ପଇସାକୁ ଚୁମ୍ବକ ପରି ଟାଣେ ଏହି ଗଛ, ୨୪ ଘଣ୍ଟାରେ ଆପଣଙ୍କ ଭାଗ୍ୟ ବଦଳେଇଦେବ,ଅପାମାର୍ଗ ଗଛର ଚମତ୍କାର ଫାଇଦା

ଆମ ସମାଜରେ ଏପରି ମଧ୍ୟ କିଛି କଥା ରହିଛି ଯାହାକୁ ଆମେ ମାନିକି ଚାଲିଲେ ଆମର କିଛି କ୍ଷତି ହୋଇନଥାଏ କି ଆମ କୋୖଣସି ବି ଅସୁବିଧାରେ ପଡିନୋଥାଉ, ତେବେ ଏପରି କିଛି ସାଧୁବାଣି ରହିଛି ଯାହା ଆମ ଧର୍ମ ଶାସ୍ତ୍ରରେ ଆଗରୁ ଲେଖା ଯାଇଛି , ଆଉ ଯାହାକୁ ଆମେ ମାନିକି ଯଦି ଚଳିବା ତାହେଲେ ଆମର ଜୀବନରେ କିଛି ବି ଅସୁବିଧା ଘଟିବ ନାହିଁ, ତେବେ ଆସନ୍ତୁ ଆଜି ସେମିତି କିଛି ସାଧୁବାଣୀ ବିଷୟରେ ଜାଣିବା |

ମଣିଷ ଜୀବନରେ ସୁଖ ଦୁଃଖ ଲାଗିରହିବା ଏକ ସାଧାରଣ କଥା ହେଲେ ବେଳେ ବେଳେ ସମସ୍ୟା ଏତେ କଠିନ ହେଇଥାଏ ଯେ ଯାହା ଆମକୁ ବହୁତ କଷ୍ଟ ଦେଇଥାଏ | ତେବେ ଏହି ସବୁ ସମସ୍ୟାର ସମାଧାନ ପାଇଁ ଗୁରୁବାର ଦିନ ଆପଣଙ୍କୁ କଦଳୀ ଗଛ ମୂଳରେ କିଛି ଏମିତି ଜିନିଷ ପୋତିଦବାର ଅଛି ଯାହାକୁ ପୋତିବା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟାର ସମଧାନ ହେଇପାରିବ ବୋଲି କୁହାଯାଉଛି |

 

ଯେହେତୁ ବୃହସ୍ପତି ଦେବତାଙ୍କ ଗୁରୁ ଅଟନ୍ତି ଏବଂ ଜନ୍ମ କୁଣ୍ଡଳୀ ରେ ବୃହସ୍ପତି ର ଏକ ମହତ୍ୱପୂର୍ଣ୍ଣ ଭୂମିକା ରହିଛି | ଯେମିତିକି ବୃହସ୍ପତି ଦେବ ବିବାହ କାରକ ଅଟନ୍ତି, ସନ୍ତାନର କାରକ ଜ୍ଞାନ ଓ ଶିକ୍ଷାର କାରକ ମଧ୍ୟ ଅଟନ୍ତି | ଏବଂ ଧନର ମଧ୍ୟ କାରକ ଅଟନ୍ତି ବୃହସ୍ପତି ଦେବ | ଯଦି ଆମ ଜନ୍ମ କୁଣ୍ଡଳୀରେ ବୃହସ୍ପତି ଦେବ ଖରାପ ରେ ଅଛନ୍ତି ତେବେ ଧନ ସଞ୍ଚୟ କରି କିଛି ଲାଭ ହେବ ନାହିଁ |

ମଲାଙ୍ଗ ସମସ୍ତ ଗଛରେ ହୋଇଥାଏ ଏହା ଦୁଇ ତିନି ହାତ ଉଚ୍ଚତା ବିଶିଷ୍ଟ ହୋଇଥାଏ । ଏହାର ପତ୍ର ସାହାଡା ଗଛର ପତ୍ର ପରି ଛୋଟ ଛୋଟ ହୋଇଥାଏ । ଏହି ମଲାହ୍ଗ ଗଛର ବିଧି ବିଧାନ ହେଉଛି ଆପଣ ମାନେ ଯେଉଁ ଦିନ ଏହି ଗଛର ମୂଳକୁ ଘରକୁ ଆଣିବେ ତାର ପୂର୍ବଦିନ ନିମନ୍ତ୍ରଣ କରିବା ପାଇଁ ପଡିଥାଏ ।

ଏହି ମଲାଙ୍ଗ ଗଛ ଆଣିବାର ସର୍ବଶ୍ରେଷ୍ଟ ଦିନ ହେଉଛି ହୋଲି , ଦୀପାବଳୀ ଏବଂ ଚନ୍ଦ୍ରଗ୍ରହଣ । ଏହା ସହ ରବିବାର , ସୋମବାର ଏବଂ ବୁଧବାର ଦିନ ଯଦି ପୁଷ୍ୟତା ନକ୍ଷତ୍ର ପଡିଥାଏ ତେବେ ଏହି ତିଥି ଗୁଡିକ ଅତ୍ୟନ୍ତ ଦିବ୍ୟ ଏବଂ ଚମକ୍ତାର ହୋଇଥାଏ । ଏହି ଦିନରେ ମଲାଙ୍ଗ ଘରକୁ ଆଣିଲେ ତେବେ ଏହା ଅତ୍ୟନ୍ତ ଦିବ୍ୟ ଗୁଣ ଯୁକ୍ତ ଏବଂ ଚମକ୍ତାରୀ ହୋଇଥାଏ । ଯେଉଁ ଦିନ ମଲାଙ୍ଗ ଆଣିବେ ତାର ପୂର୍ବ ଦିନ କିଛି ଦୂବ , ଅରୁଆ ଚାଉଳ , ସିନ୍ଦୁର ଏବଂ ପାଣି ନେଇକରି ସେହି ଗଛ ମୂଳକୁ ଯିବେ । ଏହା ପରେ ଆପଣ ମାନେ ସେହି ମଲାଙ୍ଗ ଗଛ ନିକଟରେ ଦୂବ , ଅରୁଆ ଚାଉଳ , ସିନ୍ଦୁର , ଧୂପ ଦେଇକରି ତାହାକୁ ଏକ ନାଲି ସୂତାରେ ବାନ୍ଧି ପ୍ରାର୍ଥନା କରିବେ ।