ଦୀର୍ଘ 51 ବର୍ଷପରେ ବିରଳ ଦୋଳ ପୂର୍ଣ୍ଣିମା 2023 ହୋଲି | ଏହି ୫ଟି ରାଶିରେ ଭୟଙ୍କର ଘଟଣା …ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ ଏବଂ କେଉଁ ରାଶି ପାଇଁ ଅଶୁଭ..

୭ ମାର୍ଚ୍ଚ ମଙ୍ଗଳବାର ଦିନ ପଡ଼ୁଅଛି ପବିତ୍ର ଦୋଳପୂର୍ଣ୍ଣିମା। ଏହି ଦୋଳପୂର୍ଣ୍ଣିମା ଦିନ ଗ୍ରହ ରେ ବନିବାକୁ ଯାଉଛି ଅଦ୍ଭୁତ ମହାସଂଯୋଗ। ଯାହାଫଳରେ ଏହି ୫ ଟି ରାଶିର ଭାଗ୍ୟ ଚମକିବାକୁ ଯାଉଛି। ପ୍ରଭୁ ଶ୍ରୀ କୃଷ୍ଣଙ୍କ କୃପାରୁ ଏମାନଙ୍କର ଭାଗ୍ୟ ର କବାଟ ଖୋଲିବାକୁ ଯାଉଛି। ଏମାନଙ୍କର ସମସ୍ତ ଇଚ୍ଛା ପୂରଣ ହେବାକୁ ଯାଉଛି। ଏହି ଥର ଦୋଳପୂର୍ଣ୍ଣିମା ଫାଲଗୁନ ମାସ ଶୁକ୍ଳପକ୍ଷ ଦଶମୀ ତିଥି ରେ ପଡ଼ୁଅଛି। ଏହି ଦିନ ଶୁଭ ଯୋଗ ବନୁଅଛି। ଯାହାର କାରଣରୁ ଏହି ଦୋଳପୂର୍ଣ୍ଣିମା ର ଲାଭ ଏହି ରାଶି ମାନଙ୍କୁ ମିଳିବାକୁ ଯାଉଛି।

ଏହିଥର ଦୋଳପୂର୍ଣ୍ଣିମା ରେ ଚାରୋଟି ଗ୍ରହ ଏକା ସାଙ୍ଗରେ ବସିଛନ୍ତି। ଅର୍ଥାତ୍ ମକର ରାଶି ରେ ବୁଧ, ମଙ୍ଗଳ ଶୁକ୍ର ଏବଂ ଶନିଙ୍କର ବି ବନୁଅଛି। ଯାହାର କାରଣରୁ ଏହି ବର୍ଷ ଦୋଳପୂର୍ଣ୍ଣିମା ଆହୁରି ଖାସ୍ ବନୁଅଛି।

ଏହି ଦୋଳପୂର୍ଣ୍ଣିମା ସର୍ବସିଦ୍ଧି ଯୋଗ ଏବଂ ଅମୃତ ସିଦ୍ଧି ଯୋଗ ନେଇ ଆସିଛି। ଏତେସାରା ଯୋଗ ମଧ୍ୟ ବନୁଅଛି। ମା ଲକ୍ଷ୍ମୀ ଙ୍କୁ ଧନର ଦେବୀ କୁହାଯାଏ। ତେଣୁ ଏହି ୫ ଗୋଟି ରାଶିର ଭାଗ୍ୟରେ ଧନ ଲାଭର ଯୋଗ ବନୁଅଛି। ଦୋଳପୂର୍ଣ୍ଣିମା ହିନ୍ଦୁ ଧର୍ମ ମାନଙ୍କର ଏକ ବଡ଼ ପର୍ବ ଅଟେ।ଦୋଳି ବା ଝୁଲଣ ଭଳି ବିମାନରେ ରାଧାକୃଷ୍ଣ କୁ ବସାଇ ପରିକ୍ରମା କରୁଥିବାରୁ ଏହାର ନାମ ଦୋଳଯାତ୍ରା ହୋଇଅଛି। ଫାଲଗୁନ ମାସ ଶୁକ୍ଳପକ୍ଷ ଦଶମୀ ଠାରୁ ଏହା ଆରମ୍ଭ ହୋଇ ପୂର୍ଣ୍ଣମୀ ହୋଇ ହୋଲି ପର୍ବ ର ଶେଷ ହୋଇଥାଏ। ଫଗୁ ଦଶମୀ ଦିନ ମନ୍ଦିରରେ ଥିବା ରାଧାକୃଷ୍ଣ ଙ୍କୁ ସଜାଇ ବିମାନରେ ବସା ଯାଇଥାଏ। ଦୋଳପୂର୍ଣ୍ଣିମା ପରଦିନ ହୋଲିର ପର୍ବ ପାଳନ କରାଯାଏ। ତେବେ ଏହି ଦୋଳପୂର୍ଣ୍ଣିମା ଦିନ ଶ୍ରୀ କୃଷ୍ଣଙ୍କ କୃପାରୁ ଏହି ୫ଟି ରାଶିରେ ଧନର ବର୍ଷା ହେବାକୁ ଯାଉଛି। ତେବେ ଜାଣିବା ସେହି ୫ ଟି ରାଶି ବିଷୟରେ।

1- କନ୍ୟା ରାଶି

ଶ୍ରୀ କୃଷ୍ଣଙ୍କ କୃପାରୁ କନ୍ୟା ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଆଗରୁ ଥିବା ସମସ୍ୟା ଦୂର ହେବା ସହିତ ଏମାନଙ୍କ ଜୀବନର ସମସ୍ତ ଚିନ୍ତା ମଧ୍ୟ ଦୂର ହେବ ।ଏହି ରାଶିର ବ୍ୟକ୍ତିମାନେ ବର୍ତମାନ ଯେଉଁ ବ୍ୟବସାୟ ଆରମ୍ଭ କରିବେ ସେଥିରେ ସେମାନେ ନିଶ୍ଚିତ ସଫଳତା ଅର୍ଜନ କରିବେ ।ଏହି ସମୟରେ ଏମାନେ ଗୁରୁଜନ ମାନଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ସହିତ ଚାକିରୀ କ୍ଷେତ୍ରରେ ପଦନ୍ନତି ହେବାର ମଧ୍ୟ ଆଶା ରହିଛି ।

2- ସିଂହ ରାଶି

ଏହି ବ୍ୟକ୍ତମାନଙ୍କ ଜୀବନ ଆଗାମୀ ସମୟ ଶୁଭ ହେବା ସହିତ ଜୀବନରେ ସର୍ବଦା ଖୁସିରେ ରହିବେ, ତାହା ସହିତ ଏମାନେ ଜୀବନରେ କେବେ କୌଣସି କ୍ଷେତ୍ରରେ ପଛ ଘୁଞ୍ଚା ମଧ୍ୟ ଦେବେ ନାହିଁ ।ଏହି ସମୟରେ ଆପଣଙ୍କ ପୂର୍ବରୁ ରହିଥିବା ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହେବା ସହିତ ଆଗରୁ ଅଟକି ରହିଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହେବ ।

 

3- ବୃଷ ରାଶି

ବୃଷ ରାଶିର ବ୍ୟକ୍ତିମାନଙ୍କ ଜୀବନରେ ବଡ଼ ପରିବର୍ତନ ଆସିବା ସହିତ ଏମାନେ ଜୀବନରେ ଯେଉଁ କାର୍ଯ୍ୟରେ ହାତ ସେଥିରେ ନିଶ୍ଚିତ ସଫଳତା ପ୍ରାପ୍ତ କରିବେ ।ଏହି ବ୍ୟକ୍ତିମାନଙ୍କ ଜୀବନରେ ରହିଥିବେ ଅନେକ ସମସ୍ୟା ଦୂର ହେବା ସହିତ ଆପଣଙ୍କ ପାରିବାରିକ ଶାନ୍ତି ମଧ୍ୟ ଲାଗି ରହିବ ।

୪- ତୁଳା ରାଶି

ତୁଳା ରାଶିର ବ୍ୟକ୍ତିମାନଙ୍କ ଉପରେ ଗ୍ରହ ମାନଙ୍କ ଶୁଭ ପ୍ରଭାବ କାରଣରୁ ଏବଂ ଶ୍ରୀ କୃଷ୍ଣଙ୍କ କୃପାରୁ ଏହି ସମୟରେ ସେମାନଙ୍କର ଆର୍ଥିକ ସମସ୍ୟା ଦୂର ହେବା ସହିତ ଏମାନେ ଜୀବନରେ କେବେ ଅଭାବ ଅନୁଭବ କରିବେ ନାହିଁ ।ଏମାନେ ବର୍ତମାନ ସମୟରେ ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ପରିଚିତ ହେବେ ।

୫- କୁମ୍ଭ ରାଶି

ଏହି ଦୋଳପୂର୍ଣ୍ଣିମା ଦିନ ପାଖରୁ ଆପଣଙ୍କ ସମସ୍ତ ପ୍ରକାଶ ଆର୍ଥିକ ସମସ୍ୟା ଦୂର ହେବା ସହିତ ଆପଣଙ୍କ ଅଟକି ରହିଥିବା ଧନ ମଧ୍ୟ ପ୍ରାପ୍ତ କରିବେ, ଏହି ସମୟରେ ଆପଣ ପାରିବାରିକ ଶାନ୍ତି ଦେଖାଯିବ ।ଚାକିରୀ ପାଇଁ ଆପେକ୍ଷା କରିଥିବା ବ୍ୟକ୍ତି ମାନେ ଚାକିରୀ ପାଇପାରନ୍ତି ।