ନାଚ୍ ଓଡ଼ିଶା, ଏଥର ନାଚିବେ ମା ଶୋ ରେ ଗ୍ରାଣ୍ଡ ଫିନାଲେ ରେ ମା ମାନେ କଲେ ଜବରଦସ୍ତ ଡ୍ୟାନ୍ସ।

ଆପଣ ତ ବିଭିନ୍ନ ପ୍ରକାର ଡାନ୍ସ ଏବଂ ଡାନ୍ସ ର ଭିନ୍ନ ଭିନ୍ନ ଷ୍ଟାଇଲ ସବୁ ଅନେକ ସମୟରେ ଦେଖିବାକୁ ପାଉଥିବେ।ନୃତ୍ୟ ଏକ ଏମିତି କଳା ଯାହା ନିରସ ଜୀବନରେ ରସ ଏବଂ ଆନନ୍ଦ ଭରି ଦେଇଥାଏ। ନାଚ ଦେଖିଲା ମାତ୍ରେ ହିଁ ମନ ଭିତରେ ଏକ ଭିନ୍ନ ପୁଲକ ଭରି ଯାଇଥାଏ। ଅନେକ ସମୟରେ ଆମେ ଅନେକ କିଛି ଡାନ୍ସ ର ଭିଡିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ପାଇଥାଉ। ସେହିପରି ଆପଣ ତ ଅନେକ ଯୁବକ ଯୁବତୀ ମାନଙ୍କର ଅନେକ ଡାନ୍ସ ଯାତ୍ରାରେ ଦେଖିଥିବେ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ।

କାରଣ ଡାନ୍ସ ର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ଭରି ରହିଥାଏ।ଡାନ୍ସ ଭିଡିଓ ଦେଖି ମନ ଝୁମି ଉଠିଥାଏ।ଯେ କୌଣସି ବି ଡାନ୍ସ ଭିଡିଓ ଯେତେବେଳେ ବି ସାମ୍ନାକୁ ଆସିଥାଏ ତାହା ବେଶ୍ ଆନନ୍ଦ ଦାୟକ ହୋଇଥାଏ ଏବଂ ମନୋରଞ୍ଜନ ପୂର୍ଣ୍ଣ ହୋଇଥାଏ ଦେଖିବାକୁ। ସେଥିପାଇଁ

 

କେହି ନାଚୁ ଥିବାର ଭିଡିଓ ଦେଖିବାକୁ ଭଲ ଲାଗିଥାଏ। ସେହିପରି କିଛି ସୁପରହିଟ ଡାନ୍ସ ଭିଡିଓ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଆପଣଙ୍କୁ କହି ରଖୁଛୁ ଯେ ଏହା ହେଉଛି ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ଏକ ରିଏଲିଟି ଶୋ, ନାଚ୍ ଓଡ଼ିଶାର ରିୟଲିଟି ଶୋ ବିଷୟରେ। ଯେଉଁ ଶୋ ରେ ଅଡିଶନ ରାଉଣ୍ଡ ପାଖରୁ ଆରମ୍ଭ କରି ସମସ୍ତ ମା ମାନେ ଜବରଦସ୍ତ ଡାନ୍ସ ପ୍ରଦର୍ଶନ କରିଥିଲେ।

ତେବେ ଆପଣ ମାନେ ଜାଣିଛନ୍ତି ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ଏକ କାର୍ଯ୍ୟକ୍ରମ,ଏକ ଡାନ୍ସ ର ରିଏଲିଟି ଶୋ ଯାହା ସମସ୍ତଙ୍କ ର ବେଶ୍ ପସନ୍ଦର ଏବଂ ପ୍ରିୟର ଶୋ ହୋଇ ପାରିଛି।ଏହି ଶୋ ର ନାମ ହେଉଛି ନାଚ ଓଡ଼ିଶା।

ଏଥିରେ ନିଜର ପ୍ରତିଭାକୁ ଦେଖାଇ ଆଗକୁ ଯିବାକୁ ଚାହୁଁଥିବା ଆଶାୟୀ ବା ପ୍ରତିଯୋଗୀ ମାଆ ମାନଙ୍କ ପାଇଁ ଏହି ମଞ୍ଚ ଡାନ୍ସ ର ଏକ ସୁନ୍ଦର୍ ସୁଯୋଗ ସୃଷ୍ଟି କରିଛି।ତେବେ ଏହି ଶୋ ର ଲୋକପ୍ରିୟତା ବି ବହୁତ୍ ଅଧିକ ରହିଛି। ଏହାକୁ ଦେଖିବାକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ଆପଣ ଦେଖିଥିବେ ଏହି ଡାନ୍ସ ର ମଞ୍ଚରେ ଅନେକ ଜଣ ଆସି ତାଙ୍କର ପ୍ରତିଭା ଦେଖାଉ ଅଛନ୍ତି।

ଆଉ ଅଡିଶୋନ ରାଉଣ୍ଡ ରୁ ଅନେକ ପ୍ରତିଯୋଗୀ ତାଙ୍କର ପ୍ରଦର୍ଶନ ଦେଖାଇ ବି ସାରିଲେଣି। ସେହିପରି ଅଡିଶନ ରାଉଣ୍ଡ ରୁ ଆସି ମା ମାନେ ଜବରଦସ୍ତ ଡ୍ୟାନ୍ସ କରି ଗ୍ରାଣ୍ଡ ଫିନାଲେ ରେ ଆସି ପହଞ୍ଚି ପାରିଛନ୍ତି। ଆଉ ସେମାନେ ଏପରି ଆକର୍ଷଣୀୟ ଭାବରେ ଏବଂ ଆକର୍ଷିତ କଲାଭଳି ଗେଟ୍ ଅପ୍ ରେ ଆସି ଷ୍ଟେଜ୍ ଉପରେ ଡ୍ୟାନ୍ସ କରୁଛନ୍ତି ତାହା ଦେଖିଲେ ଆପଣ ବି ଖୁସି ହୋଇଯିବେ।ତେବେ ମା ମାନେ ଯିଏ ଯାହାର ଗୀତ ଅନୁସାରେ ଜବରଦସ୍ତ ଡ୍ୟାନ୍ସ କରି ଜଜ୍ ମାନଙ୍କୁ ଖୁସି କରିଥିଲେ।ସେମାନେ ଯେମିତି ଭାବରେ ଏହି ଡାନ୍ସ କୁ ଦେଖାଉଛନ୍ତି ତାହାକୁ ଦେଖି ବିଚାରକ ମାନେ ବେଶ୍ ପସନ୍ଦ କରିବା ସହିତ ପ୍ରଶଂସା ବି କରୁଛନ୍ତି। ଆପଣ ବି ଏହି ଡାନ୍ସକୁ ନିଶ୍ଚିତ ପସନ୍ଦ କରିବେ।