ଦେଖନ୍ତୁ ମୃତ୍ୟୁର LIVE ଭିଡିଓ : ବିଚ ରାସ୍ତାରେ ଯାତ୍ରୀ ବାହୀ ବସ୍ ସହ ପିଟି ହେଲା ଫର୍ଚ୍ୟୁନର ,ଆଉ ତା’ ପରେ ଦେଖନ୍ତୁ ସଂମ୍ପୂର୍ଣ୍ଣ ଭିଡିଓ…

ଅନେକ ସମୟରେ ଆପଣ ଅନେକ କିଛି ଏମିତି ଘଟଣା ର ଖବର ସଂସ୍ପର୍ଶରେ ଆସୁଥିବେ ଯାହା ଶୁଣିଲେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗୁଥିବ। ଏହିପରି କିଛି ଘଟଣା ଆମକୁ ବହୁତ୍ ଦୁଃଖିତ କରିଥାଏ। ତେବେ ଏହା ସତ ଯେ କେତେବେଳେ କାହା ସହ କଣ ଦୁର୍ଘଟଣା ଘଟିଯିବ, କାହାର ଜୀବନ ଚାଲିଯିବ ତାହା କହିହେବ ନାହିଁ। କିନ୍ତୁ ଆମେ କେବଳ ସଚେତନ ରହି ପାରିବା। ଆପଣ ତ ଜାଣିଛନ୍ତି କିଛି ଘଟଣା ଏମିତି ରହିଛି ଯାହା ଏମିତି ଅଚାନକ ଭାବରେ ଘଟି ଯାଇଥାଏ ତାକୁ ବିଶ୍ବାସ କରିବା ସମ୍ଭବ ନୁହେଁ। କିନ୍ତୁ ବେଳେବେଳେ ସାମାନ୍ଯ ଅସାବଧାନତା ପାଇଁ ବେଳେବେଳେ ବଡ ବଡ଼ ଦୁର୍ଘଟଣା ସବୁ ଘଟି ଯିବାର ସମ୍ଭାବନା ରହିଥାଏ।

ଏସବୁ ଦୁର୍ଘଟଣା ସମୟ ସମୟରେ ହଠାତ୍ ହୋଇଥାଏ ତ ପୁଣି କେତେବେଳେ ଅଜାଣତରେ ଘଟିଥାଏ। ତେବେ ବହୁତ୍ ଏହି ଭଳି ଘଟଣା ରହିଛି ତାହା ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ। ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ। ଏପରି ଘଟଣା ସମସ୍ତଙ୍କୁ ଗଭୀର ଆଘାତ ପହଞ୍ଚାଇ ଥାଏ।

 

କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଆମେ ବାସ୍ତବରେ ବିଚଳିତ ହୋଇ ପଡ଼ିଥାଉ। ସେହିପରି ଗୁଜରାଟରେ ଏକ ସଡକ ଦୁର୍ଘଟଣାରେ ଅନେକ ଲୋକଙ୍କର ଜୀବନ ଚାଲିଯାଇଥିବାର ଭିଡିଓ ଭାଇରାଲ ହେଉଛି ।

ଏମିତି ଏକ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ନକ୍ସାରୀ ଜିଲ୍ଲାର NH -48ରେ |ଶନିବାର ଦିନ ସକାଳ ପାଲଟିଛି କାଳ ଏହି ଦିନ ସକାଳ ପ୍ରବଳ କୁଦୁଡ଼ି ହେତୁ ଏହି ଦୁର୍ଘଟଣା ଘଟିଛି,ଏହି ଘଟଣା ସାରା ଜିଲ୍ଲାକୁ ଦୁହୁ୍ଲାଇ ଦେଇଛି |ଏହି ଘଟଣାରେ ବସ ଓ ଫର୍ଚ୍ୟୁନର ଉଭୟ ଦୁଇଜଣଙ୍କ ମଧ୍ୟରେ ଦୁର୍ଘଟଣା ଘଟିଥିଲା | ଘଟଣା ଅନୁଯାଇ ବସଟି ସୁରଟରୁ ବସଘାଟ ଯାଉଥିଲା ଆଉ ସେପଟେ ଅଧିକ କୁହୁଡି କାରଣରୁ ଫର୍ଚ୍ୟୁନର ଗାଡିଟି ନିଜର ଭାରସାମ୍ୟ ହରାଇ ରାସ୍ତାରେ ଏପଟ ସେପଟ ହୋଇ ଆସି ବସରେ ଧକ୍କା ହୋଇଥିଲା |ଏହି ଦୁର୍ଘଟଣା କାରଣରୁ ଫର୍ଚ୍ୟୁନର ଗାଡ଼ିରେ ବସିଥିବା ନଅ ଜଣ ବ୍ୟକ୍ତିଙ୍କର ଏକା ସାଙ୍ଗରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା |

ବସରେ ବସିଥିବା ଯାତ୍ରୀ ମାନେ ମୃତୁ ବରଣ ନକରିଥିଲେ ମଧ୍ୟ ଅଧିକ ଗୁରୁତର ହୋଇଥିଲେ, ଏହି ଘଟଣା ପରେ ପରେ ବସ ଡ୍ରାଇଭରର ହୃତଘାତ ଜନିତ ମୃତ୍ୟୁ ବରଣ ହୋଇଥିଲା |ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏହି ଫର୍ଚ୍ୟୁନର ରେ ଥିବା ବ୍ୟକ୍ତି ମାନକୁ ଗ୍ୟାସ କଟରେ କାଟି ବାହାର କରା ଯାଇଥିଲା, ଏହି ଦୁର୍ଘଟଣା ଖବର ପାଇଁ ସ୍ଥାନୀୟ ପୋଲିସ ସେଠାରେ ଉପସ୍ଥିତ ଥିବା ସମୟରେ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହିତ ସେମାନଂକୁ ପୋଷ୍ଟ ବଟମ କରିବା ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇ ଥିଲେ |ଗୁରୁତ୍ୱର ହୋଇଥିବା ବ୍ୟକ୍ତିମାନଙ୍କୁ ମଧ୍ୟ୍ୟ ଆମ୍ବୁଲାନ୍ସ ସାହାଯ୍ୟରେ ବେଟର ଚିକିତ୍ସା ପାଇଁ ପଠାଇଥିଲେ |ବର୍ତମାନ ସୋସିଆଲ ମିଡିଆରେ ଏହି ସଡ଼କ ଦୁର୍ଘଟଣା ଖବର ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |