ଓଡ଼ିଆ ଅଭିନେତ୍ରୀ Varsha Priyadarshini ଙ୍କର ଏମିତି କିଛି ଫୋଟୋ, ଜୀବନରେ କେବେ ଦେଖି ନଥିବେ…
ତେବେ ଆମେ ସିନେମା ଦେଖିବା ପାଇଁ ଖୁବ ଭଲ ପାଇଥାଉ କାରଣ ଏହାର ଆମର ମନରଞ୍ଜନ କରାଇବା ସହିତ ଥିବା ଟେନ୍ସନ ମଧ୍ୟ କିଛି ସମୟ ପାଇଁ ଦୂରେଇ ଦେଇ ଥାଏ | ତେବେ କଳା ଜଗତ ରେ ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ତାଙ୍କର ଅଭିନୟ ମାଧ୍ୟମ ରେ ଦର୍ଶକ ଙ୍କର ପ୍ରିୟର ପାତ୍ର ହୋଇ ପାରିଛନ୍ତି | ଦର୍ଶକ ଙ୍କର ମଧ୍ୟ ନିଜ ନିଜର ଏକ ପ୍ରିୟ କଳାକାର ରହିଥାନ୍ତି ଯାହାଙ୍କର ଫିଲ୍ମ ହେଉ କି ବ୍ୟକ୍ତିଗତ ଜୀଵନ ସମ୍ପର୍କ ରେ ହେଉ ତାହା ଜାଣିବା ପାଇଁ ଖୁବ ଆଗ୍ରହ ପ୍ରକାଶ କରି ଥାଆନ୍ତି | ତେବେ ଆଜି ସେଭଳି ଏକ ଚମତ୍କାରୀ ଅଭିନେତ୍ରୀ ଙ୍କ ସମ୍ପର୍କ ରେ କହିବୁ ଯିଏ କି ସମସ୍ତ ଦର୍ଶକଙ୍କ ହୃଦୟରେ ରାଜ କରନ୍ତି |
ଓଲିଓଡ଼ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନି ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣିଛନ୍ତି ଯିଏ କି ଓଡ଼ିଆ ସିନେମା ଜଗତ ର ଏକ ନମ୍ବର ୱାନ ଅଭିନେତ୍ରୀ ଭାବେ ପରିଚିତ | ସେ ବହୁ ବର୍ଷ ରୁ ଏହି ଫିଲ୍ମ ଜଗତ ରେ ପାଦ ଦେଇ ଥିଲେ ଆଉ ଅନେକ ଗୁଡିଏ ଫିଲ୍ମ ରେ କାମ କରି ନିଜ ଚୁଲବୁଲି ଅଭିନୟ ମାଧ୍ୟମ ରେ ଦର୍ଶକ ଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି |
ସିନେମା ଜଗତ ରେ ଯେତେ ବି ବଡ଼ ବଡ଼ କଳାକାର ଅଛନ୍ତି ସେ ସମସ୍ତ ଙ୍କ ସହିତ ପ୍ରାୟ କାମ କରି ସାରିଛନ୍ତି ଆଉ ସଫଳତା ମଧ୍ୟ ହାସଲ କରି ପାରିଛନ୍ତି | ତେବେ ଆଜି ବର୍ଷା ପ୍ରିୟଦର୍ଶନି ଙ୍କ କ୍ୟାରିୟର ସମ୍ପର୍କ ରେ ଆଲୋଚନା କରିବା |
ବର୍ଷା ପ୍ରିୟଦର୍ଶିନୀ ଙ୍କର ଏଜ ଓ ଫେମିଲି :-
ତେବେ ଓଲିଓଡ଼ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନି ଅଗଷ୍ଟ 1984 ରେ ଜନ୍ମ ଗ୍ରହଣ କରିଥିଲେ ବୋଲି କୁହାଯାଉଛି | ଆଉ ଯାହା କୁହା ଯାଉଛି କି କି ବର୍ଷା ପ୍ରିୟଦର୍ଶିନୀ କଟକ ଠାରେ ଜନ୍ମ ଗ୍ରହଣ କରିଥିଲେ | ତାଙ୍କର ଫେମିଲି ଙ୍କ ସହିତ ସେ କଟକ ରେ ରହୁଥିବା ନେଲେ ଅନୁଭବ ମହାନ୍ତି ଙ୍କୁ ସେ ବିବାହ ମଧ୍ୟ କରିଥିଲେ |
ବର୍ଷା ପ୍ରିୟଦର୍ଶିନୀ ଙ୍କର ଏଜୁକେଶନ :-
ବର୍ଷା ପ୍ରିୟଦର୍ଶନି କଟକ ରେ ହିଁ ରହି ତାଙ୍କର ପାଠପଢା କରି ଥିଲେ ଏବଂ ସାଇଲାବାଲ ମହିଳା କଲେଜ ରେ ମଧ୍ୟ ତାଙ୍କର ଶିକ୍ଷା କରିଥିଲେ | ଓଡ଼ିଆ ସହିତ ଅନେକ ବଙ୍ଗଳା ଫ୍ଲିମ ରେ ମଧ୍ୟ ବର୍ଷା ପ୍ରିୟଦର୍ଶିନୀ ଅଭିନୟ କରି ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଏବଂ 2001 ମସିହା ରେ ବର୍ଷା ପ୍ରଥମେ ଅଭିନୟ ଜଗତରେ ପାଦ ଦେଇଥିଲେ |
ଆଉ ତାହା ପରେ ଅନେକ ଓଡ଼ିଆ ଫ୍ଲିମ ରେ କାମ କରି ଦର୍ଶକ ମାନଙ୍କର ବର୍ଷା ପ୍ରିୟ ଆଉ ପ୍ରସଂଶା ର ପାତ୍ର ମଧ୍ୟ ହୋଇ ପାରିଛନ୍ତି | ଅନୁଭବ ମହାନ୍ତି ଙ୍କୁ ସେ ପ୍ରେମ ବିବାହ କରି ଥିଲେ କିନ୍ତୁ ପାରିବାରିକ କଳହ କାରଣ ରୁ ଦୁହେଁ ଏବଂ ଅଲଗା ମଧ୍ୟ ହୋଇ ଯାଇଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।