ହେ ଭଗବାନ ! ନିଜ ରକ୍ତର ଦୁଇ ଭଉଣୀଙ୍କ ସହ ବିବାହ କଲେ ଏହି ବ୍ୟକ୍ତି, କାରଣ ଥିଲା କିଛି ଏମିତି କି ସମସ୍ତେ ହୋଇଥିଲେ ରାଜି ! ପୁରା କାହାଣୀ ଶୁଣିଲେ ଆପଣ ଙ୍କ ପାଦ ତଳୁ ମାଟି ଖସିଯିବ……..
ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ ଯାହାକୁ ଶୁଣିଲେ ନିଶ୍ଚିତ ରୂପରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । କାରଣ ଆପଣ ମାନେ କେବେ ସେପରି କଥା ଶୁଣିନଥିବେ କି ଦେଖିନଥିବେ ମଧ୍ୟ । କାରଣ ଆମ ଦେଶ ଭାରତରେ ତାହାକୁ ଏକ ପବିତ୍ର ସଂପର୍କ ବୋଲି ମାନାଯାଏ ଏବଂ ତାହାର ମାନ୍ୟତା ମଧ୍ୟ ବହୁତ ରହିଛି । ଏହା ସହିତ ଏହି ବନ୍ଧନକୁ ରକ୍ଷାକୁ ପୂରଣ କରିବା ପାଇଁ ରାକ୍ଷୀ ବନ୍ଧନ ନାମକ ଏକ କଥା ମଧ୍ୟ ରହିଛି ଯେଉଁଥିରେ ଜଣେ ଭଉଣୀ ତାହାର ଜୀବନ ରକ୍ଷୀ କରିବା ପାଇଁ ତାର ଭାଇକୁ ରାକ୍ଷୀ ବାନ୍ଦିଥାଏ ଏବଂ ତାର ସୁଖରେ ଦୁଃଖରେ ସର୍ବଦା ତାର ଭାଇ ତା ସହିତ ଛିଡା ହୋଇଥାଏ ।
ମାତ୍ର ଆପଣ ମାନେ କେବେବି ଭାଇ ଭଉଣୀର ବିବାହ କଥା ଶୁଣିଛନ୍ତି କି । ତେବେ ଏହାକୁ ଆମେ ମାନେ କହିବା ମଧ୍ୟ ଆମର ପାପା କାରଣ ଭାଇ ଭଉଣୀ ସଂପର୍କ ହେଉଛି ଏକ ପବିତ୍ର ସଂପର୍କ ଏମାନଙ୍କ ମଧ୍ୟରେ ଏପରି ଏକ କଥା କହିବା ଭୁଲ ଅଟେ ।
ଆମେ ମାନେ ଆପଣ ମାନଙ୍କୁ ଏପରି ଏକ କଥା କହିବାର ମାନେ ଏହା କି ଏହିପରି ଏକ ଘଟଣା ଏବେ ଆମ ମାନଙ୍କ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ଭାଇ ନିଜର ଦୁଇ ଭଉଣୀକୁ ବିବାହ କରିଛନ୍ତି । ତେବେ ଏହା ଏକ ଟ୍ୱିଷ୍ଟ ଅଟେ ଯାହାକି ବାି ହୋଇ ଦଉଇ ଭଉଣୀକୁ ବିବାହ କରିଛି ।
ଏହି ଘଟଣାଟି ଘଟିଛି ପାକିସ୍ଥାନରେ , ପାକର ଏକ ଯୁବକ ନାମ ଅଜହର ହେଦରି ଯିଏ କି ଦୁଇ ଭଉଣୀ ଜଣେ ମାମୁଁ ଝିଅ ଅନ୍ୟ ଜଣେ ଦାଦା ଝିଅଙ୍କୁ ବିବାହ କରିଛି । ସୂଚନା ଅନୁସାରେ ଅଜହର ଛୁଆବେଳେ ତାଙ୍କ ନିର୍ବନ୍ଧ ତାଙ୍କ ସମ୍ପର୍କୀୟ ଭଉଣୀ ସହ ହୋଇଥିଲା ମାତ୍ର ପରେ ବଡ ହେବା ପରେସେ ଅନ୍ୟ ଜଣେ ଭଉଣୀକୁ ଭଲ ପାଇଥିଲେ ଏହା ପରେ ଘର ଲୋକମାନେ ଚିନ୍ତାରେ ପଡିଗଲେ ସେହି ସମୟରେ ଅଜହର କହିଥିଲ କି ସେ ଦୁଇ ଜଣଙ୍କୁ ବିବାହ କରିବେ ବୋଲି ।
ତେବେ ତାଙ୍କର ଏପରି ଏକ କଥାରେ ଘର ଲୋକ ମଧ୍ୟ କେହି ବିରୋଧ କରିନଥିଲେ ବରଂ ସେମାନଙ୍କର ବିବାହ ହୋଇଥିଲା । ଏବେ ସେମାନେ ଭଉଣୀ ବଦଳରେ ଅଜହରଙ୍କର ସ୍ତ୍ରୀ ପାଲଟିଛନ୍ତି ।
ଅଜହରଙ୍କର ଏହି ନିର୍ଣ୍ଣୟକୁ ଅନେକ ଲୋକମାନେ ବହୁତ ବିରୋଧ କରିଛନ୍ତି ମାତ୍ର ଅନ୍ୟ ଲୋକମାନେ ଠିକ ବୋଲି ମଧ୍ୟ କହିଛନ୍ତି । ତେବେ ସମସ୍ତଙ୍କର ଉତ୍ତର ସମାନ ନଥାଏ ମାତ୍ର ଏହା କେତେ ଦୂର ଠିକ କି ଭୁଲ ତାହା ଆପଣ ମାନଙ୍କୁ ଜଣାଥିବ । କାରଣ ସେ ସଂପର୍କୀୟ ଭଉଣୀ ହେଲେ ମଧ୍ୟ ଭଉଣୀ ଅଟନ୍ତି ତେବେ ଭାରତରେ ହୁଏତ ସେପରି ଘଟଣା ଏବେ ପର୍ଯ୍ୟନ୍ତ ଘଟିନାହିଁ ଏବଂ ଆଗକୁ ୟେପରି ଏମିତି ନହେବ ସେଥିପାଇଁ ମଧ୍ୟ ସମସ୍ତେ ଯତ୍ନବାନ ହେବା ଉଚିତ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।