ଉପର ଆଡୁ କରି ତଳ ଆଡକୁ ଯିବି ! ରୋମାନ୍ସ Best Scene… ମାତ୍ର ଗୋଟିଏ ଦିନରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…
ସୋସିଆଲ ମିଡ଼ିଆରେ ଆପଣ ମାନେ ଅନେକ ସମୟରେ ଯାତ୍ରା ର ଭିଡ଼ିଓ ଗୁଡିକ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ । ତେବେ ଯାତ୍ରା ଗୋଟିଏ ଏମିତି ଜିନିଷ ଯେଉଁଥିରେ କଳାକାର ମାନେ ଲୋକ ମାନଙ୍କ ସାମ୍ନା ରେ ରହି ଅଭିନୟ କରିବାକୁ ଲାଗିଥାନ୍ତି । ଆଉ ତାଙ୍କର ସେହି ଅଭିନୟ ରେ ଦର୍ଶକ ମାନଙ୍କର ହୃଦୟ ଆଉ ମନକୁ ମଧ୍ୟ କିଣିବାର ପ୍ରୟାସ କରିଥାନ୍ତି ବୋଲି କୁହାଯାଉଛି । ତେବେ ସେହି ଭଳି ବର୍ତ୍ତମାନ ଏକ ଯାତ୍ରା ର କିଛି କମେଡି ପାର୍ଟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଆଉ ଯାହା ସମସ୍ତଙ୍କର ମନକୁ ବେଶ ଆକୃଷ୍ଟ କରେଇଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ଟିକିଏ ନଜର ପକାଇବା ।
ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜି କାଲି ଯାତ୍ରା ଇଣ୍ଡୋଷ୍ଟ୍ରି କେତେ ଉପରକୁ ଯିବାକୁ ଲାଗିଲାନି ।ଫିଲ୍ମ କୁ ପଛରେ ପକାଇ ଲୋକ ମାନେ ଅଧିକ ପସନ୍ଦ କରୁଛନ୍ତି ଯାତ୍ରା ର ଝଲକ ଦେଖିବା ପାଇଁ । ଆଉ ଯାହା କୁହାଯାଉଛି କି ଯାତ୍ରା ହେଉଛି ଏମିତି ଗୋଟିଏ ଅଭିନୟ ର ପ୍ଲାଟଫର୍ମ ଯେଉଁଥିରେ କଳାକାର
ମାନେ ଷ୍ଟେଜ ଉପରେ ସମସ୍ତ ଦର୍ଶକ ଙ୍କ ସାମ୍ନା ରେ ଅଭିନୟ କରିବାକୁ ଲାଗିଥାନ୍ତି ।ଆଉ ତାଙ୍କର ମନ ମୁଗ୍ଧକର ଅଭିନୟ କୁ ଦେଖି ପିଲା ଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତ ମୁଗ୍ଧ ହୋଇ ଯାଇଥାନ୍ତି ବୋଲି କୁହାଯାଉଛି ।ଆଉ ବର୍ତ୍ତମାନ ସେହି ଭଳି ଏକ ଦମଦାର ଯାତ୍ରା ର ପାର୍ଟ ଦେଖିବାକୁ ମିଳିଛି ।
ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ମଧ୍ୟ ଯାତ୍ରା ର ଗୋଟିଏ ପାର୍ଟ । ଆଉ ଯାହା ଜଣା ପଡିଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ହେଉଛି ଇଷ୍ଟର୍ଣ୍ଣ ଅପେରା ଯାତ୍ରା ର ପାର୍ଟ।
ତେବେ ଭାଇରାଲ ହେଉଥିବା ଏହି ଯାତ୍ରା କମେଡି ର ସିନ ଟି ହେଉଛି ଜଣେ ଡାକ୍ତର ବିନା ଅନୁମତିରେ ଘରେ ପଶି ସେ ଘରର ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସମୟରେ ତାର ସ୍ୱାମୀ ଆସି ଯାଇଥିଲା। ତାପରେ ଡାକ୍ତରଟି ପଳେଇ ଯାଇଥିଲେ। କିନ୍ତୁ ଯୁବତୀ ଜଣକ ସେ ଡାକ୍ତରକୁ ଭଲ ପାଉଥାଏ। କିଛି ଦିନ ପରେ ଯୁବତୀ ଜଣକ ର ପେଟ ଖରାପ ବୋଲି ଅଭିନୟ କରୁଥାଏ।
ଆଉ ତାର ସ୍ୱାମୀ ସେହି ଡାକ୍ତରକୁ ଡାକିଥାଏ।ତେବେ ଏହି କମେଡି ରେ ସ୍ୱାମୀ ଓ ସ୍ତ୍ରୀ ତାହା ସହିତ ଡକ୍ଟର ଙ୍କର ଜବରଦସ୍ତ କମେଡି ର ଝଟକା ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ । ଏହି ଭଳି ଭାବରେ ଜବରଦସ୍ତ କମେଡି ରେ ଦର୍ଶକ ମାନେ ପୁରା ପୁରୀ ଝୁମି ଯାଇଛନ୍ତି ବୋଲି କୁହାଯାଉଛି । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।