Home Remedy Tips- ଆଜି ହିଁ ଏହି ଘରୋଇ ଉପାୟ କୁ ଲଗାନ୍ତୁ ଏବଂ ମାତ୍ର 2 ଦିନ ମଧ୍ୟରେ ଆପଣ ଙ୍କ କାଖ ତଳ ସମସ୍ତ କଳାଦାଗ କୁ ଦୂର କରନ୍ତୁ..100% ଗ୍ୟାରେଣ୍ଟି

ତେବେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ନିଜ ମୁହଁରେ ଗ୍ଲୋ ଆଣିବା ପାଇଁ କିମ୍ବା ସୁନ୍ଦର ଦେଖାଯିବା ପାଇଁ ଅନେକ ପ୍ରକାର ର କ୍ରିମ, ଫେସୱାସ, ସାବୁନ ଆଦି ବ୍ୟବହାର କରି ଥାଆନ୍ତି | କିନ୍ତୁ ଏହିସବୁ କେମିକାଲ କ୍ରିମ ମାତ୍ର କିଛି ଦିନ ପାଇଁ ମୁହଁରେ ଚମକ ଆଣି ଥାଏ ଏବେ ସୁନ୍ଦର ଦେଖା ଯାଇଥାଏ | କିନ୍ତୁ ପରେ ପରେ ମୁହଁରେ ଇମଫେକସନ ହୋଇ ମୁହଁ କଳା ପଡ଼ିବା ସହିତ ମୁହଁରେ ଲାଲ ଲାଲ ହୋଇ ଘା ମଧ୍ୟ ହୋଇ ଯାଏ | ତେବେ ଏହାକୁ ନେଇ ସମସ୍ତେ ଉପାୟ ଖୋଜି ଥାଆନ୍ତି କି କିଭଳି ସେମାନେ ତାଙ୍କ ମୁହଁକୁ ଗ୍ଲୋ କରି ପାରିବେ | ତେବେ ଆଜି ଏଭଳି କିଛି ଉପଚାର କଥା କହିବୁ ଯାହାଦ୍ୱାରା ଆପଣଙ୍କ ମୁହଁ ଗ୍ଲୋ କରିବା ସହିତ କଳା ଦାଗ ଏବଂ ବ୍ରଣ ମଧ୍ୟ ଦୂରେଇ ଯିବ |

ଆବଶ୍ୟକ ସାମଗ୍ରୀ :-

 


ଆଳୁ, ଲେମ୍ବୁ, ଚାଉଳ ଗୁଣ୍ଡ, ଗୋଲାପ ଜଳ ଏବଂ ଟମାଟୋ |

ପ୍ରସ୍ତୁତି ପ୍ରଣାଳୀ :-

 

ତେବେ ପ୍ରଥମେ ଏକ ଆଳୁ ନିଅନ୍ତୁ ଆଉ ତାର ଚୋପା ଛଡାଇ ଭଲ ଭାବରେ ଧୋଇ ଦିଅନ୍ତି, ଧୋଇ ସାରିବା ପରେ ଏହାକୁ ଗ୍ରାଇଣ୍ଡିଙ୍ଗ କରି ଏକ କପଡ଼ା ସାହାଯ୍ୟ ରେ ଏହି ଆଳୁର ରସ କୁ ବାହାର କରି ଦିଅନ୍ତୁ | ଏହି ଆଳୁ ର ରସ ଆମ ଆଖି ତଳେ ହୋଇ ଥିବା କଳା ଦାଗ କୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ଦେଇ ଥାଏ | ଏହାପରେ ଏକ ଲେମ୍ବୁ ନିଅନ୍ତୁ ଆଉ ଏହାକୁ ଫାଳ କରି ଦୁଇ ଚାମଚ ଲେମ୍ବୁ ରସ ସେଥିରେ ପକାନ୍ତୁ ଆଉ ଏହାକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ |

ଏହାପରେ ତିନି ରୁ ଚାରି ଚାମଚ ଏଥିରେ ଚାଉଳ ର ଗୁଣ୍ଡ ନିଅନ୍ତୁ, ଏହାପରେ ଏଥିରେ 40 ମିଲିଲିଟର ଗୋଲାପ ଜଳ ନିଅନ୍ତୁ ଆଉ ଏହି ସବୁ ସାମଗ୍ରୀ କୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ | ଏହାପରେ ଏହାକୁ ଆଇସ ଟ୍ରେ ରେ ନିଅନ୍ତୁ ଆଉ ରାତିରେ ଫ୍ରିଜ ରେ ରଖି ଦିଅନ୍ତୁ ଯାହାକି ଆପଣଙ୍କର ବରଫ ଭଳି ଏହା ପ୍ରସ୍ତୁତ ହୋଇଯିବ |

ବ୍ୟବହାର ପ୍ରଣାଳୀ :-
ପ୍ରଥମ ସ୍ଟେପ :-

 

ଯେତେବେଳେ ଆପଣ ସକାଳେ ପ୍ରଥମେ ଉଠୁଛନ୍ତି ତେବେ ବିଲାତି ର ରସ କୁ ନିଜ ମୁହଁର ଚାରି ଆଡେ ଭଲ ଭାବରେ ଲଗାଇ ଦିଅନ୍ତୁ ଏବଂ ଦିନରେ ତିନି ଥର ଏହି ଟମାଟୋ ରସକୁ ନିଜ ମୁହଁରେ ଲଗାନ୍ତୁ |

ଦ୍ୱିତୀୟ ସ୍ଟେପ :-
ତେବେ ଟମାଟୋ ରସ କୁ ନିଜ ମୁହଁରେ ଲଗାଇ ସାରିବା ପରେ ଆପଣ ପ୍ରସ୍ତୁତ କରିଥିବା ଏହି ଉପଚାର କୁ ନିଜ ମୁହଁର ଚାରି ଆଡେ ଲଗାନ୍ତୁ ଏବଂ ଲଗାଇ ଭଲ ଭାବରେ ମସାଜ କରନ୍ତୁ |

 

ଏହାପରେ ମୁହଁକୁ ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ ଏବଂ ଶୁଖି ସାରିଲା ପରେ ଗାଧୋଇବା ପାଇଁ ଚାଲି ଯାଆନ୍ତୁ ଦେଖିବେ ଗାଧୋଇ ସାରିବା ପରେ ଆପଣଙ୍କ ମୁହଁ ଗ୍ଲୋ କରିବ | ଏହାର ପ୍ରୟୋଗ କଲେ ଆପଣ ଙ୍କୁ ଆଉ ସାବୁନ କି ଫେସୱାସ ର ପ୍ରୟୋଗ କରିବା ପାଇଁ ପଡ଼ିବ ନାହିଁ ଯାହାକି ଏହାର ରେଜଲ୍ଟ ଆପଣ ନିଜେ ଦେଖି ପାରିବେ | ତେବେ ଦୁଇ କି ତିନି ଦିନରେ ଆପଣ ଏହି ଉପଚାର ଟି କରନ୍ତୁ ଦେଖିବେ ଆପଣଙ୍କ ମୁହଁ ଯେପରି ଗ୍ଲୋ କରିବ ଆପଣ ବିଶ୍ୱାସ ମଧ୍ୟ କରି ପରିବେ ନାହଁ ଏବଂ ମୁହଁର କଳା ଦାଗ ମଧ୍ୟ ଦୂରେଇ ଯିବ |