ଆଶ୍ଚର୍ଯ୍ୟ ! ମଣିଷ ଭଳି ଗୀତ ଗାଉଛି ଏହି Cute ବିଲେଇ…. ନଦେଖିଲେ ବିଶ୍ୱାସ କରିବେନି…

ସୋସିଆଲ ମିଡ଼ିଆରେ ପ୍ରତିଦିନ କିଛି ଭିଡିଓ ଏମିତି ଆସିଥାଏ ତାହା ଲୋକଙ୍କୁ ବେଶ୍ ପସନ୍ଦ ହୋଇଥାଏ ଏବଂ ସେ ଭିଡିଓ ର ଚାହିଦା ବି ବେଶ୍ ବଢ଼ି ଯାଇଥାଏ। ସୋସିଆଲ ମିଡିଆରେ ଏହା ବହୁତ୍ ମାତ୍ରାରେ ଭାଇରାଲ ମଧ୍ୟ ହୋଇଥାଏ। ସେହିପରି ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ଯେଉଁଠି ଏକ ବିଲେଇ ଗୀତ ଗାଉଥିବା ର ଦେଖିବାକୁ ମିଳିଛି। ଆଜିର ଏହି ଭାଇରାଲ ଯୁଗରେ ସୋସିଆଲ ମିଡ଼ିଆରେ ଆପଣ ବେଳେବେଳେ କିଛି ଏମିତି ଭିଡିଓ ଦେଖିବାକୁ ପାଉଥିବେ ଯାହାକୁ ଦେଖିଲେ ଆପଣ ବହୁତ୍ ଖୁସି ହେଉଥିବେ।

ଆଜିର ଏହି ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆର ବହୁଳ ବ୍ୟବହାର ହେଉଛି।ତେଣୁ ଅନେକ ଘଟଣାର ମଜାଦାର ଭିଡିଓ ଆପଣ ସ୍ମାର୍ଟ ଫୋନ୍ ରେ ଘରେ ବସି ଦେଖି ପାରୁଛନ୍ତି। ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ତାହା ଦେଖିଲେ ଆମେ ଖୁସି ହେବା ସହିତ ଟିକେ ଚକିତ ହୋଇପଡୁ।


କାରଣ ସେହି ଭିଡିଓ କିଛି ଭିନ୍ନ ପ୍ରକାରର ହୋଇଥାଏ।ଏହିଭଳି ଅନେକ ଭିଡିଓ ଆମେ ପ୍ରତିଦିନ ଦେଖିବାକୁ ପାଉଛୁ।ତେବେ ବର୍ତ୍ତମାନ ର ସୋସିଆଲ ମିଡିଆ ର ବ୍ଯବହାର ର ବହୁଲତା କାରଣରୁ ଅନେକ ଘଟଣା ଆମ ସମ୍ମୁଖକୁ କିଛି କ୍ଷଣ ମଧ୍ୟରେ ଆସି ଯାଉଛି। ତେଣୁ ଆପଣ ବି ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ।

ଏହିସବୁ ଭିଡିଓ ମାନଙ୍କୁ ଭିତରୁ କିଛି ଭିଡିଓ ଏମିତି ଥାଏ ଯାହାକୁ ଦେଖିଲେ ଲୋକେ ଏହି ଘଟଣାକୁ ସମ୍ପୂର୍ଣ୍ଣ ନଦେଖି ଏହାକୁ ଏଡାଇ ପାରନ୍ତି ନାହିଁ। ଏହାକୁ ଦେଖି ସେମାନେ ଏଥିପ୍ରତି ପ୍ରତିକ୍ରିୟା ଶିଳ ହୋଇ ପଡନ୍ତି ବହୁତ୍ ଖୁସି ହୁଅନ୍ତି। କାରଣ ଏହି ଭିଡିଓ ଏମିତି ହୋଇଥାଏ ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ବା ମଜାଦାର ହୋଇଥାଏ।ଆପଣ ପ୍ରତିଦିନ ଦେଖୁଥିବା ଅନେକ ଭାଇରାଲ ଭିଡିଓ ଭଳି ଏବେ ଏକ ଭିଡିଓ ପୁଣି ସାମ୍ନାକୁ ଆସିଛି।


ଯେଉଁ ଭିଡିଓରେ ଏକ ବିଲେଇ କେଡେ ସୁନ୍ଦର୍ ଭାବରେ ଗୀତ ଗାଉଛି। ଗୋଟିଏ ପଶୁ ହୋଇ ସେ ଯେଉଁଭଳି ଭାବରେ ଶବ୍ଦ ବାହାର କରୁଛି ତାହା ବେଶ୍ ଶ୍ରୁତି ମଧୁର ଲାଗୁଛି। ବିଲେଇ ଟି ଦେଖିବା ପାଇଁ ଯେମିତି କ୍ୟୁଟ ଲାଗୁଛି ତାର ସ୍ୱର ମଧ୍ୟ ସେହିପରି ବହୁତ୍ ମଜାଦାର ହୋଇଛି। ତେବେ ଆପଣ ଦେଖୁଥିବା ଏହି ଭିଡିଓ ଟି ସମ୍ପୂର୍ଣ୍ଣ ଭାବରେ ପ୍ରାକୃତିକ ନୁହେଁ।

ଏହି ଭିଡିଓ ଟିକୁ ଏଡିଟ କରା ଯାଇଛି।ସେ ଯାହାବି ହେଉ ବିଲେଇର ଏତାଦୃଶ କାର୍ଯ୍ୟ ର ଭିଡିଓ କୋଟି କୋଟି ଲୋକଙ୍କ ପାଖରେ ପହଞ୍ଚିଛି ଏବଂ ଏହାକୁ ଦେଖି ସମସ୍ତେ ବେଶ୍ ଆନନ୍ଦିତ ହେଉଛନ୍ତି।ଏହି ଭିଡିଓ ଟି କୁଶିଂ ଶାଲାୱତ ନାମକ ୟୁ ଟ୍ୟୁବ୍ ଚ୍ୟାନେଲ ରେ ପୋଷ୍ଟ କରା ଯାଇଥିବା ବେଳେ ଏବେ ସୁଦ୍ଧା ଏହି ଭିଡିଓ ଟିକୁ ୬ କୋଟି ରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।