କୁମ୍ଭ ରାଶି ନଭେମ୍ବର 119 ଏବଂ 20 ତାରିଖ (ଆଗାମୀ 2ଦିନ) ଦିଲ ଖୋଲିକି ଶୁଣନ୍ତୁ ସବୁ କିଛି ମିଳିବ ଶନିଦେବ ଆସିବେ ସ୍ୱୟଂ

ଆଜି ଆମେ ଜାଣିବା ନଭେମ୍ବର ୧୮ ଏବଂ ୧୯ ,୨୦୨୨ କୁମ୍ଭ ରାଶି ବିଷୟରେ। ଏହି ବ୍ୟକ୍ତି ବିଶେଷ ଙ୍କ ପାଇଁ ଏହି ଦିନ କିପରି ରହିବ, ଗ୍ରହ ମାନଙ୍କର କିପରି ସ୍ଥିତି ରହିବ, କେଉଁ ଗ୍ରହର ପ୍ରଭାବ ଆପଣଙ୍କ ଉପରେ ଶୁଭ ରହିବ ଜୀବନର ପ୍ରତିଟି କ୍ଷେତ୍ର ବିଷୟରେ ଜାଣିବା। ଆପଣଙ୍କ ଜୀବନ ସହିତ ଯୋଡ଼ିତ ଶିକ୍ଷା, କ୍ୟାରିୟର, ବାଣିଜ୍ୟ, ବ୍ୟବସାୟ ବିଷୟରେ ଜାଣିବା। ତେବେ ଆଗାମୀ ନଭେମ୍ବର ୧୮ ଓ ୧୯ ତାରିଖରେ କେମିତି ରହିବ ଆପଣଙ୍କ ଦିନ ଜାଣିବା।

ଆପଣଙ୍କର ସମସ୍ତ ନିଷ୍ପତି ସଠିକ ରହିବ।ପଢା ପଢ଼ିରେ ଆପଣ ମନଯୋଗ ଦେଇ ପାରିବେ। ନିଜର ମିତ୍ର ମାନଙ୍କ ସହିତ କଥା ହେବା ସମୟରେ ଆପଣ ନିଜର କଥା ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଅନେକ ପ୍ରକାରର ଲାଭ ଆପଣଙ୍କ ଜୀବନରେ ଆସିବାକୁ ଯାଉଛି ଆପଣ ନିଜର କର୍ମ କରନ୍ତୁ ଆପଣଙ୍କୁ ନିଶ୍ଚୟ ଭାବରେ ଏହାର ଫଳ ମିଳିବ। ଏହା ସହିତ ଆପଣଙ୍କ ଧନ ବର୍ତ୍ତମାନ

ଏକତ୍ର ହେବାର ରହିଛି।ଏହା ସହିତ ଆପଣ ଯାହା ମଧ୍ୟ ଆୟ କରୁଛନ୍ତି ଏହା ଆପଣଙ୍କ ପାଇଁ ଏକତ୍ର ହେବାର ସମୟ ଆସିଚି।ଏହି ସମୟ ଆପଣଙ୍କ ଘର ପାଇଁ ବହୁତ ଶୁଭ ଅଟେ ଆପଣ ଏହି ସମୟ ମଧ୍ୟରେ ନିଜର ଘର ତିଆରି କାର୍ଯ୍ୟ ଆରମ୍ଭ କରି ପାରିବେ।ଆପଣଙ୍କ କାର୍ଯ୍ୟ ସଠିକ ସମୟରେ ପୂର୍ଣ୍ଣ ହୋଇ ପାରିବ।

ଏହି ଦୁଇ ଦିନ ଆପଣଙ୍କ ସପକ୍ଷରେ ରହିବ। ଯେଉଁ ମାନଙ୍କ ସନ୍ତାନ ରହିଛନ୍ତି ସେମାନଙ୍କ ଜୀବନରେ ଅନେକ ସମସ୍ୟା ଆସି ଥିବ ତେବେ ଏହି ସମସ୍ତ ସମସ୍ୟାର ସମାଧାନ ହୋଇ ଯିବାକୁ ଯାଉଛି। ଆପଣଙ୍କୁ ଏହି ସମୟରେ ଆଗକୁ ବଢିବାର ସୁଯୋଗ ପ୍ରାପ୍ତି ହେବ।ଏହା ବ୍ୟତୀତ ଏହି ସମୟରେ ଆପଣଙ୍କୁ ଆଗାମୀ ସମୟରେ କିଛି ବିଶେଷ ସଫଳତା ମିଳିବ। ତେବେ ଆଗାମୀ ସମୟରେ ଆପଣଙ୍କ ମିତ୍ର ଆପଣଙ୍କୁ ସହାୟତା କରିବେ। ଆପଣଙ୍କୁ ଆଗକୁ ଯିବାର ସୁଯୋଗ ମିଳିବ। ଏହା ସହିତ ଏହି ସମୟରେ ଧନ ରୋଜଗାର କରିବାର ଅନେକ ସୁଯୋଗ ଆପଣଙ୍କୁ ପ୍ରାପ୍ତ ହେବ।

ଶନିଦେବଙ୍କ କୃପାରୁ ଆପଣଙ୍କ ପାଇଁ ଏହି ଦୁଇ ଦିନ ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣରେ ରହିବ।ଆପଣ ପୂର୍ବରୁ ଯାହା ମଧ୍ୟ କାର୍ଯ୍ୟ କରିଛନ୍ତି ଏହି ସମସ୍ତ କାର୍ଯ୍ୟରେ ଶୁଭ ଫଳ ଆପଣଙ୍କୁ ପ୍ରାପ୍ତ ହେବ।ବିଶେଷ ଭାବରେ ଯେଉଁମାନେ ସରକାରୀ ଚାକିରି ପାଇଁ ପ୍ରୟାସ କରୁଛନ୍ତି ସେମାନଙ୍କୁ ଚାକିରୀ ମିଳିଯିବ।

ଭାଇ ମାନଙ୍କ ସହିତ କିଛି ମତାନ୍ତର ଓ ମନାନ୍ତର ଭଳି ପରିସ୍ଥିତି ଦେଖା ଯାଇ ପାରେ। ତେବେ ଆପଣ ଭାଇ ମାନଙ୍କ ସହିତ କିମ୍ବା ନିଜର ଲୋକ ମାନଙ୍କ ସହିତ କଥା ହେବା ସମୟରେ ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।ତେବେ ଆପଣଙ୍କର ଯେଉଁବି ରାଶି ହେଉ ଆପଣ ଭଗବାନଙ୍କ ନାମ ଜପ କରନ୍ତୁ, ସତ କର୍ମ କରନ୍ତୁ, ନ୍ୟାୟରେ ରୁହନ୍ତୁ, ଜୀବନରେ ଉନ୍ନତି କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।