ଭାଇରାଲ ଭିଡିଓକୋଣାର୍କ ଗଣନାଟ୍ୟ ରେ Love Song ” କୁନି କଳାକାର ନାଚିଲେ ପେଣ୍ଡାଲ ରେ ସବୁ ଦର୍ଶକ ଛିଡ଼ା ହୋଇ ତାଳି ମାରିଲେ ଖୁସି ହୋଇ “… ମାତ୍ର 4 ଘଣ୍ଟାରେ ୮୯ Million ରୁ ଅଧିକ ଲୋକ ଦେଖି ସାରିଲେଣି..
ତେବେ ସୋସିଆଲ ମିଡ଼ିଆରେ ପ୍ରତେକ ଦିନ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ଯାତ୍ରା ଜଗତରେ ଏକ ଦମଦାର ଟାଇଟେଲ ସଙ୍ଗ ର ଗୀତ ଟି | ଆଉ ଯେଉଁଥିରେ ବେଶ ସୁନ୍ଦର ଭାବରେ ଅଭିନୟ କରିବାକୁ ଲାଗିଛନ୍ତି ଯାତ୍ରା ଟିରେ ମୁଖ୍ୟ ଭୂମିକାରେ କାମ କରୁଥିବା ହିରୋ ଆଉ ହିରୋଇନ ଜଣଙ୍କ |
ତାହା ସହିତ ଦେଖିବାକୁ ମିଳିଛି କି ଏହି ଗୀତ ଟିରେ କୁନି କଳାକାର ମାନେ ମଧ୍ୟ ସେମାନଙ୍କର ଅଭିନୟ ର ଝଲକ ଦେଖାଇବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ସେହି ଯାତ୍ରା ଗୀତ ଟି ଉପରେ ନଜର ପକାଇବା |
ତେବେ କୁହାଯାଏ ଯାତ୍ରା ଟି ଭଲ ହେବ କୁ ଖରାପ ତାହା ଯାତ୍ରା ରେ ହେଉଥିବା ଅଭିନୟ ଓ ତାହା ସହିତ ମୂଳ କଥା ଟି ହେଉଛି ଯାତ୍ରା ଟିର ନାମ କାରଣ | ଯଦି ଯାତ୍ରା ଟିର ଟାଇଟେଲ ଟି ମନହୋର ହୋଇଥିବ ତାହେଲେ ତାହେଲେ ଯାତ୍ରା ଟିକୁ ଦେଖିବା ପାଇଁ ଲୋକ ମାନଙ୍କର ଆଗ୍ରହ ବଢିବାକୁ ଲାଗିଥାଏ ବୋଲି କୁହାଯାଉଛି |
ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ହେଉଛି ଏକ ଟାଇଟେଲ ସଙ୍ଗ ର ଦମଦାର ଭିଡ଼ିଓ ଟି | ଆଉ ଯେଉଁଥିରେ ସୁନ୍ଦର ଭାବରେ ଗୀତ ସହିତ ଅଭିନୟ ର ଝଲକ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଯାତ୍ରା କଳାକାର ମାନେ ବୋଲି କୁହାଯାଉଛି |
ତେବେ କୋଣାର୍କ ଗଣନାଟ୍ୟ ରେ ପ୍ରକାଶ ପାଇଛି ଏହି ଭଳି ଏକ ସୁନ୍ଦର ମନ ପସନ୍ଦିଆ ଯାତ୍ରା ର ଟାଇଟେଲ ସଙ୍ଗ ଟି | ଆଉ ଯେଉଁ ଗୀତ ଟିର ନାଁ ହେଉଛି “ତୋ ବିନା ମୁଁ ଅଧା ଅଧା ” ଗୀତ ଟି | ତେବେ ଏହି ଗୀତ ରେ ସୁନ୍ଦର ଭାବରେ ଅଭିନୟ ସାଙ୍ଗକୁ ମା ବାପା , ଛୁଆଁ ଙ୍କ ସହିତ ପରିବାର ର ସମସ୍ତେ କେମିତି ସୁନ୍ଦର ଭାବରେ ମନ ଖୁସି ରେ ଅଛନ୍ତି ତାହା ଦର୍ଶା ଯାଇଛି | ତାହା ସହିତ ବାପା ମା ଙ୍କ ପାଇଁ ନିଜ ର ସନ୍ତାନ ଯେ କେତେ ବଡ଼ ହୋଇଥାଏ ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି |
ବାପା, ମା ଙ୍କ ସହିତ ଛୁଆଁ ଭିତରେ ଥିବା ନିବିଡ଼ ସ୍ନେହ ଓ ଭଲ ପାଇବା ର ଦୃଶ୍ୟ ଏହି ଟାଇଟେଲ ସଙ୍ଗ ଟିରେ ଦେଖିବାକୁ ମିଳିଛି | ତାହା ସହିତ ଯାତ୍ରା କଳାକାର ମାନେ ମଧ୍ୟ ବେଶ ସୁନ୍ଦର ଭାବରେ ତାଙ୍କର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି | କୁନି କଳାକାର ମାନେ ମଧ୍ୟ ଏହି ଗୀତ ରେ ନିଜ ର ପୋରଫୋମେନ୍ସ ଦେଖାଇଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।