆଉ ଯେଉଁଠି କ୍ରାଇମବ୍ରାଞ୍ଚ ର ତଦନ୍ତ ଅନୁସାରେ ସମସ୍ତ ଘଟଣା ର ସତ୍ୟା ସତ୍ୟ ଜଣା ପଡିବ ବୋଲି ମଧ୍ୟ କୁହାଯାଉଛି ।ତାହା ସହିତ ସମସ୍ତଙ୍କ ସାମ୍ନା ରେ କେଉଁ ଭଳି ଭାବରେ ASI ଗୋପାଳ ଦାସ ନବ ଦାସ ଙ୍କ ଉପରକୁ ଗୁଳି ଚଳାଇଥିଲା ସେ ସମସ୍ତ ଘଟଣା ବିଷୟରେ ମଧ୍ୟ କହିବାକୁ ଲାଗିବ ବୋଲି କୁହାଯାଉଛି ।ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।

ତେବେ ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି କି ASI ଗୋପାଳ ଦାସ ନବ ଦାସ ଙ୍କ ଉପରକୁ ଗୁଳି ଚଳାଇଛନ୍ତି ବୋଲି ମାନିଛନ୍ତି । କିନ୍ତୁ କଣ ପାଇଁ ସେ ଏହି ଭଳି ଏକ ପଦକ୍ଷେପ ନେଇଥିଲେ ତାହାର ଖୁଲାସା ଆଜି ଯାଏ ହୋଇନାହିଁ ବୋଲି କୁହାଯାଉଛି । ଆଉ ଯେଉଁ ଘଟଣା କୁ ନେଇକି ବରିଷ୍ଠ ଅଧିକାରୀ ଙ୍କ ଉପସ୍ଥିତି ଓ କ୍ରାଇମ ସ୍ପୋର୍ଟ ଆଗରେ ଡେମ ଦେଖାଇବ ଗୋପାଳ ଦାସ ବୋଲି କୁହାଯାଉଛି । ତେବେ କେଉଁଠି ଗୋପାଳ ଅପେକ୍ଷା କରିଥିଲେ ନବ ଙ୍କୁ ଆଉ କେଉଁ ଭଳି ଭାବରେ ସେ ଗୁଳି କରିଥିଲେ ତାହାର ସମସ୍ତ ଡେମ ଦେଖିବ କ୍ରାଇମବ୍ରାଞ୍ଚ ପୋଲିସ ।

ଆଉ ଯାହା କୁହାଯାଉଛି କି ଅଭିଯୁକ୍ତ ଙ୍କୁ 4 ଦିନ ରିମାଣ୍ଡ ରେ ଆଣି ପଚରା ଉଚରା କରୁଛି କ୍ରାଇମ ବ୍ରାଞ୍ଚ ଟିମ ।ତାହା ସହିତ 3d ସ୍କାନର ସାହାଯ୍ୟ ରେ ସାଇଣ୍ଟିଫିକ ଏକ୍ସ ପୋର୍ଟ ଓ ବାଲେଶ୍ଟିକ ଟିମ ଙ୍କର ସହାୟତା ରେ ସାହାଯ୍ୟ ରେ ଯାଞ୍ଚ ଜାରି ରହିଛି । ତାହା ସହିତ CFSL ର ଅଭିଯୁକ୍ତ ଙ୍କର ଫୋରେନସିକ ସାଇଣ୍ଟିଫିକଲ ଅଶେଷମେଣ୍ଟ ଦ୍ୱାରା ଯାଞ୍ଚ କରାଯାଇଛି । ଆଉ ପୋଷ୍ଟ ମୋଟମ ରିପୋର୍ଟ ରୁ ଯାହା ଜଣା ପଡିଛି କି ହାତରେ ଆଘାତ ଲାଗିବ କାରଣରୁ ହୃଦ ରୋଗ ଜନିତ ରୋଗରେ ଅକ୍ଲାନ୍ତ ହେବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି ।

ତେବେ ବର୍ତ୍ତମାନ ନବ ଦାସଙ୍କ ମୃତ୍ୟୁ କୁ ନେଇ ଆଉ ଏକ ଖବର ବହୁତ ଭାଇରାଲ ହେବାରେ ଲାଗିଛି। ଜଣେ ବୃଦ୍ଧା ମହିଳା କହିଥିଲେ କି, ଯଦି ନବ ଦାସଙ୍କ ମୃତ୍ୟୁ ହୋଇଯିବ ତାହେଲେ ସେ ସମସ୍ତଙ୍କୁ ମଟନ ଭୋଜି ଦେବ ବୋଲି। ଆଉ ଯେତେବେଳେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା, ସେ ବୃଦ୍ଧା ମହିଳା ଜଣକ ମଟନ ଆଣି ସମସ୍ତ ପଡ଼ୋଶୀ କୁ ଭୋଜି ଦେଇଥିଲେ। ଆଉ କହିଥିଲେ ଯଦି ନବ ଦାସଙ୍କୁ ଗୋପାଳ ମାରି ନଥାନ୍ତା ତାହେଲେ କିଶୋର ମହାନ୍ତି ନବୀନ ପଟ୍ଟନାୟକଙ୍କୁ ମାରିଥାନ୍ତା। ଗୋପାଳ ଦାସ କୃଷ୍ଣ ରୂପରେ ଆସି ନବ ଦାସଙ୍କୁ ମାରିଛନ୍ତି ବୋଲି କହିଛନ୍ତି। ଏହା ବ୍ୟତୀତ ସେ କହିଥିଲେ ଯଦି ବୃଦ୍ଧା ମହିଳା ଜଣକ ପୁଅ ହୋଇଥାନ୍ତେ ତାହେଲେ ନବ ଦାସଙ୍କୁ ସେ ମାରି ତାକୁ କାଟି କୁକୁରକୁ ଖୁଆଇଥାନ୍ତେ। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ୍ ହେଉଛି।